Video yükleniyor...
Video Yüklenemedi
ସେଇ ସରକାରୀ ବ୍ୟବସ୍ଥା ଅଛି ଆଉ ସେଇ ସବୁ ଅଧିକାରୀ ବ୍ୟବସ୍ଥା ଭିତରେ ବି ଅଛନ୍ତି ହେଲେ ନେତୃତ୍ୱ ବଦଳିଲା ଆଉ ଅଧିକାରୀଙ୍କ ନୀତି ବି. .. #ଛି😪😪 BJP Odisha BJP Scheduled Tribe Morcha Sambit Patra Mohan Charan Majhi Dharmendra Pradhan Pravati Parida Kanak Vardhan Singh Deo (Modiji Ka Parivar) Prithiviraj Harichandan
56,868 görüntüleme • 1 yıl önce •via X (Twitter)
10 Yorum

@BJP4Odisha @BJPSTMORCHA @sambitswaraj @MohanMOdisha @dpradhanbjp @PravatiPOdisha @KVSinghDeo1 @PrithivirajBJP ମୋହନ ମାଝୀ ବାବୁ ଝାଡ଼ଖଣ୍ଡ ରେ ନିର୍ବାଚନୀ ପ୍ରଚାର ରେ ବ୍ୟସ୍ତ ଅଛନ୍ତି । ଆଉ ଉପ ମୁଖ୍ୟମନ୍ତ୍ରୀ ଙ୍କ ଥିବା ଯାହା ନ ଥିବା ସେୟା। ଭକ୍ତ ଙ୍କୁ କେବଳ ଜାଗା ହି ସାହା।

@BJP4Odisha @BJPSTMORCHA @sambitswaraj @MohanMOdisha @dpradhanbjp @PravatiPOdisha @KVSinghDeo1 @PrithivirajBJP ଯାହା ହଉ ଯାହା ଆଜି ଯାଏ ମଣିଷ ଦେଖି ନଥିଲା ତାହା ଏବେ ବିଜେପି ଆସିବା ପରେ ଦେଖିବାକୁ ମିଳୁଛି. ମାଆ ମାନଙ୍କୁ କି ଭଳି ସମ୍ମାନ ଦଉଛି ପୋଲିସ ବିଭାଗ ଆଉ ରାଜ୍ୟ ସରକାର ତାହା ଏବେ ଦେଖିବାକୁ ମିଳିଲା. ତମ ମାଆ ଭଉଣୀ ସ୍ତ୍ରୀ ଝିଅ ଙ୍କୁ ଯଦି ଏଭଳି ବ୍ୟବହାର କରା ଯିବ ତମକୁ କିଛି ଜଣା ପଡ଼ିବ ନା ପଡିବନି.

@BJP4Odisha @BJPSTMORCHA @sambitswaraj @MohanMOdisha @dpradhanbjp @PravatiPOdisha @KVSinghDeo1 @PrithivirajBJP @narendramodi @KVSinghDeo1 @MohanMOdisha @AmitShah @homeodisha @aajtak @IndiaToday @otvnews @dpradhanbjp @myogiadityanath Just arrest this officer and suspend him as soon as possible sir This kind of behaviour to senior citizens is not acceptable in jagannath tample.

@BJP4Odisha @BJPSTMORCHA @sambitswaraj @MohanMOdisha @dpradhanbjp @PravatiPOdisha @KVSinghDeo1 @PrithivirajBJP ବୃଦ୍ଧ ମହିଳା ଙ୍କ ସହିତ ଏ ଭଳି ବ୍ୟବହାର କେତେ ଦୂର ଠିକ୍? ଏ video କୁ ଦେଖି @PravatiPOdisha @KVSinghDeo1 @MohanMOdisha @CMO_Odisha @SecyChief କି ପଦକ୍ଷେପ ନେବେ ତାହା ସର୍ବସମ୍ମୁଖରେ ରଖିବେ କି? ନା ଏହା ଭିଡରେ ରେ ଏମିତି ହୁଏ କହି ଅଣ ଦେଖା କରିବେ l ଯଦି ଏମିତି ଆପଣଙ୍କ ସହ ଅଥବା ସେହି ବ୍ୟକ୍ତି ଙ୍କ ସହ ହୁଏ ତେବେ ?

@BJP4Odisha @BJPSTMORCHA @sambitswaraj @MohanMOdisha @dpradhanbjp @PravatiPOdisha @KVSinghDeo1 @PrithivirajBJP Feeling sad for this errands but their conduct should not go unpunished.

@BJP4Odisha @BJPSTMORCHA @sambitswaraj @MohanMOdisha @dpradhanbjp @PravatiPOdisha @KVSinghDeo1 @PrithivirajBJP @CMO_Odisha @SJTA_Puri @dm_puri @PuriPolice ଧନ୍ୟବାଦ ଏହା କି ପ୍ରକାରର ବ୍ୟବହାର??? ଭକ୍ତ ମାନଙ୍କୁ ଏଭଳି ବ୍ୟବହାର କରିବାକୁ କିଏ ଅଧିକାର ଦେଇଛନ୍ତି??? #ଜୟ ଜଗନ୍ନାଥ #ଓଡ଼ିଆ ଅସ୍ମିତା

@BJP4Odisha @BJPSTMORCHA @sambitswaraj @MohanMOdisha @dpradhanbjp @PravatiPOdisha @KVSinghDeo1 @PrithivirajBJP ରାଜ୍ୟ ଓ ଦେଶର ଯେତେ ସର୍ବୋଚ୍ଚ ସମ୍ମାନ ଅଛି ଏ ପୋଲିସ ବାବୁଙ୍କୁ ଦିଆଯାଉ । ମହିଳାଙ୍କ ପ୍ରତି ଏତେ ସୁନ୍ଦର ବ୍ୟବହାର ପାଇଁ, ମହିଳା ପୋଲିସ ଥାଉ ଥାଉ।

@BJP4Odisha @BJPSTMORCHA @sambitswaraj @MohanMOdisha @dpradhanbjp @PravatiPOdisha @KVSinghDeo1 @PrithivirajBJP ଏଭଳି ବ୍ୟବହାର, କେମିତି ପ୍ରଶାସନ ଚୁପ୍, ଶ୍ରୀମନ୍ଦିର ପରିସରରେ ଏହା କି ପ୍ରକାରର ସମ୍ମାନ/ଆଗରୁ ଥିଲା ଏବେ ବି JTP ଅଫିସରଙ୍କ ଦାଦାଗିରି ଭଳି ଲାଗୁଛି, ତାଙ୍କ ପାଇଁ କଛି ନିୟମ ଅଛି କି ନାହିଁ, ଭାରି ମର୍ମାହତ ଲାଗୁଛି, @SJTA_Puri @arvindpadhee Sir, ଆଶା ଆପଣ କିଛି କରିବେ 🙏

@BJP4Odisha @BJPSTMORCHA @sambitswaraj @MohanMOdisha @dpradhanbjp @PravatiPOdisha @KVSinghDeo1 @PrithivirajBJP This is so unfortunate 😭

@BJP4Odisha @BJPSTMORCHA @sambitswaraj @MohanMOdisha @dpradhanbjp @PravatiPOdisha @KVSinghDeo1 @PrithivirajBJP Chhi chhi..budhi mausi mananku e ki behavior....Lajjya...Jagannath esabu Dekhuchanti 🤔🤔

