Загрузка видео...
Не удалось загрузить видео
ସମ୍ବଲପୁର ଅଭାବନୀୟ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ BJP ର ରାଷ୍ଟ୍ରୀୟ ସଭାପତି Jagat Prakash Nadda ସଂସଦୀୟ ପ୍ରତିନିଧି ଦଳକୁ ନେଇ ଏକ ଉଚ୍ଚସ୍ତରୀୟ ଯାଞ୍ଚ କମିଟି ଗଠନ କରିଛନ୍ତି । ନିରପେକ୍ଷ କେବଳ କହିଲେ ହେବ ନାହିଁ ବରଂ କାମରେ ଦେଖାଇବାକୁ ପଡିବ । ରାଜ୍ୟ ସରକାରଙ୍କୁ ପୁନର୍ବାର ଅନୁରୋଧ, ସରକାର ନିରପେକ୍ଷତା ଅବଲମ୍ବନ କରନ୍ତୁ ଓ ରାଜଧର୍ମ ପାଳନ କରନ୍ତୁ ।
11,088 просмотров • 3 лет назад •via X (Twitter)
Комментарии: 9

@BJP4India @JPNadda ବିଜେପି ଵାଲା ଆସିବେ ରଡି କରିବେ, ଆନ୍ଧଭକ୍ତ ଆସିବେ ଚିଲେଇବେ, ବିକା ମେଡିଆ ଛଡା ଆପଣଙ୍କୁ କେହି ଧ୍ୟାନ ଦେବେନି ଆପଣ ଯେତେବି ଆପରାଧକୁ ପ୍ରୋତ୍ସାହିତ କରିବେ ତାହା ସବୁ ବିଫଳ ହବ |

@BJP4India @JPNadda ମତେ ଯେତେ ମାଠିଲେ ମାଠେ ମୁ ସେଇ ଦରପୋଡା କାଠ। ବାଉଳି ହେଉଛନ୍ତି କି ଧରମା ବାବୁ ? ହୀନରାଜନୀତି ଛାଡିବେନି ଜମା ଆପଣ |

@BJP4India @JPNadda ଆପଣଙ୍କ ମୁହଁରେ ଲାଜ ତ ନାହିଁ ସେଥିପାଇଁ ଏପରି ବୟାନ ଦେଉଛନ୍ତି ଆପଣ । ପୋଲିସ ଯାଞ୍ଚରେ ଆପଣଙ୍କ ନାଁ ଆସିବାର ଭୟରେ ବୋଧେ ଆପଣ ଏପରି ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦି ଦଉଛନ୍ତି । ଓଡ଼ିଶା ଲୋକେ ସବୁ ଜାଣିଛନ୍ତି ତେଣୁ ମିଛ କଥା ପ୍ରଚାର ନ କରି ନିଜ କାମ କରନ୍ତୁ ଆପଣ । ନିରପେକ୍ଷ ଯାଞ୍ଚ ପାଇଁ ପ୍ରସ୍ତୁତ ରୁହନ୍ତୁ ।

@BJP4India @JPNadda ଖାଲି ବଡ କଥା, କାମ ରେ କିଛି ନାହିଁ 😂 ଆଗେ ନିଜ ଦଳୀୟ ଲୋକ ଙ୍କୁ ବୁଦ୍ଧି ଦିଅ ଯେମିତି ଅରାଜକତା ଶୃଷ୍ଟି ନକରି ଶାନ୍ତି ଶୃଙ୍ଖଳା ବନେଇ ରଖିବେ ।

@BJP4India @JPNadda ଓଡ଼ିଶା ସରକାର ସର୍ବଦା ନିରପେକ୍ଷ ରହି ଆମ ରାଜ୍ୟର ଶାସନ କରିଆସିଛନ୍ତି, କିନ୍ତୁ ଆପଣଙ୍କ ପରି ସ୍ଵାର୍ଥପର ରାଜନେତା ଏହା ବୁଝିବେ କିପରି । ସମ୍ବଲପୁରରେ ହେଇଥିବା ଏହି ଅଭାବନୀୟ ଘଟଣା ପାଇଁ ଦାୟୀ ଲୋକମାନେ ଦଣ୍ଡ ପାଇବା ସୁନିଶ୍ଚିତ ।

@BJP4India @JPNadda ଆରେ ଆରେ ରାଜଧର୍ମ ପାଳନ ପାଇଁ କିଏ କହୁଛି ଦେଖ। ସାର୍ ବୋଧେ ଦୁଇ ଦଶନ୍ଧି ତଳର କଥା ଭୁଲି ଯାଉଛନ୍ତି। ରାଜଧର୍ମ ଭଳି ଶବ୍ଦ ଆପଣଙ୍କ ମୁହଁରେ ଶୋଭା ପାଉନି ଆଜ୍ଞା। ଦୟାକରି ଏଭଳି ଶବ୍ଦ ଉଚ୍ଚାରଣ କରି, ସେଇ ଶବ୍ଦକୁ ଅପମାନିତ କରନ୍ତୁ ନାହିଁ। ଆଉ ରହିଲା ନିରପେକ୍ଷତାର କଥା, ସାଢ଼େ ୪ କୋଟି ଓଡ଼ିଶାବାସୀ ବିଚାର କରିବେ।

@BJP4India @JPNadda ଆଛା ଯେଉଁ ଟିମ୍ ଆସିବ ତାର କାମ କଣ ?ବିଜେପିକୁ ସୁହାଇଲା ଭଳି ଗୋଟିଏ ରିପୋର୍ଟ ଦେବ, ଏଇୟା ତ, ସେତିକି କାମ ଆପଣ ଗୋଲକ - ଲେଖାଶ୍ରୀକୁ ଲଗେଇ କରିଦେଲେନି ଏତେ କଷ୍ଟ ହୋଇନଥାନ୍ତା। ଓଡ଼ିଶାବାସୀ ଜାଣିଛନ୍ତି, ବିଜେପି ଏଭଳି ଏକ ଦଳ ଯାହାର ପ୍ରତି ପାଖୁଡ଼ାରେ ଅସୂୟାଭାବ ଭରି ହୋଇରହିଛି। ବେଶୀ ଦୂର ନୁହେଁ, ଝାରସୁଗୁଡ଼ାରେ ଜନତା ଜବାବ ଦେବେ

@BJP4India @JPNadda ଧନ୍ୟବାଦ୍ ଆଜି ସମ୍ବଲପୁର ର ହିନ୍ଦୁ ମାନଙ୍କ ସପକ୍ଷ ରେ ଛିଡା ହେଇ ସେମାନଙ୍କୁ ସାହାସ ଦେଇଥିବା ରୁ ଏବଂ ଆମ ମନଙ୍କୁ ଆଗକୁ ଲଢ଼ିବାର ସାହାସ ଦେଇଥିବା ରୁ ହୀନ ଚକ୍ରନ୍ତକରି ବିଜେଡି ଦଳ ର ନେତା ମନ୍ତ୍ରୀ ମାନଙ୍କୁ ଯେ ରାଜନୈତିକ ସ୍ବାର୍ଥ ରଖି ପରଦା ପଛରେ ରହି ଏ ଦଙ୍ଗା କରିଛନ୍ତି ସେମାନଙ୍କୁ ଆଗାମୀ ଦିନରେ ଉଚିତ୍ ଜବାବ୍ ଦିଆଯିବ

@BJP4India @JPNadda ଦଙ୍ଗା ସୃଷ୍ଟିକରିବା, ଅରାଜକତା ସୃଷ୍ଟିକରିବା ଆପଣଙ୍କ ଦଳର କାର୍ଯ୍ୟ। ଏହାକୁ ନେଇ ଆପଣ ଗର୍ବ କରନ୍ତି । ଦଙ୍ଗା ସୃଷ୍ଟିକାରୀ ଓ ଆନ୍ଦୋଳନ ନାମରେ ଆତଙ୍କ କରୁଥିବା ଲୋକଙ୍କୁ ଆପଣ ମାନେ ସଂମ୍ମାନିତ କରନ୍ତି। ହସ ଲାଗୁଛି ଆପଣଙ୍କ ମୁହଁରେ ପୁଣି ରାଜଧର୍ମ କଥା । 🤣🤣🤣
