
CMO Odisha
@CMO_Odisha • 1,762,969 subscribers
Office of the Chief Minister, Odisha
Shorts
Videos

Under the visionary leadership of Hon’ble Chief Minister Shri Mohan Charan Majhi, #Odisha is building a strong and future-ready technology ecosystem driven by innovation, investment and talent. With a focus on advanced manufacturing, semiconductor opportunities, digital infrastructure and skill development, the State is creating new avenues for growth, employment and entrepreneurship. Odisha remains committed to positioning itself as a leading technology and innovation hub, contributing significantly to the vision of a Samruddha Odisha and Viksit Bharat. #2YearsofLokankaSarakar #BikasharaDharaOdishaSara PMO India E&IT Department Odisha
CMO Odisha56,484 Aufrufe • vor 1 Monat

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କ ଦୃଢ଼ ନେତୃତ୍ୱରେ ଲୋକଙ୍କ ସରକାରର ୨ ବର୍ଷ ମଧ୍ୟରେ ରାଜ୍ୟର ଯୁବପ୍ରତିଭାଙ୍କ ସଶକ୍ତିକରଣ ଓ କ୍ରୀଡ଼ା ଭିତ୍ତିଭୂମିର ବିକାଶକୁ ଏକ ନୂତନ ଗତି ମିଳିଛି। ସରକାରୀ ନିଯୁକ୍ତି ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଓ ମେଧାକୁ ପ୍ରଶ୍ରୟ ଦେବା ସହିତ ଆଶାୟୀଙ୍କ ପାଇଁ ବୟସ ସୀମାକୁ ୪୨ ବର୍ଷକୁ ସଂପ୍ରସାରିତ କରାଯାଇଛି। ଏଥିସହ ସେମାନଙ୍କୁ ବିଶ୍ୱସ୍ତରୀୟ ଜ୍ଞାନକୌଶଳର ପ୍ରଶିକ୍ଷଣ ଦିଆଯାଉଛି। ସେହିପରି, ତୃଣମୂଳସ୍ତରରୁ କ୍ରୀଡ଼ା ପ୍ରତିଭା ସନ୍ଧାନ ଓ ସେମାନଙ୍କ ଉପଯୁକ୍ତ ବିକାଶ ପାଇଁ ପ୍ରତ୍ୟେକ ଜିଲ୍ଲାରେ 'ଖେଲୋ ଇଣ୍ଡିଆ ସେଣ୍ଟର'ର ସଫଳ ସଞ୍ଚାଳନ ସହ ଅତ୍ୟାଧୁନିକ ଷ୍ଟାଡିୟମ ଓ କ୍ରୀଡ଼ା ଭିତ୍ତିଭୂମିର ବିସ୍ତାର କରାଯାଉଛି। ଆମର କ୍ରୀଡ଼ାବିତ୍ ଓ ଯୁବସମାଜକୁ ସ୍ଥାନୀୟ ଅଞ୍ଚଳରେ ବିଶ୍ୱମାନର ସୁବିଧା ପ୍ରଦାନ କରି ଅନ୍ତର୍ଜାତୀୟସ୍ତରରେ ରାଜ୍ୟର ଗୌରବକୁ ସୁଦୃଢ଼ କରିବା ସହ ଏକ ସମୃଦ୍ଧ, ସଶକ୍ତ ଓ ଆତ୍ମନିର୍ଭର ଓଡ଼ିଶା ଗଠନ ଦିଗରେ ସରକାର ଦୃଢ଼ ସଂକଳ୍ପବଦ୍ଧ। PMO India #2YearsofLokankaSarakar #2YearsofJubaSamruddhi
CMO Odisha52,673 Aufrufe • vor 1 Monat

ଶିକ୍ଷା ହେଉଛି ସମୃଦ୍ଧ ଓଡ଼ିଶାର ସବୁଠୁ ବଡ଼ ଶକ୍ତି। ସେହି ବିଶ୍ୱାସକୁ ପାଥେୟ କରି ଲୋକଙ୍କ ସରକାର ଆରମ୍ଭ କରିଛନ୍ତି “ଜ୍ଞାନୋଦୟ – ଶିକ୍ଷାରୁ ସମୃଦ୍ଧି” ଯୋଜନା। ଯୋଗ୍ୟ ସରକାରୀ ଓ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନରେ କେ.ଜି.ରୁ ପି.ଜି. ପର୍ଯ୍ୟନ୍ତ ଦେୟମୁକ୍ତ ଶିକ୍ଷା ସୁନିଶ୍ଚିତ ହେବା ସହିତ ପ୍ରତ୍ୟେକ ମେଧାବୀ ଛାତ୍ରଛାତ୍ରୀଙ୍କ ସ୍ବପ୍ନ ହେବ ସାକାର । ପ୍ରତିବର୍ଷ ୩୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି ଯୋଜନାରେ ଉପକୃତ ହେବେ। ଜ୍ଞାନର ଶକ୍ତିରେ ସଶକ୍ତ ଯୁବପିଢ଼ି ଗଢ଼ି, ସମୃଦ୍ଧ ଓଡ଼ିଶା ନିର୍ମାଣ ଦିଗରେ ଏହା ଏକ ଐତିହାସିକ ପଦକ୍ଷେପ ହେବ ।
CMO Odisha24,955 Aufrufe • vor 14 Tagen

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhiଙ୍କ ନେତୃତ୍ୱରେ ଓଡ଼ିଶାର ଶିଳ୍ପ ଓ ସବୁଜ ଅର୍ଥନୀତିର ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ଐତିହାସିକ ଅଧ୍ୟାୟ । ଜାପାନର IHI କର୍ପୋରେସନ୍ ଓ ACME ଗ୍ରୁପ୍ ସହ ସ୍ୱାକ୍ଷରିତ ସହଯୋଗ ପତ୍ର ମାଧ୍ୟମରେ ପାରାଦ୍ୱୀପ ଓ ଗୋପାଳପୁରରେ ପ୍ରାୟ ₹୬୭ ହଜାର କୋଟିର ୩ଟି ବୃହତ୍ ଗ୍ରୀନ୍ ଏନର୍ଜି ପ୍ରକଳ୍ପ ସ୍ଥାପନ ହେବ। ଏହା ଦ୍ୱାରା ପ୍ରାୟ ୭,୬୦୦ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ଗ୍ରୀନ୍ ହାଇଡ୍ରୋଜେନ୍ ଓ ଗ୍ରୀନ୍ ଆମୋନିଆ କ୍ଷେତ୍ରରେ ଓଡ଼ିଶାର ନେତୃତ୍ୱ ଆହୁରି ସୁଦୃଢ଼ ହେବ । PMO India
CMO Odisha20,032 Aufrufe • vor 14 Tagen

Under the leadership of Hon'ble Chief Minister Shri Mohan Charan Majhi, the Cabinet has approved Gyanodaya – Shiksharu Samruddhi, a landmark initiative to ensure that no deserving student is deprived of education due to financial constraints. From KG to PG, eligible students in Government and Government-aided institutions will receive free education, benefiting over 3.2 million students every year and creating a more educated, skilled and empowered Odisha.
CMO Odisha16,893 Aufrufe • vor 15 Tagen

Under the visionary leadership of Hon'ble Chief Minister Shri Mohan Charan Majhi, Odisha continues to emerge as India's preferred investment destination. The landmark MoU between IPICOL and IHC marks a transformative step towards the country's largest FDI in the mining and metallurgy sector, with a proposed investment of USD 11.5 billion (₹1.10 lakh crore), creation of 53,500+ employment opportunities, and the development of an integrated aluminium value chain. This historic partnership reinforces Odisha's position as a global investment hub, driving industrial growth, economic prosperity, and sustainable development. PMO India
CMO Odisha16,753 Aufrufe • vor 16 Tagen

CM Naveen Patnaik has announced a cash award of ₹1.5 Cr for #Odisha’s star Javelin athlete #KishoreKumarJena who has clinched a silver medal at the ongoing #AsianGames at Hangzhou, China. With a personal best of 87.54m, Kishore has also qualified for the Paris Olympics. #OdishaForSports CM has assured all support for Kishore for his Olympics preparation next year. CM said that the cash award is in recognition of his stellar performance, perseverance & determination. Congratulating him, CM said that Kishore’s triumph not only reflects personal excellence but also serves as an inspiration for budding athletes across the country.
CMO Odisha614,406 Aufrufe • vor 2 Jahren

Hon'ble Chief Minister Shri Mohan Charan Majhi addressed an esteemed delegation of Japanese industry leaders at the Convention Center, Lokseva Bhawan today. The discussions on investment, technology, innovation, and shared growth reaffirm Odisha's commitment to strengthening economic ties with Japan and fostering new avenues of collaboration. Together, we are building a stronger Odisha and deepening the enduring India–Japan economic partnership. PMO India
CMO Odisha13,209 Aufrufe • vor 15 Tagen

ଗତ ଦୁଇ ବର୍ଷ ମଧ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କ ନେତୃତ୍ୱରେ ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଆସିଛି। ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ତୃଣମୂଳସ୍ତରରୁ ଶିକ୍ଷା ଭିତ୍ତିଭୂମିକୁ ମଜଭୁତ କରାଯିବା ସହ ଆଧୁନିକ ଡିଜିଟାଲ ଶିକ୍ଷାର ପ୍ରସାର ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ ଜ୍ଞାନକୌଶଳ ସହ ଯୋଡୁଛି । ସାଂସ୍କୃତିକ ଗୌରବ ଓ ସ୍ୱାଭିମାନକୁ ବଜାୟ ରଖି ଓଡ଼ିଶାର ପ୍ରତିଟି ଶିଶୁକୁ ଆଗାମୀ ଦିନରେ ସ୍ୱାବଲମ୍ବୀ ଓ ଆତ୍ମନିର୍ଭର କରି ଗଢ଼ି ତୋଳିବା ସହ ଏକ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଲୋକଙ୍କ ସରକାର ଦୃଢ଼ ସଂକଳ୍ପବଦ୍ଧ। #2YearsofLokankaSarakar #BikasharaDharaOdishaSara #2YearsOfShikshaSanskara
CMO Odisha13,179 Aufrufe • vor 26 Tagen

‘ଓଡ଼ିଆ ପକ୍ଷ’ କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ପ୍ରତ୍ୟେକ ଓଡ଼ିଆଙ୍କ ସ୍ୱାଭିମାନ ଓ ସଂକଳ୍ପର ପ୍ରତୀକ। ଆମର ସମୃଦ୍ଧ କଳା, ସାହିତ୍ୟ ଏବଂ ଐତିହ୍ୟକୁ ଆଗାମୀ ପିଢ଼ି ପାଖରେ ପହଞ୍ଚାଇବା ସହ ଓଡ଼ିଆ ଅସ୍ମିତାକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଆସନ୍ତୁ, ଆମେ ସମସ୍ତେ ମିଳିତ ଭାବେ ଏହି ଗଣ-ଉତ୍ସବରେ ସାମିଲ ହୋଇ ‘ସମୃଦ୍ଧ ଓଡ଼ିଶା’ ଗଠନ ଦିଗରେ ନିଜକୁ ସମର୍ପିତ କରିବା। #OdiaPakhya2026 #ଓଡ଼ିଆପକ୍ଷ୨୦୨୬
CMO Odisha21,083 Aufrufe • vor 3 Monaten

Brightest stars from music & entertainment industry are ready to wow audience at #HockeyWorldCup2023 Celebrations at historic Barabati Stadium in #Cuttack. Let's celebrate #Hockey as the star-studded extravaganza is all set to kick off from Silver City. #HockeyComesHome #HWC2023
CMO Odisha120,410 Aufrufe • vor 3 Jahren

ଓଡ଼ିଶାର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ଆତ୍ମରକ୍ଷା ଓ ସଶକ୍ତିକରଣ ପାଇଁ ଲୋକଙ୍କ ସରକାରଙ୍କ ଐତିହାସିକ ପଦକ୍ଷେପ "ଶକ୍ତିଶ୍ରୀ" । ଛାତ୍ରୀମାନଙ୍କ ସୁରକ୍ଷା ଏବଂ ନିରାପତ୍ତାକୁ ଦୃଷ୍ଟିରେ ରଖି ଏକ ସୁରକ୍ଷିତ ତଥା ସମତାମୂଳକ ପରିବେଶ ଗଠନ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବା ସହ ଛାତ୍ରୀମାନଙ୍କ ମାନସିକ, ଶାରୀରିକ, ଆଇନଗତ ଓ ଡିଜିଟାଲ୍ ସୁରକ୍ଷାକୁ ଗୁରୁତ୍ୱ ଦେବା ସହ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକରେ ଅଧିକ ସୁରକ୍ଷିତ ପରିବେଶ ସୃଷ୍ଟି କରିବ "ଶକ୍ତିଶ୍ରୀ"। #Shaktishree Higher Education Department, Govt. of Odisha 🇮🇳
CMO Odisha44,433 Aufrufe • vor 1 Jahr

ଆର୍ଥିକ ବର୍ଷ ୨୦୨୬-୨୭ ବଜେଟ୍କୁ ନେଇ ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ଚାଷୀ, ଶ୍ରମିକ, ମହିଳା ଏବଂ ଯୁବପିଢ଼ିଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହୋଇଥିବା ଏହି 'ଲୋକାଭିମୁଖୀ ବଜେଟ୍' ଉପରେ ସମାଜର ବିଭିନ୍ନ ସ୍ତରରୁ ମତାମତ ସଂଗ୍ରହ କରାଯାଇଛି। କେହି ଏହାକୁ ବିକାଶର ନୂଆ ଦିଗନ୍ତ କହୁଥିବାବେଳେ, କେହି ଏହାକୁ ସାଧାରଣ ଜନତାଙ୍କ ବଜେଟ୍ ଭାବେ ଅଭିହିତ କରିଛନ୍ତି। ଆସନ୍ତୁ ଜାଣିବା ଏହି ବଜେଟ୍ ସମ୍ପର୍କରେ କ’ଣ କହୁଛନ୍ତି ଆମ ରାଜ୍ୟବାସୀ। #OdishaBudget2026 #SamruddhaOdishaBudget
CMO Odisha20,547 Aufrufe • vor 4 Monaten

ସୁସ୍ଥ ଓଡ଼ିଶା, ବିକଶିତ ଓଡ଼ିଶା ଗଠନ ଦିଗରେ ଲୋକଙ୍କ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ସମସ୍ତ ଓଡ଼ିଶାବାସୀଙ୍କୁ ଗୁଣାତ୍ମକ ସ୍ବାସ୍ଥ୍ୟସେବା ପ୍ରଦାନ କରିବା ସରକାରଙ୍କ ପ୍ରାଥମିକତା। ସୁସ୍ଥ ନାଗରିକ ହେଉଛନ୍ତି ବିକଶିତ ଓଡ଼ିଶାର ଭିତ୍ତି । ବଜେଟ୍ ମାଧ୍ୟମରେ ସ୍ବାସ୍ଥ୍ୟସେବାକୁ ଲୋକଙ୍କ ପାଖରେ ପହଞ୍ଚାଇ, ଏକ ସୁରକ୍ଷିତ, ସୁସ୍ଥ ଓ ସଶକ୍ତ ଓଡ଼ିଶା ଗଢ଼ିବା ଦିଗରେ ଦୃଢ଼ ପଦକ୍ଷେପ ନେଉଛନ୍ତି ଲୋକଙ୍କ ସରକାର। #OdishaBudget2026 #SamruddhaOdishaBudget
CMO Odisha18,817 Aufrufe • vor 4 Monaten

Various Service Associations met #5T & #NabinaOdisha Chairman, Shri VK Pandian at Naveen Niwas and wished him for his new role. Shri Pandian thanked the association members and sought their cooperation for welfare of people of #Odisha. He said the Govt machinery under leadership of HCM Naveen Patnaik is committed to bring real transformation in the life of every individual. Expressing delight, members of the Service Associations praised Shri Pandian for spearheading the transformation of the State by realising the vision of CM Shri Naveen Patnaik. They exuded confidence that the transformation of new #Odisha will now be even more pronounced.
CMO Odisha59,791 Aufrufe • vor 2 Jahren