Loading video...

Video Failed to Load

Go Home

୮୦ତମ ସ୍ୱାଧୀନତା ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା:-

24,379 views • 21 days ago •via X (Twitter)

0 Comments

No comments available

Comments from the original post will appear here

Related Videos

ସ୍ୱାଧୀନତା ଦିବସ କେବଳ ଅତୀତର ଗୌରବକୁ ସ୍ମରଣ କରିବାର ଦିନ ନୁହେଁ; ଏହା ଭବିଷ୍ୟତର ଭାରତ ଏବଂ ବିକଶିତ ଓଡ଼ିଶା ଗଢ଼ିବାର ଅଟଳ ସଂକଳ୍ପର ପ୍ରତୀକ। ସ୍ୱାଧୀନତା ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କ ଐତିହାସିକ ଘୋଷଣା ଅନୁଯାୟୀ, ଏବେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ନିଃଶୁଳ୍କ ପାଠ୍ୟପୁସ୍ତକ ପ୍ରଦାନ କରାଯିବ। ସେହିପରି ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ଥିବା ୬ଟି ସୁଯୋଗର ସୀମାକୁ ମଧ୍ୟ ହଟାଇବାକୁ ଘୋଷଣା କରାଯାଇଛି, ଯାହା ଦ୍ୱାରା ସର୍ବୋଚ୍ଚ ବୟସସୀମା ପର୍ଯ୍ୟନ୍ତ ପ୍ରତ୍ୟେକ ଯୋଗ୍ୟ ପ୍ରାର୍ଥୀ ନିରବଛିନ୍ନ ଭାବେ ପରୀକ୍ଷାରେ ଅଂଶଗ୍ରହଣ କରିପାରିବେ । ଶିକ୍ଷାରେ ସମାନ ସୁଯୋଗ, ଯୁବଶକ୍ତି ପାଇଁ ନୂଆ ସମ୍ଭାବନା ଏବଂ ପ୍ରତ୍ୟେକ ପରିବାରର ପ୍ରଗତି ପ୍ରତି ଲୋକଙ୍କ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାର ଏହା ଆଉ ଏକ ମାଇଲଖୁଣ୍ଟ ।

CMO Odisha

20,663 views • 20 days ago