
CMO Odisha
@CMO_Odisha • 1,802,461 subscribers
Office of the Chief Minister, Odisha
Shorts
Videos

୮୦ତମ ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶା ସିଭିଲ୍ ସେବା ପରୀକ୍ଷା (OCS) ପାଇଁ ପୂର୍ବରୁ ଥିବା ୬ ଟି ସୁଯୋଗର ସୀମାକୁ ଉଚ୍ଛେଦ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ବର୍ତ୍ତମାନ ଆଶାୟୀମାନେ ନିଜର ସର୍ବାଧିକ ବୟସସୀମା ପର୍ଯ୍ୟନ୍ତ ଏହି ପରୀକ୍ଷାରେ ଅଂଶଗ୍ରହଣ କରିପାରିବେ। ଏହା ଆମର ସଂକଳ୍ପବଦ୍ଧ ଯୁବବର୍ଗଙ୍କୁ ପ୍ରଶାସନିକ ସେବାରେ ଯୋଗଦେଇ ରାଜ୍ୟର ପ୍ରଗତିରେ ନିଜର ଯୋଗଦାନ ଦେବା ପାଇଁ ଏକ ବ୍ୟାପକ ସୁଯୋଗ ସୃଷ୍ଟି କରିବ।
CMO Odisha67,861 次观看 • 20 天前

Under the visionary leadership of Hon’ble CM Shri Mohan Charan Majhi, Subhadra Yojana is putting financial power in women’s hands, while Lakhpati Didi is turning that power into income, enterprise and leadership. From earning to owning, from support to self-belief, women are stepping up, levelling up and leading the change. Her rise is Odisha’s rise. PMO India
CMO Odisha27,242 次观看 • 10 天前

ସ୍ୱାଧୀନତା ଦିବସ କେବଳ ଅତୀତର ଗୌରବକୁ ସ୍ମରଣ କରିବାର ଦିନ ନୁହେଁ; ଏହା ଭବିଷ୍ୟତର ଭାରତ ଏବଂ ବିକଶିତ ଓଡ଼ିଶା ଗଢ଼ିବାର ଅଟଳ ସଂକଳ୍ପର ପ୍ରତୀକ। ସ୍ୱାଧୀନତା ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କ ଐତିହାସିକ ଘୋଷଣା ଅନୁଯାୟୀ, ଏବେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ନିଃଶୁଳ୍କ ପାଠ୍ୟପୁସ୍ତକ ପ୍ରଦାନ କରାଯିବ। ସେହିପରି ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ଥିବା ୬ଟି ସୁଯୋଗର ସୀମାକୁ ମଧ୍ୟ ହଟାଇବାକୁ ଘୋଷଣା କରାଯାଇଛି, ଯାହା ଦ୍ୱାରା ସର୍ବୋଚ୍ଚ ବୟସସୀମା ପର୍ଯ୍ୟନ୍ତ ପ୍ରତ୍ୟେକ ଯୋଗ୍ୟ ପ୍ରାର୍ଥୀ ନିରବଛିନ୍ନ ଭାବେ ପରୀକ୍ଷାରେ ଅଂଶଗ୍ରହଣ କରିପାରିବେ । ଶିକ୍ଷାରେ ସମାନ ସୁଯୋଗ, ଯୁବଶକ୍ତି ପାଇଁ ନୂଆ ସମ୍ଭାବନା ଏବଂ ପ୍ରତ୍ୟେକ ପରିବାରର ପ୍ରଗତି ପ୍ରତି ଲୋକଙ୍କ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାର ଏହା ଆଉ ଏକ ମାଇଲଖୁଣ୍ଟ ।
CMO Odisha20,663 次观看 • 20 天前

CM Naveen Patnaik has announced a cash award of ₹1.5 Cr for #Odisha’s star Javelin athlete #KishoreKumarJena who has clinched a silver medal at the ongoing #AsianGames at Hangzhou, China. With a personal best of 87.54m, Kishore has also qualified for the Paris Olympics. #OdishaForSports CM has assured all support for Kishore for his Olympics preparation next year. CM said that the cash award is in recognition of his stellar performance, perseverance & determination. Congratulating him, CM said that Kishore’s triumph not only reflects personal excellence but also serves as an inspiration for budding athletes across the country.
CMO Odisha614,406 次观看 • 2 年前

Under the visionary leadership of Hon’ble Chief Minister Shri Mohan Charan Majhi, #Odisha is building a strong and future-ready technology ecosystem driven by innovation, investment and talent. With a focus on advanced manufacturing, semiconductor opportunities, digital infrastructure and skill development, the State is creating new avenues for growth, employment and entrepreneurship. Odisha remains committed to positioning itself as a leading technology and innovation hub, contributing significantly to the vision of a Samruddha Odisha and Viksit Bharat. #2YearsofLokankaSarakar #BikasharaDharaOdishaSara PMO India E&IT Department Odisha
CMO Odisha56,629 次观看 • 2 个月前

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କ ଦୃଢ଼ ନେତୃତ୍ୱରେ ଲୋକଙ୍କ ସରକାରର ୨ ବର୍ଷ ମଧ୍ୟରେ ରାଜ୍ୟର ଯୁବପ୍ରତିଭାଙ୍କ ସଶକ୍ତିକରଣ ଓ କ୍ରୀଡ଼ା ଭିତ୍ତିଭୂମିର ବିକାଶକୁ ଏକ ନୂତନ ଗତି ମିଳିଛି। ସରକାରୀ ନିଯୁକ୍ତି ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଓ ମେଧାକୁ ପ୍ରଶ୍ରୟ ଦେବା ସହିତ ଆଶାୟୀଙ୍କ ପାଇଁ ବୟସ ସୀମାକୁ ୪୨ ବର୍ଷକୁ ସଂପ୍ରସାରିତ କରାଯାଇଛି। ଏଥିସହ ସେମାନଙ୍କୁ ବିଶ୍ୱସ୍ତରୀୟ ଜ୍ଞାନକୌଶଳର ପ୍ରଶିକ୍ଷଣ ଦିଆଯାଉଛି। ସେହିପରି, ତୃଣମୂଳସ୍ତରରୁ କ୍ରୀଡ଼ା ପ୍ରତିଭା ସନ୍ଧାନ ଓ ସେମାନଙ୍କ ଉପଯୁକ୍ତ ବିକାଶ ପାଇଁ ପ୍ରତ୍ୟେକ ଜିଲ୍ଲାରେ 'ଖେଲୋ ଇଣ୍ଡିଆ ସେଣ୍ଟର'ର ସଫଳ ସଞ୍ଚାଳନ ସହ ଅତ୍ୟାଧୁନିକ ଷ୍ଟାଡିୟମ ଓ କ୍ରୀଡ଼ା ଭିତ୍ତିଭୂମିର ବିସ୍ତାର କରାଯାଉଛି। ଆମର କ୍ରୀଡ଼ାବିତ୍ ଓ ଯୁବସମାଜକୁ ସ୍ଥାନୀୟ ଅଞ୍ଚଳରେ ବିଶ୍ୱମାନର ସୁବିଧା ପ୍ରଦାନ କରି ଅନ୍ତର୍ଜାତୀୟସ୍ତରରେ ରାଜ୍ୟର ଗୌରବକୁ ସୁଦୃଢ଼ କରିବା ସହ ଏକ ସମୃଦ୍ଧ, ସଶକ୍ତ ଓ ଆତ୍ମନିର୍ଭର ଓଡ଼ିଶା ଗଠନ ଦିଗରେ ସରକାର ଦୃଢ଼ ସଂକଳ୍ପବଦ୍ଧ। PMO India #2YearsofLokankaSarakar #2YearsofJubaSamruddhi
CMO Odisha52,874 次观看 • 2 个月前

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କ ଦୂରଦର୍ଶୀ ନେତୃତ୍ୱରେ ବିଗତ ଦୁଇ ବର୍ଷ ମଧ୍ୟରେ ଓଡ଼ିଶା ପ୍ରଶାସନିକ ସ୍ୱଚ୍ଛତା ଓ ସାମଗ୍ରିକ ବିକାଶର ଏକ ନୂତନ ଅଧ୍ୟାୟ ରଚନା କରିଛି। ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ନୀତି ଓ ନିରନ୍ତର ପ୍ରୟାସ ଫଳରେ ସ୍ୱାସ୍ଥ୍ୟ, ଆବାସ ଏବଂ ସାମାଜିକ ସୁରକ୍ଷା କ୍ଷେତ୍ରରେ ବ୍ୟାପକ ସଂସ୍କାର ଅଣାଯାଇ ପ୍ରକୃତ ହିତାଧିକାରୀଙ୍କୁ ସଶକ୍ତ କରାଯାଇପାରିଛି। ସାର୍ବଜନୀନ ଚିକିତ୍ସା ସୁବିଧା, ପକ୍କା ଗୃହ ନିର୍ମାଣ ଏବଂ ସାମାଜିକ ସୁରକ୍ଷା ଭତ୍ତାର ସୁଦୃଢ଼ୀକରଣ ମାଧ୍ୟମରେ ସମାଜର ଅବହେଳିତ ଓ ଗରିବ ଶ୍ରେଣୀର ନାଗରିକମାନଙ୍କ ଜୀବନଧାରଣର ମାନରେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହୋଇଛି। ସରକାରଙ୍କ ପ୍ରତି ଜନସାଧାରଣଙ୍କ ଏହି ଅକୁଣ୍ଠ ଆସ୍ଥା ଓ ଆଶୀର୍ବାଦ 'ସୁସ୍ଥ ଓଡ଼ିଶା - ସମୃଦ୍ଧ ଓଡ଼ିଶା'ର ସଂକଳ୍ପକୁ ସିଦ୍ଧି ଆଡ଼କୁ ଅଗ୍ରସର କରୁଛି। #2YearsofLokankaSarakar #BikasharaDharaOdishaSara #2YearsofSwasthyaSurakhya
CMO Odisha52,355 次观看 • 2 个月前

With a 575-km coastline, #Odisha is reinforcing coastal security through advanced maritime technologies and a robust Coastal Security Wing comprising over 1,200 well-trained Marine Police personnel. Strengthened surveillance, seamless inter-agency coordination and a future-ready security framework are ensuring our coastline remains secure while supporting Odisha's vision of a resilient Blue Economy. #MaritimeSecurity #CoastalSecurity
CMO Odisha31,197 次观看 • 2 个月前

ଶିକ୍ଷା ହେଉଛି ସମୃଦ୍ଧ ଓଡ଼ିଶାର ସବୁଠୁ ବଡ଼ ଶକ୍ତି। ସେହି ବିଶ୍ୱାସକୁ ପାଥେୟ କରି ଲୋକଙ୍କ ସରକାର ଆରମ୍ଭ କରିଛନ୍ତି “ଜ୍ଞାନୋଦୟ – ଶିକ୍ଷାରୁ ସମୃଦ୍ଧି” ଯୋଜନା। ଯୋଗ୍ୟ ସରକାରୀ ଓ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନରେ କେ.ଜି.ରୁ ପି.ଜି. ପର୍ଯ୍ୟନ୍ତ ଦେୟମୁକ୍ତ ଶିକ୍ଷା ସୁନିଶ୍ଚିତ ହେବା ସହିତ ପ୍ରତ୍ୟେକ ମେଧାବୀ ଛାତ୍ରଛାତ୍ରୀଙ୍କ ସ୍ବପ୍ନ ହେବ ସାକାର । ପ୍ରତିବର୍ଷ ୩୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି ଯୋଜନାରେ ଉପକୃତ ହେବେ। ଜ୍ଞାନର ଶକ୍ତିରେ ସଶକ୍ତ ଯୁବପିଢ଼ି ଗଢ଼ି, ସମୃଦ୍ଧ ଓଡ଼ିଶା ନିର୍ମାଣ ଦିଗରେ ଏହା ଏକ ଐତିହାସିକ ପଦକ୍ଷେପ ହେବ ।
CMO Odisha24,955 次观看 • 2 个月前

ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଆମ ଓଡ଼ିଆ ଅସ୍ମିତାର ପ୍ରାଣବିନ୍ଦୁ ତଥା ଆମ ସାଂସ୍କୃତିକ ସ୍ୱାଭିମାନର ମହାନ ପ୍ରତୀକ। ଶ୍ରୀଜଗନ୍ନାଥ ସଂସ୍କୃତି ହେଉଛି ମାନବବାଦ, ସମାନତା ଓ ବିଶ୍ୱ ଭାତୃଭାବର ଏକ ଅନନ୍ୟ ଜୀବନ୍ତ ଦର୍ଶନ। ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରାର ଆଧ୍ୟାତ୍ମିକ ଓ ସାମାଜିକ ଗୁରୁତ୍ୱ ଅତି ବ୍ୟାପକ। ପବିତ୍ର ରଥଯାତ୍ରାର ଏହି ଅନନ୍ୟ ଅବସରରେ ସମସ୍ତ ଓଡ଼ିଶାବାସୀ ଏବଂ ବିଶ୍ୱବ୍ୟାପୀ ଶ୍ରଦ୍ଧାଳୁଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।
CMO Odisha20,316 次观看 • 1 个月前

ତ୍ରିରଙ୍ଗା ଜାତୀୟ ଚେତନା, କର୍ତ୍ତବ୍ୟବୋଧ ଓ ଆତ୍ମଗୌରବର ଅମର ପ୍ରତୀକ । ତ୍ରିରଙ୍ଗାର କେଶରୀ ରଙ୍ଗ ସାହସ ଓ ତ୍ୟାଗ, ଶ୍ୱେତ ରଙ୍ଗ ଶାନ୍ତି ଓ ସତ୍ୟ, ସବୁଜ ରଙ୍ଗ ସମୃଦ୍ଧି ଏବଂ ମଝିରେ ଥିବା ଅଶୋକ ଚକ୍ର ନିରନ୍ତର କର୍ତ୍ତବ୍ୟପଥରେ ଆଗେଇ ଚାଲିବାର ଶିକ୍ଷା ଦିଏ । ତ୍ରିରଙ୍ଗାର ଏହି ଆଦର୍ଶ ଓ ମୂଲ୍ୟବୋଧକୁ ପାଥେୟ କରି ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶା ଗଠନର ସଂକଳ୍ପକୁ ଆହୁରି ଦୃଢ଼ କରିବା।
CMO Odisha10,687 次观看 • 24 天前

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କ ନେତୃତ୍ୱରେ ସମୃଦ୍ଧ ଓଡ଼ିଶା ଦିଗରେ ଆଉ ଏକ ଐତିହାସିକ ପଦକ୍ଷେପ । କେନ୍ଦ୍ର ସରକାରଙ୍କ ସିଟି ଇକୋନୋମିକ୍ ରିଜିଅନ୍ (CER) ଯୋଜନାର ପ୍ରଥମ ପର୍ଯ୍ୟାୟରେ ଦେଶର ମାତ୍ର ୪ଟି ପାଇଲଟ୍ ଅର୍ଥନୈତିକ ଅଞ୍ଚଳ ମଧ୍ୟରେ ସ୍ଥାନ ପାଇଛି ଭୁବନେଶ୍ୱର–କଟକ–ପୁରୀ–ପାରାଦ୍ୱୀପ ଇକୋନୋମିକ୍ ରିଜିଅନ୍ । ଏହି ଅଞ୍ଚଳ ବିନିଯୋଗ, ଶିଳ୍ପ, ପର୍ଯ୍ୟଟନ, ଲଜିଷ୍ଟିକ୍ସ, ବନ୍ଦରଭିତ୍ତିକ ଶିଳ୍ପ, ଜ୍ଞାନଭିତ୍ତିକ ଅର୍ଥନୀତି ଓ ବ୍ୟାପକ ନିଯୁକ୍ତି ସୃଷ୍ଟିର ନୂଆ କେନ୍ଦ୍ରବିନ୍ଦୁ ପାଲଟିବ । ଓଡ଼ିଶା ଭିଜନ ୨୦୩୬ ଓ ବିକଶିତ ଭାରତ ୨୦୪୭ର ଲକ୍ଷ୍ୟ ପୂରଣରେ ଏହା ହେବ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ।
CMO Odisha12,901 次观看 • 1 个月前