
Chief Electoral Officer, Odisha
@OdishaCeo • 26,128 subscribers
ମୁଖ୍ୟ ନିର୍ବାଚନ ଅଧିକାରୀ ଓଡି଼ଶା || Promoting electoral participation through inclusive electoral rolls; and accessible, free, fair and transparent elections ||
Videos

Avail the online Enumeration Form facility under #SIR2026 and complete your electoral verification with ease, anytime and from anywhere. With simple step-by-step guidance, electors can conveniently verify and update their details online, making participation in the electoral roll revision process faster, smoother, and more accessible. Every accurate update strengthens the quality, inclusiveness, and integrity of the electoral roll. Be a part of the digital journey towards a cleaner and more accurate voter database. Election Commission of India PIB India I & PR Department, Odisha Doordarshan National दूरदर्शन नेशनल DD ODIA MyGov Odia #ElectionCommission #ElectoralRollRevision #OnlineEnumeration #DigitalParticipation #VoterAwareness #Odisha #SIR2026Odisha
Chief Electoral Officer, Odisha12,024 Aufrufe • vor 3 Monaten

ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପୂର୍ବରୁ ଅତ୍ୟାବଶ୍ୟକ ଭୋଟର ମ୍ୟାପିଂ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରିବାପାଇଁ ଏକ ସୂଚନାତ୍ମକ ଭିଡିଓ ପ୍ରସ୍ତୁତ କରାଯାଇଛି ! ଦୟାକରି ସମୟ ବାହାର କରି ଏହି ଭିଡିଓଟି ଦେଖନ୍ତୁ ଏବଂ ସ୍ୱତନ୍ତ୍ର ସଘନ ସଂଶୋଧନ ସମୟରେ ନିଜକୁ ଅତ୍ୟଧିକ ପ୍ରକ୍ରିୟାକରଣରୁ ବଞ୍ଚିତ ରଖିବପାଇଁ, ମ୍ୟାପିଂ ପ୍ରକ୍ରିୟାକୁ ଯଥାଶୀଘ୍ର ସମାପ୍ତ କରନ୍ତୁ । Election Commission of India PIB India I & PR Department, Odisha Doordarshan National दूरदर्शन नेशनल DD ODIA #ECI #CEOOdisha #SIR #VoterMapping #SIRMapping #Odisha
Chief Electoral Officer, Odisha12,753 Aufrufe • vor 7 Monaten

ଭୋଟର ତାଲିକାରେ ନାମ ସୁନିଶ୍ଚିତ କରିବା ପାଇଁ - ଏକ ତୁରନ୍ତ ସମାଧାନ! ➡️ଏହି ଭିଡିଓରେ ବର୍ଣ୍ଣିତ ପଦକ୍ଷେପ ଗୁଡ଼ିକୁ ଅନୁସରଣ କରନ୍ତୁ ➡️ ବୁଥ୍ ସ୍ତରୀୟ ଅଧିକାରୀଙ୍କ ସହ ଯୋଗା-ଯୋଗ କରନ୍ତୁ ➡️ମ୍ୟାପିଂ ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ ଆଗାମୀ ସ୍ୱତନ୍ତ୍ର ସଘନ ସଂଶୋଧନ(SIR) ସମୟରେ ନିଜକୁ ଅତ୍ୟଧିକ ପ୍ରକ୍ରିୟାକରଣରୁ ଦୁରେଇ ମଧ୍ୟ ରଖନ୍ତୁ । Election Commission of India PIB India I & PR Department, Odisha Doordarshan National दूरदर्शन नेशनल DD ODIA #ECI #CEOOdisha #SIR #VoterMapping #SIRMapping #Odisha
Chief Electoral Officer, Odisha11,131 Aufrufe • vor 7 Monaten

କ'ଣ ଆପଣ ଜାଣନ୍ତି, ନୂଆ ଭୋଟର୍ ଭାବେ କିପରି ନିଜ ନାଁ ଭୋଟର ତାଲିକାରେ ପଞ୍ଜୀକୃତ କରିବା? ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପ୍ରକ୍ରିୟାରେ ଅନଲାଇନରେ VHA ଆପ୍ ଡାଉନଲୋଡ୍ କରନ୍ତୁ ଆଉ ସହଜରେ ଘରେ ବସି ନିଜ ଭୋଟର ପରିଚୟପତ୍ର ପାଆନ୍ତୁ। ନାଁ ପଞ୍ଜିକରଣ ପ୍ରକ୍ରିୟା ଜାଣିବା ପାଇଁ ଭିଡିଓ ଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ Election Commission of India I & PR Department, Odisha
Chief Electoral Officer, Odisha30,808 Aufrufe • vor 2 Jahren

ବୁଥ୍ ସ୍ତରୀୟ ଅଧିକାରୀ ମାନେ ହେଉଛନ୍ତି ଆମ ଗଣତନ୍ତ୍ରର ସଜାଗ ପ୍ରହରୀ l ଆସନ୍ତୁ ଆଜି ଦେଖିବା ନିମ୍ନ ଭିଡ଼ିଓରେ ଆମ ମିତା ଦିଦି ବୁଥ୍ ସ୍ତରୀୟ ଅଧିକାରୀଙ୍କ ବିଭିନ୍ନ କାର୍ଯ୍ୟ ସମ୍ପର୍କରେ କଣ କହୁଛନ୍ତି l💁♀️ #ChunavKaParv #DeshKaGarv #IVoteForSure #SGE2024 Spokesperson ECI Election Commission of India I & PR Department, Odisha All India Radio News
Chief Electoral Officer, Odisha21,520 Aufrufe • vor 2 Jahren

ଟୋଲ-ଫ୍ରି ଭୋଟର ହେଲ୍ପଲାଇନ୍ ନମ୍ବର- ୧୯୫୦, ଯେଉଁଠାରେ ଆପଣ କଲ୍ କରି ଫର୍ମ ପୂରଣ ସମ୍ପର୍କିତ କୌଣସି ସମସ୍ୟାର ସମାଧାନ କରିପାରିବେ, ଆବେଦନର ସ୍ଥିତି ଜାଣିପାରିବେ ଏବଂ ଏକ ସଚେତନ ମତଦାତା ହେବାପାଇଁ ସୂଚନା ଗୁଡ଼ିକ ପାଇପାରିବେ । Election Commission of India PIB India I & PR Department, Odisha Doordarshan National दूरदर्शन नेशनल DD ODIA #Voterhelplinenumber1950
Chief Electoral Officer, Odisha10,288 Aufrufe • vor 1 Jahr

ନୂତନ ଭୋଟରଙ୍କ ପାଇଁ ଏବେ ସୁବର୍ଣ୍ଣ ସୁଯୋଗ l🙌ଆଗାମୀ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ 🗳️ ନିଜ ନାମ ଭୋଟର ତାଲିକାରେ ନିଶ୍ଚିତ ପଞ୍ଜିକରଣ କରାନ୍ତୁ ଓ ଦେଶ ଗଠନରେ 🇮🇳 ଭାଗିଦାର ହୁଅନ୍ତୁ 👫👭👬🧑🤝🧑👨🦼👩🦽 ଯୁବାବର୍ଗଙ୍କ ମତ.. କରେ ଗଣତନ୍ତ୍ରକୁ ସଶକ୍ତ l👆 Election Commission of India Spokesperson ECI Doordarshan National दूरदर्शन नेशनल I & PR Department, Odisha
Chief Electoral Officer, Odisha13,523 Aufrufe • vor 1 Jahr

ପ୍ରଥମ ଥର ଭୋଟରଙ୍କ ପାଇଁ ଏକ ବଢିଆ ସୁଯୋଗ🎊 l ରୀଲ କମ୍ପିଟିସନ ରେ ଭାଗ ନିଅନ୍ତୁ 🕺🏻💃🏻ଓ ପ୍ରି-ପେଡ ଭାଉଚର ଜିତନ୍ତୁ l ଯଦି ଆପଣଙ୍କ ଜନ୍ମ ତାରିଖ 01-01-2006 ରୁ 01-01-2007 ମଧ୍ୟରେ ତେବେ ଆଜି ହିଁ ଦିଆ ଯାଇଥିବା ଡାଇଲଗରେ ଏକ ରୀଲ 🤳🏻 କରି ନିଜ ଜିଲ୍ଲା ଅଧିକାରୀ ଓ CEO ଓଡିଶାଙ୍କୁ tag କରି ସୋସିଆଲ ମିଡ଼ିଆରେ ଅପଲୋଡ କରନ୍ତୁ l✅
Chief Electoral Officer, Odisha11,934 Aufrufe • vor 2 Jahren

Have you filled up #DeshKaForm yet? Don't just be a spectator, be a participant! Fill #DeshKaForm and get yourself registered to #vote in the upcoming elections 2024 and contribute to nation building ! #MainBhiVoter #deshkaform #NothingLikeVoting #IVoteforSure #SSR2024
Chief Electoral Officer, Odisha13,282 Aufrufe • vor 2 Jahren

ଦିବ୍ୟାଙ୍ଗ ଓ ବରିଷ୍ଠ ନଗରିକ ମାନଙ୍କ ମତଦାନକୁ ସୁଗମ ଓ ସହଜ କରିବା ପାଇଁ ହୋମ ଭୋଟିଂର ବ୍ୟବସ୍ଥା ରହିଛି l👩🦽🧑🦯🧓👴 ଅଧିକ ଜାଣିବା ପାଇଁ ନିମ୍ନ ଭିଡ଼ିଓଟିକୁ ଦେଖନ୍ତୁ l Election Commission of India Spokesperson ECI DD News PIB India I & PR Department, Odisha All India Radio News
Chief Electoral Officer, Odisha11,953 Aufrufe • vor 2 Jahren
Keine weiteren Inhalte verfügbar