Anushree Mohanty's banner
Anushree Mohanty's profile picture

Anushree Mohanty

@Anu_mohanty7927,471 subscribers

social worker

Shorts

ପ୍ରକୃତରେ ମଣିଷ କେଡେ ସ୍ୱାର୍ଥପର । ଏ ବୟସରେ ଯିଏ ସେବା ପାଇବା କଥା , ଆଜି ଥର ଥର ପାଦ ରେ ଆସିଛନ୍ତି ଭୋଟ ଭିକ୍ଷା କରିବାକୁ । ସେ ହୁଏତ ନିଜେ ବି ଜାଣି ନ ଥିବେ ଆସିଛନ୍ତି କୁଆଡେ !! ତାଙ୍କୁ ଆଣି ଖରା ରେ ଖଟାଉଚି ବିଜେଡି । ଛି ... କ୍ଷମତା ପାଇଁ ପାଗଳ ବିଜେଡି । ହାର ଜିତ୍ ଲାଗି ରହିବ କିନ୍ତୁ ନିଜର ମାନବିକତା ଓ ମାନସିକତା ବଦଳିବା ଦରକାର !! BJP Odisha Biju Janata Dal Naveen Patnaik

24,769 просмотров

+2 ପ୍ରଥମ ବର୍ଷର ଛାତ୍ରୀ କଲେଜ୍ ଯାଇ ନିଖୋଜ ହେଲେ । ଆଉ ହାତ, ଗୋଡ଼, ମୁହଁ ବନ୍ଧା ହେଇ ମିଳିଲେ ସାଲେପୁର କଲେଜ୍ ଠୁ 500 ମିଟର ଦୁର ଚିତ୍ରୋତ୍ପଳା ନଦୀ ପଠାରେ ଥିବା ଆବର୍ଜନା କୁଣ୍ଡ ଭିତରୁ । ଏହା ହେଉଛି ଓଡ଼ିଶା ବିକାଶର ନଗ୍ନ ଚିତ୍ର । କେତେ ସୁରକ୍ଷିତ ଆମ ଝିଅ ?ନବୀନ ବାବୁ ଏ ବିଷୟ ରେ ଜାଣିଛନ୍ତି ତ ? ନା କେବଳ ଆୱାର୍ଡ଼ ପାଇ ଖୁସି ?

16,754 просмотров

Videos

Больше нет контента для загрузки