
Bibhuti Bhusan Mohapatra ବିଭୁତି ଭୂଷଣ ମହାପାତ୍ର
@bibhuti_odisha_ • 3,396 subscribers
State President @nsui Odisha . Spokesperson @INCOdisha . Convenor, Students’ Against Corruption. President, The Green Team Odisha .
Videos

KIIT ମାଲିକ Achyuta Samanta ଙ୍କ ପୋଷା ଗୁଣ୍ଡା ମାନେ କିଭଳି ନେପାଳୀ ଛାତ୍ର ମାନଙ୍କୁ ମାଡ ମାରୁଛନ୍ତି ଦେଖନ୍ତୁ। ଏମାନେ ଶିକ୍ଷାବିତ୍ ନା ଶିକ୍ଷା ମାଫିଆ ? ସାରା ବିଶ୍ୱରେ ଓଡିଶାର ନାଁ ତଳେ ପକାଇ ଓଡ଼ିଆଙ୍କୁ ଲଜ୍ଜିତ କରିଥିବା #AchyutaSamanta ଓ #KIIT ଉପରେ ସରକାର କଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ଦେଖିବା। CMO Odisha
Bibhuti Bhusan Mohapatra ବିଭୁତି ଭୂଷଣ ମହାପାତ୍ର37,991 görüntüleme • 1 yıl önce

ଇଂରେଜଙ୍କୁ ବିଦା କଲୁ ହେଲେ ତାଙ୍କ ଜାଅଁଳ (RSS/BJP) ରହିଗଲେ। ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ ସରକାରଙ୍କ ନିକଟକୁ ବିରୋଧୀ ବିରୋଧ କରିବାକୁ ଆସିଲେ ତାଙ୍କ ଗୋଡ ବାଡେଇ ଭାଙ୍ଗି ଦେବାକୁ ବରିଷ୍ଠ ପୋଲିସ ଅଧିକାରୀ ନିର୍ଦେଶ ଦେଉଛନ୍ତି। ଗୋଡ ଭାଙ୍ଗିଲେ ପୁରସ୍କାର ଦେବେ ବୋଲି ମଧ୍ୟ କହୁଛନ୍ତି। କି କାର୍ଯ୍ୟାନୁଷ୍ଠାନ ନେବ CMO Odisha?
Bibhuti Bhusan Mohapatra ବିଭୁତି ଭୂଷଣ ମହାପାତ୍ର14,980 görüntüleme • 1 yıl önce

‘ନିଯୁକ୍ତି ବୟସ ସୀମା ବୃଦ୍ଧି’ ଏ ବିଜୟ କେବଳ ମୋର ନୁହେଁ କି #StudentsAgainstCurruption ର ନୁହେଁ। ଏ ବିଜୟ ଲକ୍ଷ ଲକ୍ଷ ମେଧାବୀଙ୍କର, ଯେଉଁମାନେ ଖଣ୍ଡେ ସରକାରୀ ଚାକିରୀ ପାଇଁ ଦିନରାତି ଏକ୍ କରି ପରିଶ୍ରମ କରୁଛନ୍ତି। ଏ ହକ୍ ର ଲଢେଇରେ ସାଥ୍ ଦେଇଥିବା ହଜାର ହଜାର ସଂଗ୍ରାମୀ ଭାଇ ମାନଙ୍କୁ କ୍ରାନ୍ତିକାରୀ ସଲାମ୍। CMO Odisha
Bibhuti Bhusan Mohapatra ବିଭୁତି ଭୂଷଣ ମହାପାତ୍ର15,290 görüntüleme • 1 yıl önce

AEE ନିଯୁକ୍ତି ପ୍ରସଙ୍ଗରେ ସରକାରରେ ଆସିବା ଆଗରୁ GATE ବିପକ୍ଷରେ ବିଧାନସଭାରେ ପ୍ରସଙ୍ଗ ଓ ସରକାର ଆସିବା ପରେ GATE ସପକ୍ଷରେ ସୁପ୍ରିମକୋର୍ଟ ଯିବା BJP Odisha ର ଦୋମୁହାଁ ନୀତି। ସରକାରଙ୍କ ସଚିବ ପ୍ରୀତି ପାଇଁ ୩୦ହଜାରରୁ ଉର୍ଦ୍ଧ ଇଂଜିନିୟରଙ୍କ ଭବିଷ୍ୟତ ବିପଦରେ। OPSC ର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ। CMO Odisha Anu Garg
Bibhuti Bhusan Mohapatra ବିଭୁତି ଭୂଷଣ ମହାପାତ୍ର10,914 görüntüleme • 1 yıl önce

ନିଯୁକ୍ତିରେ ଦୁର୍ନୀତି ଓ ଅନିୟମିତତାର ପ୍ରମାଣ ମିଳିବା ପରେ RI ପରୀକ୍ଷା ବାତିଲ ଓ OSSSC ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ କଟକ ନେତାଜୀ ବସ ଟର୍ମିନାଲ ଲାଇବ୍ରେରୀରୁ ଶହଶହ ଛାତ୍ରଛାତ୍ରୀ ପଦଯାତ୍ରାରେ ଯାଇ ଜିଲ୍ଲାପାଳଙ୍କ ଅଫିସରେ ପହଁଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଥିଲୁ। #StudentsAgainstCorruption
Bibhuti Bhusan Mohapatra ବିଭୁତି ଭୂଷଣ ମହାପାତ୍ର15,238 görüntüleme • 1 yıl önce
Daha fazla içerik yok.