
CMO Odisha
@CMO_Odisha • 1,748,378 subscribers
Office of the Chief Minister, Odisha
Shorts
Videos

CM Naveen Patnaik has announced a cash award of ₹1.5 Cr for #Odisha’s star Javelin athlete #KishoreKumarJena who has clinched a silver medal at the ongoing #AsianGames at Hangzhou, China. With a personal best of 87.54m, Kishore has also qualified for the Paris Olympics. #OdishaForSports CM has assured all support for Kishore for his Olympics preparation next year. CM said that the cash award is in recognition of his stellar performance, perseverance & determination. Congratulating him, CM said that Kishore’s triumph not only reflects personal excellence but also serves as an inspiration for budding athletes across the country.
CMO Odisha614,349 просмотров • 2 лет назад

‘ଓଡ଼ିଆ ପକ୍ଷ’ କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ପ୍ରତ୍ୟେକ ଓଡ଼ିଆଙ୍କ ସ୍ୱାଭିମାନ ଓ ସଂକଳ୍ପର ପ୍ରତୀକ। ଆମର ସମୃଦ୍ଧ କଳା, ସାହିତ୍ୟ ଏବଂ ଐତିହ୍ୟକୁ ଆଗାମୀ ପିଢ଼ି ପାଖରେ ପହଞ୍ଚାଇବା ସହ ଓଡ଼ିଆ ଅସ୍ମିତାକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଆସନ୍ତୁ, ଆମେ ସମସ୍ତେ ମିଳିତ ଭାବେ ଏହି ଗଣ-ଉତ୍ସବରେ ସାମିଲ ହୋଇ ‘ସମୃଦ୍ଧ ଓଡ଼ିଶା’ ଗଠନ ଦିଗରେ ନିଜକୁ ସମର୍ପିତ କରିବା। #OdiaPakhya2026 #ଓଡ଼ିଆପକ୍ଷ୨୦୨୬
CMO Odisha21,000 просмотров • 2 месяцев назад

ଆର୍ଥିକ ବର୍ଷ ୨୦୨୬-୨୭ ବଜେଟ୍କୁ ନେଇ ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ଚାଷୀ, ଶ୍ରମିକ, ମହିଳା ଏବଂ ଯୁବପିଢ଼ିଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହୋଇଥିବା ଏହି 'ଲୋକାଭିମୁଖୀ ବଜେଟ୍' ଉପରେ ସମାଜର ବିଭିନ୍ନ ସ୍ତରରୁ ମତାମତ ସଂଗ୍ରହ କରାଯାଇଛି। କେହି ଏହାକୁ ବିକାଶର ନୂଆ ଦିଗନ୍ତ କହୁଥିବାବେଳେ, କେହି ଏହାକୁ ସାଧାରଣ ଜନତାଙ୍କ ବଜେଟ୍ ଭାବେ ଅଭିହିତ କରିଛନ୍ତି। ଆସନ୍ତୁ ଜାଣିବା ଏହି ବଜେଟ୍ ସମ୍ପର୍କରେ କ’ଣ କହୁଛନ୍ତି ଆମ ରାଜ୍ୟବାସୀ। #OdishaBudget2026 #SamruddhaOdishaBudget
CMO Odisha20,547 просмотров • 3 месяцев назад

ସୁସ୍ଥ ଓଡ଼ିଶା, ବିକଶିତ ଓଡ଼ିଶା ଗଠନ ଦିଗରେ ଲୋକଙ୍କ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ସମସ୍ତ ଓଡ଼ିଶାବାସୀଙ୍କୁ ଗୁଣାତ୍ମକ ସ୍ବାସ୍ଥ୍ୟସେବା ପ୍ରଦାନ କରିବା ସରକାରଙ୍କ ପ୍ରାଥମିକତା। ସୁସ୍ଥ ନାଗରିକ ହେଉଛନ୍ତି ବିକଶିତ ଓଡ଼ିଶାର ଭିତ୍ତି । ବଜେଟ୍ ମାଧ୍ୟମରେ ସ୍ବାସ୍ଥ୍ୟସେବାକୁ ଲୋକଙ୍କ ପାଖରେ ପହଞ୍ଚାଇ, ଏକ ସୁରକ୍ଷିତ, ସୁସ୍ଥ ଓ ସଶକ୍ତ ଓଡ଼ିଶା ଗଢ଼ିବା ଦିଗରେ ଦୃଢ଼ ପଦକ୍ଷେପ ନେଉଛନ୍ତି ଲୋକଙ୍କ ସରକାର। #OdishaBudget2026 #SamruddhaOdishaBudget
CMO Odisha18,817 просмотров • 3 месяцев назад

ଓଡ଼ିଶାର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ଆତ୍ମରକ୍ଷା ଓ ସଶକ୍ତିକରଣ ପାଇଁ ଲୋକଙ୍କ ସରକାରଙ୍କ ଐତିହାସିକ ପଦକ୍ଷେପ "ଶକ୍ତିଶ୍ରୀ" । ଛାତ୍ରୀମାନଙ୍କ ସୁରକ୍ଷା ଏବଂ ନିରାପତ୍ତାକୁ ଦୃଷ୍ଟିରେ ରଖି ଏକ ସୁରକ୍ଷିତ ତଥା ସମତାମୂଳକ ପରିବେଶ ଗଠନ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବା ସହ ଛାତ୍ରୀମାନଙ୍କ ମାନସିକ, ଶାରୀରିକ, ଆଇନଗତ ଓ ଡିଜିଟାଲ୍ ସୁରକ୍ଷାକୁ ଗୁରୁତ୍ୱ ଦେବା ସହ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକରେ ଅଧିକ ସୁରକ୍ଷିତ ପରିବେଶ ସୃଷ୍ଟି କରିବ "ଶକ୍ତିଶ୍ରୀ"। #Shaktishree Higher Education Department, Govt. of Odisha 🇮🇳
CMO Odisha44,392 просмотров • 10 месяцев назад

Brightest stars from music & entertainment industry are ready to wow audience at #HockeyWorldCup2023 Celebrations at historic Barabati Stadium in #Cuttack. Let's celebrate #Hockey as the star-studded extravaganza is all set to kick off from Silver City. #HockeyComesHome #HWC2023
CMO Odisha120,381 просмотров • 3 лет назад

ଇଂରାଜୀ ନବବର୍ଷ ୨୦୨୫ ଉପଲକ୍ଷେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଶୁଭେଚ୍ଛା ବାର୍ତ୍ତା:
CMO Odisha38,807 просмотров • 1 год назад

ସମ୍ବଲ୍ପୁରୀ ଦିନ୍ ଉପଲକ୍ଷେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଶୁଭେଚ୍ଛା ବାର୍ତ୍ତା:
CMO Odisha46,757 просмотров • 1 год назад

Various Service Associations met #5T & #NabinaOdisha Chairman, Shri VK Pandian at Naveen Niwas and wished him for his new role. Shri Pandian thanked the association members and sought their cooperation for welfare of people of #Odisha. He said the Govt machinery under leadership of HCM Naveen Patnaik is committed to bring real transformation in the life of every individual. Expressing delight, members of the Service Associations praised Shri Pandian for spearheading the transformation of the State by realising the vision of CM Shri Naveen Patnaik. They exuded confidence that the transformation of new #Odisha will now be even more pronounced.
CMO Odisha59,791 просмотров • 2 лет назад

କଟକ ନେତାଜୀ ବସ୍ ଟର୍ମିନାଲରେ ଯାତ୍ରୀଙ୍କ ପାଇଁ ଉପଲବ୍ଧ ହେଉଛି ଆନ୍ତର୍ଜାତିକସ୍ତରର ସୁବିଧା। #5T ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି. କେ ପାଣ୍ଡିଆନ କଟକ ନେତାଜୀ ବସ୍ ଟର୍ମିନାଲ ପରିଦର୍ଶନ କରି ଯାତ୍ରୀ ସେବା ସମ୍ପର୍କରେ ଲୋକଙ୍କ ସହ କଥା ହୋଇଛନ୍ତି। ଲୋକଙ୍କ ସୁବିଧାକୁ ପ୍ରାଥମିକତା ଦେଇ ବସ୍ ଟର୍ମିନାଲରେ ସମସ୍ତ ବ୍ୟବସ୍ଥା ହୋଇଥିବାରୁ ଖୁସି ପ୍ରକାଶ କରିଛନ୍ତି ରାଜ୍ୟର କୋଣଅନୁକୋଣରୁ ଆସୁଥିବା ଯାତ୍ରୀ। #NetajiBusTerminal
CMO Odisha56,082 просмотров • 2 лет назад

Internationally renowned chef, entrepreneur and writer Vikas Khanna spoke with CM Naveen Patnaik through video conferencing. Mr. Khanna recently installed a replica of the famous #KonarkTemple wheel in New York City's Times Square on the occasion of India’s 77th #IndependenceDay. During the discussion, Mr. Khanna praised #Odisha's art, architecture, culture, heritage and food traditions. The celebrity chef disclosed about his pleasant spiritual experience during his visit to Shri Jagannath Temple in #Puri. Stating that #Odisha is rapidly developing, Mr. Khanna praised CM's strong & visionary leadership, and his humanistic thinking. He opined that the #KonarkTemple wheel is a symbol of universal unity. CM also appreciated Mr. Khanna's creativity & entrepreneurial spirit, and invited him to visit #Odisha.
CMO Odisha55,569 просмотров • 2 лет назад

ସ୍ବାଧୀନତାର ୭୭ତମ ବର୍ଷପୂର୍ତ୍ତି ପାଳନ ଅବସରରେ ସମଗ୍ର ଦେଶରେ "ହର୍ ଘର୍ ତିରଙ୍ଗା" ଅଭିଯାନ ଆରମ୍ଭ ହୋଇଥିବା ପରିପ୍ରେକ୍ଷୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସମସ୍ତ ଓଡ଼ିଶାବାସୀଙ୍କୁ ଏହି ଅଭିଯାନରେ ଯୋଗ ଦେବା ପାଇଁ ଅନୁରୋଧ କରିଛନ୍ତି। ସମସ୍ତେ ନିଜ ଘରେ ଜାତୀୟ ପତାକା ଉତ୍ତୋଳନ କରନ୍ତୁ ଏବଂ ଏହାର ସେଲ୍ଫି ଉଠାଇ ହରଘର ତିରଙ୍ଗା ପୋର୍ଟାଲ୍ରେ ଅପଲୋଡ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। #ବିକଶିତଓଡ଼ିଶା #HarGharTiranga
CMO Odisha39,797 просмотров • 1 год назад

ପ୍ରସ୍ତୁତ ହେଉଛି ଅତ୍ୟାଧୁନିକ ବରମୁଣ୍ଡା ଆନ୍ତଃରାଜ୍ୟ ବସ୍ ଟର୍ମିନାଲ। ପ୍ରକଳ୍ପର ୮୫% କାମ ଶେଷ ହୋଇଥିବା ବେଳେ ଜୁଲାଇ ସୁଦ୍ଧା ସମସ୍ତ କାର୍ଯ୍ୟ ସାରିବାକୁ #5T ସଚିବ ନିର୍ଦ୍ଦେଶ ଦେଇଛନ୍ତି। ୧୧ ଏକର ପରିମିତ ଅଞ୍ଚଳରେ ହେଉଥିବା ଏହି ବସ୍ ଟର୍ମିନାଲ ରାଜ୍ୟର ଗମନାଗମନ କ୍ଷେତ୍ରରେ ଗ୍ରହଣ କରିବ ବଡ଼ ଗୁରୁତ୍ୱପୂର୍ଣ୍ଣ ଭୂମିକା। #Odisha
CMO Odisha56,722 просмотров • 3 лет назад

#Odisha’s constant endeavour has been to improve the lives of the people. CM Naveen Patnaik has approved the detailed project report (DPR) for the Bhubaneswar Metro Rail Project to be launched under #5T initiative. The first-of-its-kind State Govt-funded metro rail project in the country will be another foundation stone for #NewOdisha.
CMO Odisha51,632 просмотров • 2 лет назад

ଲୋକଙ୍କ ଅଭିଯୋଗର ହେବ ତ୍ୱରିତ ସମାଧାନ, 'ମୋ ସରକାର' ଅଧୀନରେ ହେବ ଅଭିଯୋଗ ପ୍ରଶମନ। ବର୍ତ୍ତମାନସୁଦ୍ଧା ୨୦ଟି ଜିଲ୍ଲାରୁ ପାଖାପାଖି ୧୮,୦୦୦ଟି ଅଭିଯୋଗ ସଂଗ୍ରହ ହୋଇଛି। ଏହାର ସମାଧାନ କିପରି ହେଉଛି ସେନେଇ ୧ ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଲୋକଙ୍କୁ ଫୋନ କରାଯାଇ ମତାମତ ସଂଗ୍ରହ କରାଯିବ। #5T #MoSarkar
CMO Odisha54,024 просмотров • 2 лет назад

'ଇ-ରେଜିଷ୍ଟ୍ରେସନ ମୋବାଇଲ ଆପ୍ଲିକେସନ' ଲୋକଙ୍କୁ ଡିଜିଟାଲ ସେବା ପ୍ରଦାନ କ୍ଷେତ୍ରରେ ଓଡ଼ିଶାର ଆଉ ଏକ ମାଇଲଷ୍ଟୋନ। ଏହି ଆପ୍ଲିକେସନରେ ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ ମାଧ୍ୟମରେ ରେଜିଷ୍ଟ୍ରେସନ ଡିଡ୍ ପାଇଁ ସ୍ଲଟ ବୁକିଙ୍ଗ, ସାର୍ଟିଫାଏଡ କପି ଓ ଇସି ପାଇଁ ଆବେଦନ ସୁବିଧା ରହିଛି । ଜମିର ବେଞ୍ଚମାର୍କ ଭାଲ୍ୟୁ ମଧ୍ୟ ଏହି ଆପ୍ ମାଧ୍ୟମରେ ଜାଣିହେବ। ଏହି ଆପ୍ ରେ ସବ୍ ରେଜିଷ୍ଟ୍ରାର ଅଫିସ ସମ୍ପର୍କରେ ମଧ୍ୟ ସମ୍ପୂର୍ଣ୍ଣ ତଥ୍ୟ ମିଳିବ । ଏହା ଦ୍ୱାରା ସବ୍ ରେଜିଷ୍ଟ୍ରାର ଅଫିସରେ ଅଯଥା ଭିଡ଼ ହ୍ରାସ ହେବା ସହ ଲୋକଙ୍କୁ ମିଳିବ ତ୍ୱରିତ ସେବା । Revenue & DM Department, Government of Odisha #BarshaEkUpalabdhiAnek
CMO Odisha23,916 просмотров • 11 месяцев назад