
Kanak News
@kanak_news • 841,601 subscribers
Official Twitter feed of Kanak News, Odisha's leading 24x7 news channel from the house of 'Sambad'. Telegram: https://t.co/sT71E7spJx YT:https://t.co/6uyWqzbZ4V
Videos

ଅଗଷ୍ଟ ୧ ରୁ କଟିବ ଚାଲାଣ, ୪ ଟି ରାଜପଥରେ କଡ଼ାକଡ଼ି ହେବ ଇ-ଚାଲାଣ ବ୍ୟବସ୍ଥା #KanakNews #RTO #Odisha
Kanak News102,272 Aufrufe • vor 1 Monat

ପୂର୍ବତନ ମୁଖ୍ୟମନ୍ତ୍ରୀ ୧୫ ବର୍ଷ ଏକୁଟିଆ ଶାସନ କରିଛନ୍ତି । ବିଜେଡି ସରକାରକୁ ଦୁର୍ନୀତି ଗ୍ରାସ କରିକି ରଖିଥିଲା । ସବୁ ସ୍କାମ୍ ସେବେ ହୋଇଥିଲା । ତାଙ୍କ ଭୁଲ୍ ସୁଧାରିବାକୁ ଆମକୁ ବର୍ଷେ ଲାଗିଗଲା : ପୃଥ୍ୱୀରାଜ ହରିଚନ୍ଦନ, ଆଇନ ମନ୍ତ୍ରୀ #NaveenPatnaik #Odisha #Politics #KanakNews #PrithivirajHarichandan
Kanak News32,590 Aufrufe • vor 1 Monat

#ରାହୁଲ_ବେଲ୍_ବଣ୍ଡ୍ରେ_ଅଛନ୍ତି_ସେ_କଣ_କହିବେ ? କଂଗ୍ରେସ ଆକ୍ଷେପ କରିବାର ସୀମା ଉଲ୍ଲଙ୍ଘନ କରେ । ପ୍ରଧାନମନ୍ତ୍ରୀଙ୍କୁ ଅପଶବ୍ଦ ପ୍ରୟୋଗ କରିଛନ୍ତି । ଶିକ୍ଷାମନ୍ତ୍ରୀଙ୍କୁ ରାହୁଲ ଗାନ୍ଧୀ କ୍ରିମିନାଲ କହୁଛନ୍ତି । ଆମ ସାଂସଦଙ୍କୁ ଧକ୍କା ମାରିଥିଲେ, ସେ କଣ କହିବେ : ମନ୍ତ୍ରୀ #Odisha #KanakNews #ragulgandhi
Kanak News29,564 Aufrufe • vor 1 Monat