
Kanak News
@kanak_news • 841,601 subscribers
Official Twitter feed of Kanak News, Odisha's leading 24x7 news channel from the house of 'Sambad'. Telegram: https://t.co/sT71E7spJx YT:https://t.co/6uyWqzbZ4V
Videos

ଅଗଷ୍ଟ ୧ ରୁ କଟିବ ଚାଲାଣ, ୪ ଟି ରାଜପଥରେ କଡ଼ାକଡ଼ି ହେବ ଇ-ଚାଲାଣ ବ୍ୟବସ୍ଥା #KanakNews #RTO #Odisha
Kanak News102,272 views • 1 month ago

ପୂର୍ବତନ ମୁଖ୍ୟମନ୍ତ୍ରୀ ୧୫ ବର୍ଷ ଏକୁଟିଆ ଶାସନ କରିଛନ୍ତି । ବିଜେଡି ସରକାରକୁ ଦୁର୍ନୀତି ଗ୍ରାସ କରିକି ରଖିଥିଲା । ସବୁ ସ୍କାମ୍ ସେବେ ହୋଇଥିଲା । ତାଙ୍କ ଭୁଲ୍ ସୁଧାରିବାକୁ ଆମକୁ ବର୍ଷେ ଲାଗିଗଲା : ପୃଥ୍ୱୀରାଜ ହରିଚନ୍ଦନ, ଆଇନ ମନ୍ତ୍ରୀ #NaveenPatnaik #Odisha #Politics #KanakNews #PrithivirajHarichandan
Kanak News32,590 views • 1 month ago