
Kanak News
@kanak_news • 840,753 subscribers
Official Twitter feed of Kanak News, Odisha's leading 24x7 news channel from the house of 'Sambad'. Telegram: https://t.co/sT71E7sXz5 YT:https://t.co/6uyWqzcwUt
Videos

#କେଜିରୁ_ପିଜି_ଯାଏଁ_ଦେୟ_ମୁକ୍ତ_ଶିକ୍ଷା ଶିକ୍ଷାକୁ ସର୍ବଜନୀନ ଓ ଦେୟମୁକ୍ତ କରାଯିବ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । କେଜି ରୁ ପିଜି ପର୍ଯ୍ୟନ୍ତ ସମସ୍ତଙ୍କୁ ମିଳିବ ଦେୟ ମୁକ୍ତ ଶିକ୍ଷା। ସମସ୍ତ ବିଦ୍ୟାର୍ଥୀ ବିଶେଷ କରି ଆର୍ଥିକ ସ୍ତରରେ ଅନଗ୍ରସର ଛାତ୍ର ଛାତ୍ରୀଙ୍କ ପାଇଁ ବେଶ୍ ସହାୟକ ହେବ। #KanakNews #Odisha #cmmohancharanmanjhi #education #mkt
Kanak News20,209 просмотров • 1 месяц назад

#ଯାହାକୁ_ପାରୁଛି_ତାକୁ_କାମୁଡ଼ୁଛି ଗାଁରେ ଅଜଣା ଜନ୍ତୁର ଭୟ । ଯାହାକୁ ପାରୁଛି ତାକୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ୁଛି । ଆକ୍ରମଣରେ ୫ ଜଣ ଗୁରୁତର ହେଲେଣି । ମୟୂରଭଞ୍ଜ ଜିଲ୍ଲା ଉଦଳା ବନାଞ୍ଚଳ ଖୁଦପୁଟଳି ଗାଁରେ ଭାଲୁ ଭଳି ଦେଖା ଯାଉଥିବା ଏକ ଜନ୍ତୁକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି #Odisha #KanakNews #Udala
Kanak News26,445 просмотров • 2 месяцев назад

#ମୋଦୀ_କହିଲେ_ବୋଲି... ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନର ସିଧା ପ୍ରଭାବ ଦେଖିବାକୁ ମିଳିଛି ରାଉରକେଲା ସହରରେ । ଗତକାଲି ଦେଶବାସୀକୁ ପ୍ରଧାନମନ୍ତ୍ରୀ ପେଟ୍ରୋଲ ଓ ଡିଜେଲ ବ୍ୟବହାର କମ୍ କରିବାକୁ ପରାମର୍ଶ ଦେଇଥିଲେ । ଏହାସହ ବିଦେଶ ଯାତ୍ରା ଓ ସୁନା କିଣିବାକୁ ମଧ୍ୟ ବାରଣ କରିଥିଲେ #NarendraModi #India #KanakNews
Kanak News22,787 просмотров • 2 месяцев назад

#ବାବୁ_ସିଂଙ୍କ_ରୋଜଗାର_୨_କୋଟି ! ୫୦ ଲକ୍ଷ ଗାଡ଼ି ଚଢ଼ିବେ, ସାଢ଼େ ୩ ଲକ୍ଷ ଦରମା ପାଇବେ ଓଡ଼ିଶାର ୧୦୮ ବିଧାୟକ କୋଟିପତି, ୫୦ଲକ୍ଷର ଗାଡ଼ି ଚଢ଼ିବେ । ଏହାପରେ ବି ଏକାଥରକେ ଦରମା ବଢ଼ିବ ୩.୫ ଲକ୍ଷ ? #NewsRoomInterView #NewsRoomInterViewWithSushree #NewsRoomInterViewWithBabuSingh #OdishaPolitics #BJPMLA #Odisha
Kanak News40,798 просмотров • 7 месяцев назад