
Kanak News
@kanak_news • 841,182 subscribers
Official Twitter feed of Kanak News, Odisha's leading 24x7 news channel from the house of 'Sambad'. Telegram: https://t.co/sT71E7spJx YT:https://t.co/6uyWqzbZ4V
Videos

#ବୋମା_ମାଡ଼ରେ_ଥରିଲା_କ୍ୟାମ୍ପସ କଲେଜ କ୍ୟାମ୍ପସରେ ଫୁଟିଲା ବୋମା, ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ବୋମାମାଡ଼ #KanakNews #Katak
Kanak News31,481 görüntüleme • 16 gün önce

ଅଗଷ୍ଟ ୧ ରୁ କଟିବ ଚାଲାଣ, ୪ ଟି ରାଜପଥରେ କଡ଼ାକଡ଼ି ହେବ ଇ-ଚାଲାଣ ବ୍ୟବସ୍ଥା #KanakNews #RTO #Odisha
Kanak News102,451 görüntüleme • 2 ay önce

'#କାଳିଆ_ଅଛି_ଡର_କାହାକୁ ' ଚୂନରା ସେବାୟତଙ୍କୁ ଛୁଇଁନଥିଲା କିଛି ବି ବିପତ୍ତି । #KanakNews #Odisha ##JagannathPuri
Kanak News25,261 görüntüleme • 1 ay önce

#ଓଡ଼ିଶା_ଲୋକଙ୍କୁ_ଠକୁଛି_ବିଜେପି ଲୋୟର ପିଏମଜିରେ ଗର୍ଜିଲେ ସୁଜାତା । ରାଜ୍ୟରେ ବଢ଼ିଛି ମାଇନିଂ ରୟାଲଟି, ଏହା ବିଜେପି ପାଇଁ ନୁହେଁ, ନବୀନ ପଟ୍ଟନାୟକଙ୍କ ପାଇଁ ସମ୍ଭବ ହୋଇଛି । ବିଜେପି ସରକାର ଲୋକଙ୍କୁ ଭୂଆଁ ବୁଲାଉଛନ୍ତି । #MMDR #sujatakarttikeyanpandian #BJDProtest #Odisha #PoliticalNews #OdishaPolitics #KanakNews
Kanak News20,070 görüntüleme • 29 gün önce