
MoSarkar 5T
@MoSarkar5T • 159,957 subscribers
Official account of #Odisha Government's #MoSarkar initiative based on #5Ts of Teamwork, Technology, Transparency & Time for Transformation.
Videos

ରାଜ୍ୟର ଶିକ୍ଷାବ୍ୟବସ୍ଥାକୁ ଉନ୍ନତି ପଥରେ ଆଗେଇ ନେଉଛି ସରକାରଙ୍କ #5T ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ। ସ୍ମାର୍ଟ୍ ଶ୍ରେଣୀଗୃହ, ବିଜ୍ଞାନଗାର ଆଦି ସୁବିଧା ଦ୍ୱାରା ଶିକ୍ଷାର ମାନବୃଦ୍ଧି ହେବାସହ ସ୍କୁଲଗୁଡ଼ିକୁ ମିଳୁଛି ନୂଆ ପରିଚୟ। ଛାତ୍ରଛାତ୍ରୀଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଗଠନର ସ୍ବପ୍ନ ସାକାର ହେଉଛି। #OdishaSchoolTransformation
MoSarkar 5T34,215 görüntüleme • 3 yıl önce

Strengthening financial inclusion of people in #Odisha, HCM Shri Naveen Patnaik launched CSP Plus #AmaBank outlets in additional 2000 GPs to deliver banking services to last mile. Opening of the branches marks a pivotal step towards economic empowerment of people. #5T
MoSarkar 5T21,969 görüntüleme • 2 yıl önce

ଜୟପୁରର ବିକ୍ରମଦେବ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଅନୁମୋଦନ କରିଛନ୍ତି। ଏହି ଐତିହାସିକ ପଦକ୍ଷେପ ଦକ୍ଷିଣ ଓଡ଼ିଶାର ଶିକ୍ଷା କ୍ଷେତ୍ରକୁ ସୁଦୃଢ କରିବା ସହ କୋରାପୁଟ, ରାୟଗଡା, ନବରଙ୍ଗପୁର, ମାଲକାନଗିରି ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ଉନ୍ନତ ଶିକ୍ଷା ଯୋଗାଇବ। #5T
MoSarkar 5T25,774 görüntüleme • 3 yıl önce

ଦେବଗଡ଼ ଶିକ୍ଷା କ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ନୂଆ ଅଧ୍ୟାୟ। ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ଵ ଦେଇ #5T ଉପକ୍ରମରେ ଜିଲ୍ଲାର +୨ କଲେଜ ଏବଂ +୩ କଲେଜର ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ମଞ୍ଜୁରୀ ପ୍ରଦାନ କରିଛନ୍ତି। #Transformation #Odisha #CollegeTransformation
MoSarkar 5T20,656 görüntüleme • 3 yıl önce

The newly-constructed Cuttack Netaji Bus Terminal (CNBT) will be dedicated to people on September 16 by CM Naveen Patnaik. Transformed under the #5T framework, the state-of-the-art bus terminal will have the best facilities to ensure hassle-free movement of passengers.
MoSarkar 5T19,244 görüntüleme • 2 yıl önce

ରାଜ୍ୟ ଓ ରାଜ୍ୟବାହାରର ଯାତ୍ରୀଙ୍କୁ ଏକ ବିଶ୍ଵସ୍ତରୀୟ ଓ ଅତ୍ୟାଧୁନିକ ବିମାନବନ୍ଦରର ଅନୁଭୂତି ଦେବ ଇଣ୍ଟରଷ୍ଟେଟ ବସ୍ ଟର୍ମିନାଲ(ISBT) I ଭୁବନେଶ୍ୱର ବରମୁଣ୍ଡାରେ #ISBT ନିର୍ମାଣକାର୍ଯ୍ୟକୁ ଦିଆଯାଉଛି ଶେଷ ସ୍ପର୍ଶ I ବହୁମୁଖୀ ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି #5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ୍ ପାଣ୍ଡିଆନ। #NabinOdisha
MoSarkar 5T14,138 görüntüleme • 2 yıl önce

#5T ର ସଫଳ କାର୍ଯ୍ୟକାରିତା ଯୋଗୁଁ ଲୋକଙ୍କ ପାଇଁ ଉନ୍ନତ ସେବା ହେଉଛି ସୁନିଶ୍ଚିତ। ସୁନ୍ଦରଗଡ଼ର ରାଜଗାଙ୍ଗପୁର, ହେମଗିର, ବାଲିଶଙ୍କର ଏବଂ ଟାଙ୍ଗରପାଲି ବ୍ଲକ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବା ସହ ବିଭିନ୍ନ ବର୍ଗର ଲୋକଙ୍କ ସୁବିଧା ଅସୁବିଧା ସମ୍ପର୍କରେ ସେମାନଙ୍କ ସହ ଆଲୋଚନା କରିଛନ୍ତି 5T ସଚିବ ଭି.କେ.ପାଣ୍ଡିଆନ।
MoSarkar 5T16,350 görüntüleme • 3 yıl önce
Daha fazla içerik yok.