
NandighoshaTV
@NandighoshaTV • 89,732 subscribers
Nandighosha TV is Odisha's wheel of trust and truth delivering local, national and international news across broadcast and digital platforms.
Shorts
Videos

#ଭାଗ୍ୟ_ବଦଳାଇ_ଦେଲା_ଅନଲାଇନ୍_ଗେମ୍ #୪୯ଟଙ୍କା_ଲଗାଇ_ଜିତିଲେ_୩କୋଟି_ଟଙ୍କା_ସହ_ମହିନ୍ଦ୍ରା_ଥାର୍ #ବିଶ୍ବାସ_ହେଉନି_ମୁଁ_ଜିତିଛି #ମାଇଣ୍ଡ_ଗେମ୍_ନୁହେଁ_ଭାଗ୍ୟ ଗତକାଲି ଅନଲାଇନ ଗେମ୍ ମାଇଁ ୧୧ ସର୍କଲ ଖେଳି ୩କୋଟି ସହ ଥାର୍ ଜିତିଛନ୍ତି କଟକ ନୂଆପଡାର ବିନୋଦ ଦାସ । ଜଣେ ଫୁଲ ବ୍ୟବସାୟୀ ଭାବେ ଚଳୁଥିବା ବିନୋଦ କେମିତି ଜିତିଲେ ଏତେ ଟଙ୍କା ଏବଂ କେମିତି ଥିଲା ଷ୍ଟ୍ରାଟେଜୀ ଶୁଣନ୍ତୁ ତାଙ୍କ ମୁହଁରୁ .. #My11Circle #winner #cuttack #ipl2025 #ipl2025prediction #NandighoshaTV
NandighoshaTV32,449 次观看 • 1 年前

#ବାନା_ଉଡିଛି_ଧବଳ #ବାତ୍ୟା_ହେବ_ଦୁର୍ବଳ ବାତ୍ୟା ଦାନା ଠାରୁ ଓଡ଼ିଶାବାସୀଙ୍କୁ ସୁରକ୍ଷିତ ରଖିବାର କାମନା କରି ଶ୍ରୀମନ୍ଦିରରେ ଉଡିଲା ଧବଳ ବାନା । ବାତ୍ୟାକୁ ଦୁର୍ବଳ କରିବା ପାଇଁ ବଡ଼ ଠାକୁରଙ୍କ ପାଖରେ ପ୍ରାର୍ଥନା ଏବଂ ଆଳତି ମଧ୍ୟ କରାଯାଇଛି #puri #srijagannathtemple #CycloneDana #flagchange #whiteflag #NandighoshaTV
NandighoshaTV20,491 次观看 • 1 年前

#ବିଜେପି_ଆଗ_ନିଜ_ଘର_ସମ୍ଭାଳୁ ଆଜି ବି ବିଜେଡ଼ି ୧ ନମ୍ବର ଦଳ ଓଡ଼ିଶାରେ l ଏବେ ନିର୍ବାଚନ ହେଲେ ବିଜେଡି ୧୪୦ ସିଟରେ ଜିତିବ l ବିଜେପି ତାଙ୍କ ଅବସ୍ଥା କଣ ହେବ ବୁଝନ୍ତୁ l ବିଜେପି ନିଜ ଘର ସମ୍ଭାଳୁ l ସେ ଆମ କଥା କାହିଁକି ଚିନ୍ତା କରୁଛନ୍ତି l #pramillamallick #nandighoshatv #odisha @Pramila_Odisha Biju Janata Dal
NandighoshaTV16,724 次观看 • 1 年前
没有更多内容可加载