Naveen Patnaik's banner
Naveen Patnaik's profile picture

Naveen Patnaik

@Naveen_Odisha3,583,636 subscribers

President, Biju Janata Dal.

Shorts

ସେ ଦିବ୍ୟ, ସର୍ବବିଦ୍ୟ, ସେ ସାରା ଜଗତର ନାଥ ଦୂରରେ ରହିଲେ ମଧ୍ୟ ମହାପ୍ରଭୁଙ୍କ ଦର୍ଶନର ସୌଭାଗ୍ୟ ପାଇଲି। ଜୟ ଜଗନ୍ନାଥ 🙏 #JaiJagannatha #RathaJatra

ସେ ଦିବ୍ୟ, ସର୍ବବିଦ୍ୟ, ସେ ସାରା ଜଗତର ନାଥ ଦୂରରେ ରହିଲେ ମଧ୍ୟ ମହାପ୍ରଭୁଙ୍କ ଦର୍ଶନର ସୌଭାଗ୍ୟ ପାଇଲି। ଜୟ ଜଗନ୍ନାଥ 🙏 #JaiJagannatha #RathaJatra

47,074 Aufrufe

ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅନନ୍ୟ ପ୍ରତୀକ ଏହି ରଜ ପର୍ବ ସମସ୍ତଙ୍କ ଜୀବନରେ ଆନନ୍ଦ ଓ ଉଲ୍ଲାସ ଭରିଦେଉ।

ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅନନ୍ୟ ପ୍ରତୀକ ଏହି ରଜ ପର୍ବ ସମସ୍ତଙ୍କ ଜୀବନରେ ଆନନ୍ଦ ଓ ଉଲ୍ଲାସ ଭରିଦେଉ।

74,296 Aufrufe

ଇଦ୍ ଅବସରରେ ମୁସଲମାନ ଭାଇଭଉଣୀମାନଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ସମସ୍ତଙ୍କୁ ଇଦ୍ ମୁବାରକ। #EidMubarak

ଇଦ୍ ଅବସରରେ ମୁସଲମାନ ଭାଇଭଉଣୀମାନଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ସମସ୍ତଙ୍କୁ ଇଦ୍ ମୁବାରକ। #EidMubarak

10,153 Aufrufe

ଆଧୁନିକ ଓଡ଼ିଶାର ନିର୍ମାତା, ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ସମାଜର ସବୁ ବର୍ଗର ଲୋକଙ୍କୁ ନେଇ ବିକାଶକୁ ବଳିଷ୍ଠ କରିବା ଲାଗି ସେ ଆଙ୍କିଥିବା ନକ୍ସା ଏବେ ମଧ୍ୟ ଆମକୁ ବାଟ ଦେଖାଉଛି। ଆସନ୍ତୁ ସେହି ବିକାଶ ପୁରୁଷଙ୍କ ଅବଦାନକୁ ମନେ ପକାଇ ଓଡ଼ିଆ ଜାତୀୟତାର ପରିଚୟକୁ ଆହୁରି ଗୌରବାନ୍ଵିତ କରିବା। ନୂଆ ଓଡ଼ିଶା ଗଠନର ସଂକଳ୍ପକୁ ଆହୁରି ଦୃଢ଼ କରିବା।

36,274 Aufrufe

Warm greetings and best wishes to all on this joyous occasion of #Christmas. As we celebrate the festive season, let’s embrace the spirit of the Hockey World Cup! We wish you a very #MerryChristmas! #HWC2023 #HockeyWorldCup2023

37,119 Aufrufe

ଓଡ଼ିଶାବାସୀଙ୍କ ସ୍ୱାର୍ଥରେ ବିଜୁ ଜନତା ଦଳ ସବୁବେଳେ ଆଗରେ ରହିଛି। ରାଜ୍ୟ ସରକାରଙ୍କ ଅପାରଗତା ନେଇ ଘରେ ଘରେ ପହଁଞ୍ଚିବାକୁ ରାଜନୈତିକ ବ୍ୟାପାର କମିଟି ବୈଠକରେ ବିସ୍ତୃତ ଆଲୋଚନା କଲି। #BJDWithOdisha #BJD4Odisha

ଓଡ଼ିଶାବାସୀଙ୍କ ସ୍ୱାର୍ଥରେ ବିଜୁ ଜନତା ଦଳ ସବୁବେଳେ ଆଗରେ ରହିଛି। ରାଜ୍ୟ ସରକାରଙ୍କ ଅପାରଗତା ନେଇ ଘରେ ଘରେ ପହଁଞ୍ଚିବାକୁ ରାଜନୈତିକ ବ୍ୟାପାର କମିଟି ବୈଠକରେ ବିସ୍ତୃତ ଆଲୋଚନା କଲି। #BJDWithOdisha #BJD4Odisha

11,961 Aufrufe

ସଂସଦରେ ଓଡ଼ିଶାର ଦୃଢ଼ ସ୍ଵର ସାଜିବେ ବିଜୁ ଜନତା ଦଳର ପ୍ରତିଟି ସାଂସଦ। ଏନେଇ ଦଳର ସଂସଦୀୟ ବୈଠକରେ ଆଲୋଚନା କଲି। ସାଢ଼େ ଚାରି କୋଟି ଓଡ଼ିଆଙ୍କ ଅଧିକାର ଏବଂ ସ୍ଵାଭିମାନ ପାଇଁ ଆଗକୁ ବଢ଼ିବାକୁ ପରାମର୍ଶ ଦେଲି। #BJDWithOdisha

ସଂସଦରେ ଓଡ଼ିଶାର ଦୃଢ଼ ସ୍ଵର ସାଜିବେ ବିଜୁ ଜନତା ଦଳର ପ୍ରତିଟି ସାଂସଦ। ଏନେଇ ଦଳର ସଂସଦୀୟ ବୈଠକରେ ଆଲୋଚନା କଲି। ସାଢ଼େ ଚାରି କୋଟି ଓଡ଼ିଆଙ୍କ ଅଧିକାର ଏବଂ ସ୍ଵାଭିମାନ ପାଇଁ ଆଗକୁ ବଢ଼ିବାକୁ ପରାମର୍ଶ ଦେଲି। #BJDWithOdisha

15,912 Aufrufe

Glad to meet eminent sprinter, Gold Medalist at IAAF World U20 Championships and Arjun Awardee Hima Das. May she continue to excel in her sporting career and make our country proud. Wish her all the very best for future. #OdishaForSports

15,399 Aufrufe

ନୂତନ ବର୍ଷ ୨୦୨୫ର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସଭିଙ୍କର ସୁଖ ଓ ସମୃଦ୍ଧି କାମନା କରୁଛି। #HappyNewYear

ନୂତନ ବର୍ଷ ୨୦୨୫ର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସଭିଙ୍କର ସୁଖ ଓ ସମୃଦ୍ଧି କାମନା କରୁଛି। #HappyNewYear

15,578 Aufrufe

ଆଧୁନିକ ଓଡ଼ିଶାର ରୂପକାର, ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ଓଡ଼ିଶାକୁ ବିକାଶର ଶିଖରରେ ପହଞ୍ଚାଇବା ପାଇଁ ସେ ଦେଖିଥିବା ସ୍ଵପ୍ନ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିଛି। ତାଙ୍କ ନୀତି ଓ ଆଦର୍ଶକୁ ବଜାୟ ରଖି ନୂଆ ଓଡ଼ିଶା ଗଠନ ଦିଗରେ ଆମେ ଆଗକୁ ବଢୁଛୁ।

26,796 Aufrufe

ଓଡ଼ିଶାର ଗଣ ପର୍ବ ରଜ ଅବସରରେ ସଭିଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ମାଟି ଓ ମା'ଙ୍କୁ ସମ୍ମାନ ଜଣାଇବାର ଏହି ନିଆରା ପରମ୍ପରା ସମସ୍ତଙ୍କ ଜୀବନରେ ଆନନ୍ଦ ଓ ଉଲ୍ଲାସ ଭରିଦେଉ। #RajaParba

ଓଡ଼ିଶାର ଗଣ ପର୍ବ ରଜ ଅବସରରେ ସଭିଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ମାଟି ଓ ମା'ଙ୍କୁ ସମ୍ମାନ ଜଣାଇବାର ଏହି ନିଆରା ପରମ୍ପରା ସମସ୍ତଙ୍କ ଜୀବନରେ ଆନନ୍ଦ ଓ ଉଲ୍ଲାସ ଭରିଦେଉ। #RajaParba

11,410 Aufrufe

ଲୋକଙ୍କ ଅତୁଟ ଭରସାରେ ବିଜୁ ଜନତା ଦଳ ଆହୁରି ବଳିୟାନ ହେଉଛି। ନବରଙ୍ଗପୁର ନିର୍ବାଚନମଣ୍ଡଳୀର ବରିଷ୍ଠ ନେତାଙ୍କ ସମେତ ସରପଞ୍ଚ ଓ କର୍ମୀ ଦଳରେ ସାମିଲ ହୋଇଛନ୍ତି। ସମସ୍ତଙ୍କ ଯୋଗଦାନ ଜିଲ୍ଲାରେ ବିଜେଡିକୁ ଅଧିକ ସୁଦୃଢ଼ କରିବ। #BJDWithOdisha

11,063 Aufrufe

ପବିତ୍ର କାଳୀପୂଜା ଉପଲକ୍ଷେ ସଭିଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ। ମା' କାଳୀଙ୍କ ଆଶୀର୍ବାଦ ସମସ୍ତଙ୍କ ଦୁଃଖ ଦୂର କରି ସୁଖ ଓ ସମୃଦ୍ଧି ଭରି ଦେଉ। #KaliPuja

ପବିତ୍ର କାଳୀପୂଜା ଉପଲକ୍ଷେ ସଭିଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ। ମା' କାଳୀଙ୍କ ଆଶୀର୍ବାଦ ସମସ୍ତଙ୍କ ଦୁଃଖ ଦୂର କରି ସୁଖ ଓ ସମୃଦ୍ଧି ଭରି ଦେଉ। #KaliPuja

14,267 Aufrufe

ଆନନ୍ଦ ଓ ଉଲ୍ଲାସର ପର୍ବ ହୋଲିର ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କରୁଣା ସଭିଙ୍କ ଉପରେ ରହିଥାଉ। #HappyHoli

ଆନନ୍ଦ ଓ ଉଲ୍ଲାସର ପର୍ବ ହୋଲିର ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କରୁଣା ସଭିଙ୍କ ଉପରେ ରହିଥାଉ। #HappyHoli

11,938 Aufrufe

Videos

ଅରାଜକତାର ଭୟଙ୍କର ଚିତ୍ର ଓଡ଼ିଶା ଦେଖୁଛି, ବିଜେପିର ଶାସନ ନୁହେଁ ତ ଲାଗୁଛି ଗୁଣ୍ଡାରାଜ୍ ଚାଲିଛି। ବ୍ରହ୍ମପୁରର ବିଚ୍ ରାସ୍ତାରେ ଜଣେ ଯୁବକ ଏବଂ ମହିଳାଙ୍କୁ ସର୍ବସମ୍ମୁଖରେ ଅତି ନିର୍ମମ ଭାବେ ପିଟି ପିଟି ମରଣାନ୍ତକ ଆକ୍ରମଣ କରାଯିବାର ଦୃଶ୍ୟ ଅତ୍ୟନ୍ତ ଅମାନୁଷିକ। ସାରା ଓଡ଼ିଶାବାସୀଙ୍କୁ ଏହା ଆତଙ୍କିତ ଓ ବିଚଳିତ କରିଛି। ଲାଗୁଛି ବିଜେପି ସରକାର ଓଡ଼ିଶାକୁ ଅପରାଧୀଙ୍କ ହାତକୁ ଟେକି ଦେଇଛି। ଭୟଶୂନ୍ୟ ହୋଇ ଅପରାଧିମାନେ ଅତ୍ୟନ୍ତ ନୃଶଂସ କାଣ୍ଡ ଘଟାଉଛନ୍ତି। କୁଆଡ଼େ ଯାଉଛି ପୋଲିସ ପ୍ରଶାସନ, କୁଆଡ଼େ ଯାଉଛି ଆଇନ କାନୁନର ବ୍ୟବସ୍ଥା? ବିଜେପି ସରକାର ଉତ୍ସବରେ ମାତି ସାଧାରଣ ଜନତାଙ୍କ ସୁରକ୍ଷାକୁ ଆଉ କେତେ ବିପନ୍ନ କରିବ? ଓଡ଼ିଶା କେତେ ଆଉ ଲଜ୍ଜିତ ହେବ? ମିଛ ବାହାସ୍ଫୋଟରେ ସରକାର ଚାଲେନି, ଲୋକଙ୍କୁ ସୁରକ୍ଷା ଦରକାର। ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ଗୁଣ୍ଡାରାଜ୍ ଶାସନ ପାଇଁ ଓଡ଼ିଶା ସାରା ଦେଶରେ ନିନ୍ଦିତ ହେଉଛି। ବିଜେପି ସରକାର ଅପରାଧୀଙ୍କୁ ସୁରକ୍ଷା ଦେବା ଛାଡୁ। ତୁରନ୍ତ ଦୋଷୀଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନେଇ ସାଧାରଣ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରୁ। #Brahmapur #Odisha #Gundaraj
1:18

Sensitive content

This media may contain sensitive content.

Naveen_Odisha's profile picture

18,121 Aufrufe • vor 20 Tagen

Naveen_Odisha's profile picture

BJP had put special category status in their manifesto as a promise to the people of #Odisha, however, this promise has not been considered for Odisha, whereas special packages, allocating crores of funds have been announced for Andhra Pradesh and Bihar in #Budget2024. Along with this, the demand of Odisha for revision of coal royalty, which has been pending for years with the central government has been rejected, because of which the state will lose thousands of crores of revenue every year. Lots of big promises in different sectors were made to the people of Odisha during the election campaign especially on agriculture, MSME and industry. There is no mention of any promise being fulfilled in this #Budget2024. This is a complete neglect of Odisha and her people. We all know that Odisha faces a number of natural disasters every year, including floods. We had requested for a special package for disaster management. While, similar requests of other states have been considered and they have been granted Special packages for flood protection, the genuine demand of Odisha on disaster management has not been considered. So on both counts whether it is special package or revision of coal royalty, Odisha continues to be neglected by the NDA. Today, the most serious issue being faced by the common public is inflation/price rise, and unemployment. This budget does not have any considerable intervention to address these two major issues. We have been fighting for Justice in the Polavaram issue. Allocating more and more funds for Polavaram without sorting out the genuine grievances of Odisha shows impartiality against Odisha. The NDA government has been at the Centre for more than 10 years now and every budget talks of focus on Eastern India, including Odisha. There has been nothing substantial for Odisha over the years, and this budget has also been a disappointment for us, however, we shall wait for the details. I’m happy to see there is a focus on Tourism for Odisha. I hope it is substantial, and we shall wait for the details to come out. I would say that, along with the people of Odisha, I feel disappointed at the continued neglect of Odisha while the state contributes so much to the country. Leaders of BJP had given many tall promises during poll. But there is nothing for Odisha and for its people.

Naveen Patnaik

346,920 Aufrufe • vor 1 Jahr

Naveen_Odisha's profile picture

It is a great honour for #Odisha and its people that the President of India, hailing from our State addressed the Odisha Legislative Assembly. We are all proud that, the daughter of this land is the President of the country. It is even more proud that she started her political career from this Odisha Legislative Assembly twenty-five years ago, and today she has increased the glory of this land by becoming the President of the country. Unity in diversity is the beauty of our nation. Different languages, lifestyles, customs, cultures and thoughts have contributed immensely to strengthen the Indian polity. After Independence integration of princely states was a great political challenge. The accession of princely states of India first took place in Odisha with Nilagiri and others joining on 14th November 1947 and thus Odisha had provided leadership to the rest of India to unite and consolidate Indian nationhood. It is befitting to the occasion to recall the contribution of Utkal Gourav Madhusudan Das for creating a separate province of Odisha, first time in India on the basis of language. He achieved this historic goal along with other national leaders, by adopting constitutional methods. As the President of this great country, you ‘preserve, protect and defend’ the Constitution of India, the 75th anniversary of which was celebrated just recently. The entire country looks upon you, President Madam, for inspiration and guidance in preserving the very soul of India. As you are aware, Odisha has scripted history in myriad fields in the last couple of decades. In disaster management, food production, women’s empowerment, poverty alleviation, infrastructure development, transformation in health and educational spheres and creation of a climate of industrial growth, Odisha is indeed an inspiring story. All credit for such phenomenal growth has been possible because of the unstinting support and blessings of the people of Odisha. Our disaster management policy has become a role model for the entire country and Odisha also got international recognition for its good work in disaster management. Odisha, with its rich natural resources and skilled workforce, has great potential for growth. We should all strive to ensure Odisha scales new heights of glory. On behalf of the opposition parties in the Odisha Legislative Assembly, extend a hearty welcome to you.

Naveen Patnaik

107,522 Aufrufe • vor 6 Monaten