
News18 Odia
@News18Odia • 165,845 subscribers
News18 Odia, Network18 Group caters to News & information to the Odia viewers. Network18 Group is presently the largest Television Network in India.
Shorts
Videos

#ନିଶାଶକ୍ତ_ଯୁବତୀଙ୍କ_ହାଇଡ୍ରାମା ରାଜଧାନୀରେ ଯୁବତୀଙ୍କ ହାଇଡ୍ରାମା ନିଶାଶକ୍ତ ଅବସ୍ଥାରେ ଉତ୍ପାତ ହେଉଥିଲେ ମହିଳା ଚନ୍ଦ୍ରଶେଖରପୁରର ଏକ ମଦ ଦୋକାନ ସମ୍ମୁଖରେ ଉତ୍ପାତ ପୋଲିସ ଖବର ପାଇ ଯୁବତୀଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲା ହସ୍ପିଟାଲରେ ପୋଲିସକୁ ନାକେଦମ କରିଥିଲେ ନିଶାଶକ୍ତ ମହିଳା #Bhubaneswar #Odisha
News18 Odia39,472 görüntüleme • 1 yıl önce

#ବାସଭବନ_ଭାଙ୍ଗିବା_ନେଇ_ପ୍ରଣବ_ଦାସଙ୍କ_ପ୍ରତିକ୍ରିୟା -‘ନିୟମ ଅନୁସାରେ ଘର ଯେମିତି ନେଇଥିଲି ଫେରାଇବି’ -‘ଯେହେତୁ ସମ୍ପାଦକ ଥିଲି ଅନେକ ଲୋକ ଆସୁଥିଲେ’ -‘ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ବ୍ୟବସ୍ଥା ହୋଇଥିଲା’ -‘ଘର ଛାଡ଼ିବା ପାଇଁ ୧୫ ତାରିଖ ଯାଏ ସମୟ ଅଛି’ -୧୫ ପୂର୍ବରୁ ନିୟମ ଅନୁସାରେ ଘର ଫେରାଇବି: Pranab Prakash Das
News18 Odia46,059 görüntüleme • 2 yıl önce

#ପୋଲିସ_ମୁତୟନ_ଥିଲେ: #ଏସ୍ପି ପୁରୀ ଅଘଟଣ: ଏସ୍ପି ଓ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ଅଛି: ପୁରୀ ଏସ୍ପି ଶରଧାବାଲିରେ ପୋଲିସ ମୁତୟନ ଥିଲେ: ଏସ୍ପି ୩ ଶ୍ରଦ୍ଧାଳୁ ମୃତ, ୬ ଆହତ: ପୁରୀ ଜିଲ୍ଲାପାଳ ପହୁଡ଼ ଖୋଲିବା ପରେ ହଠାତ ଭିଡ଼ ହୋଇଥିଲା: ଜିଲ୍ଲାପାଳ Shree Jagannatha Temple Office, Puri Puri Police
News18 Odia16,879 görüntüleme • 1 yıl önce

#କେନ୍ଦ୍ରକୁ_ବିଜେଡିର_ଟାର୍ଗେଟ ଶିକ୍ଷାନୁଷ୍ଠାନ ପ୍ରଦର୍ଶନ ସୂଚୀରେ ଓଡ଼ିଶା ତଳକୁ ଖସିବା ପ୍ରସଙ୍ଗ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟକୁ ଟାର୍ଗେଟ କଲା ବିଜେଡି ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ଅଭିଯୋଗ ‘ଓଡ଼ିଶା ଶିକ୍ଷାନୁଷ୍ଠାନ ମୂଲ୍ୟାୟନରେ ରାଜନୀତି ହେଉଛି’ ଜାଣିଶୁଣି ରାଙ୍କକୁ ତଳକୁ ଖସାଯାଇଛି: ସସ୍ମିତ Biju Janata Dal ଡ଼ଃ ସସ୍ମିତ ପାତ୍ର I Dr. Sasmit Patra
News18 Odia25,099 görüntüleme • 3 yıl önce
Daha fazla içerik yok.