
Nityananda Gond
@NityanandaBJP • 11,551 subscribers
Minister of School & Mass Education, ST& SC Development, Minorities & Backward Classes Welfare, Social Security & Empowerment of PWD, Odisha
Videos

ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ କରିବା ଗଣଶିକ୍ଷା ବିଭାଗର ପ୍ରମୁଖ ଲକ୍ଷ୍ୟ ରହିବ ।
Nityananda Gond52,087 görüntüleme • 2 yıl önce

ମୋ ଅଞ୍ଚଳର ଝିଅ ଗୀତାଞ୍ଜଳି ସୁନା ପୋଷ୍ଟ ଗ୍ରାଜୁଏଟ୍ ଟିଚର ରୂପେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ନିଯୁକ୍ତି ପତ୍ର ଗ୍ରହଣ କରି ଆମ ଜିଲ୍ଲାକୁ ଗର୍ବିତ କରିଥିବାରୁ ମୁଁ ଆନନ୍ଦିତ। ଏକ ଛୋଟ ଗାଁ ତଥା ଚାଷୀ ପରିବାରରୁ ଆସି ମଧ୍ୟ ନିଜ କଠିନ ପରିଶ୍ରମ ଓ ଆତ୍ମବିଶ୍ଵାସ ଯୋଗୁଁ ଆଜି ଏହି ସ୍ଥାନରେ ପହଞ୍ଚିବା ଏକ ଉଦାହରଣ। ତାଙ୍କର ଏହି ଯାତ୍ରା ଯୁବବର୍ଗଙ୍କୁ ପ୍ରେରଣା ଯୋଗାଇବ। #NijuktiMela
Nityananda Gond18,151 görüntüleme • 1 yıl önce

ମୁଁ ପଢିଥିବା ବିଦ୍ୟାଳୟର ବାର୍ଷିକ ଉତ୍ସବରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଖୁସିରେ ସାମିଲ ହେଲି।
Nityananda Gond12,351 görüntüleme • 1 yıl önce

ପ୍ରତିଶ୍ରୁତି ହେଲା ପୂରଣ। ବିଜେପି ସରକାର ଆସିଲେ ୮୦ ବର୍ଷରୁ ଅଧିକ ଏବଂ ଶତକଡା ୮୦ କିମ୍ବା ତଦୁର୍ଦ୍ଧ ଭିନ୍ନକ୍ଷମତା ଥିବା ଲୋକଙ୍କୁ ୩୫୦୦ ଟଙ୍କା ଭତ୍ତା ଦେବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା ଏବଂ ଆମ ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଏହାକୁ ପୂରଣ କରିଛନ୍ତି ସେଥିପାଇଁ ତାଙ୍କୁ ଧନ୍ୟବାଦ ଜଣାଉଛି।
Nityananda Gond12,583 görüntüleme • 1 yıl önce

ବିଜେପି ସରକାରରେ ବ୍ୟାପକ ହେଉଛି ଶିକ୍ଷା ବ୍ୟବସ୍ଥା। ଆମ ସରକାର ଆସୁ ଆସୁ ୧୬୦୦୯ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି, ରାଜ୍ୟରେ ଜାତୀୟ ଶିକ୍ଷାନୀତି ଲାଗୁ ହୋଇଛି, ପିଏମ-ଶ୍ରୀ ସ୍କୁଲ ଲାଗୁ କରାଯାଇଛି ଏବଂ ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।
Nityananda Gond12,636 görüntüleme • 1 yıl önce
Daha fazla içerik yok.