Loading video...
Video Failed to Load
ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ କରିବା ଗଣଶିକ୍ଷା ବିଭାଗର ପ୍ରମୁଖ ଲକ୍ଷ୍ୟ ରହିବ ।
52,084 views • 2 years ago •via X (Twitter)
8 Comments

ଓଡ଼ିଶାର ଲକ୍ଷ ଲକ୍ଷ ଶିଶୁଙ୍କ ଭବିଷ୍ୟତ @NityanandaBJP Sir ଆପଣଙ୍କ ହାତରେ । ଏ ଶିଶୁ ମାନଙ୍କ ମୁହଁ କୁ ଥରେ ଦେଖନ୍ତୁ । ଏମାନେ ସତେ ଯେପରି ଶିକ୍ଷା ନାମକ ଅମୃତ ସନ୍ଧାନରେ ଅପେକ୍ଷାରତ । ସେମାନଙ୍କ ଅଧରରେ ସେହି ଅମୃତ ଭରିଦେବା ପାଇଁ ଶିକ୍ଷକ ନିଯୁକ୍ତି ଏକାନ୍ତ କାମ୍ୟ । ୨୦୦୦୦ ଶିକ୍ଷକ ଏବେ ନିଯୁକ୍ତି ଅପେକ୍ଷାରେ ।

ଓଡ଼ିଶାରେ ସମସ୍ତ ସ୍କୁଲ କଲେଜ ୟୁନିଭରସିଟି ଓ ଆଦର୍ଶ ବିଦ୍ୟାଳୟ ଗୁଡ଼ିକରେ ଖାଲି ପଡ଼ିଥିବା ହଜାର ହଜାର ସଂଖ୍ୟାରେ ଲାଇବ୍ରେରୀଆନ ପଦବି ଗୁଡିକକୁ କେବେ ପୂରଣ କରାଯାଉ ସାର୍

ପ୍ରାଥମିକ ଶିକ୍ଷା ବହୁତ ଅବହେଳିତ ସାର୍। ଆଶା କରୁଛୁ ଡିଭିଜନ ବେଞ୍ଚ ରେ ଆସିଥିବା ରାୟକୁ ତୁରନ୍ତ କାର୍ଯ୍ୟକାରୀ କରି ଏହାର ପରବର୍ତ୍ତୀ ପନ୍ଥା ଗ୍ରହଣ କରିବେ 🙏। ଆଶା କରୁଛୁ କି ଏହା ଆପଣ ହୃଦୟଙ୍ଗମ କରି ସାରିଥିବେ।

Please continue JTS Recruitment process as soon as possible

@MohanMOdisha @NityanandaBJP @CMO_Odisha @OSEPA_Official @SMEOdisha ମହାଶୟ,ସ୍କୁଲ ଖୋଲିଗଲାଣି,କନିଷ୍ଠ ଶିକ୍ଷକ ନିଯୁକ୍ତି କୁ ନେଇ ସୃଷ୍ଟି ହୋଇଥିବା ଦ୍ଵନ୍ଦ ମାନ୍ୟବର ଉଚ୍ଚନ୍ୟାୟାଳୟ ଙ୍କ ଦ୍ଵାରା ସମାଧାନ ହୋଇସାରିଛି।ଆଉ ବିଳମ୍ବ ନେହେଉ।କୁନି କୁନି ପିଲାଙ୍କ ସ୍ୱାର୍ଥ କୁ ଦୃଷ୍ଟିରେ ରଖି ତୁରନ୍ତ ନିଯୁକ୍ତି ଦିଆଯାଉ

ସାର୍ junior teacher schematic କୁ regular appointment ଦିଅନ୍ତୁ, ତାହେଲେ ଆପଣଙ୍କ ସରକାର ଆରଥରକୁ ମଧ୍ଯ ଆଣିବୁ ଏବଂ ଆପଣଙ୍କୁ ହିଁ ଗଣଶିକ୍ଷା ମନ୍ତ୍ରୀ କରିବାକୁ ଦାବି କରିବୁ। ଆପଣଙ୍କ menifesto ରେ ମଧ୍ଯ ସମାନ କାମକୁ ସମାନ ଦରମା ବିଷୟରେ ଉଲ୍ଲେଖ ଥିଲା, ଏଣୁକରି ତାକୁ ପାଳନ କରିବା ହୁଅନ୍ତୁ। ଧନ୍ୟଵାଦ ମହାସୟ!

ସମ୍ମାନନୀୟ ଶିକ୍ଷାମନ୍ତ୍ରୀ ମହୋଦୟ @NityanandaBJP ପ୍ରମାଣ ପତ୍ର ଯାଞ୍ଚ ସାରି ବସିଥିବା ପାର୍ଥୀ ମାନଙ୍କୁ ଯଥା ଶୀଘ୍ର ନିଯୁକ୍ତି ପ୍ରଦାନ କଲେ ପ୍ରାଥମିକ ଶିକ୍ଷା ସୁଦୃଢ ହେବା ସହ ଆମେ ମାନସିକ ଚାପ ରୁ ମୁକ୍ତ ହୋଇ ପାରିବୁ ଯାହା ଦୀର୍ଘ ୮ମାସ ହେବ ପ୍ରକ୍ରିୟା ଚାଲୁ ରହିଛି।

@MohanMOdisha @NityanandaBJP @OSEPA_Official @SMEOdisha @CMO_Odisha ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ରାୟ ଆସି ସାରିଛି ବର୍ତ୍ତମାନ ସମସ୍ତଙ୍କ ଦୃଷ୍ଟି ସରକାରଙ୍କ ଉପରେ କେବେ jts ୨୦୨୩ ନିଯୁକ୍ତି ପ୍ରକ୍ରିୟାର ସମ୍ପୂର୍ଣ୍ଣ ଅନ୍ତ ହେବ, ଏଣୁ ଅନୁରୋଧ ସରକାରଙ୍କୁ 🙏🙏🙏.......
