
Nityananda Gond
@NityanandaBJP • 11,551 subscribers
Minister of School & Mass Education, ST& SC Development, Minorities & Backward Classes Welfare, Social Security & Empowerment of PWD, Odisha
Videos

ମୋ ଅଞ୍ଚଳର ଝିଅ ଗୀତାଞ୍ଜଳି ସୁନା ପୋଷ୍ଟ ଗ୍ରାଜୁଏଟ୍ ଟିଚର ରୂପେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ନିଯୁକ୍ତି ପତ୍ର ଗ୍ରହଣ କରି ଆମ ଜିଲ୍ଲାକୁ ଗର୍ବିତ କରିଥିବାରୁ ମୁଁ ଆନନ୍ଦିତ। ଏକ ଛୋଟ ଗାଁ ତଥା ଚାଷୀ ପରିବାରରୁ ଆସି ମଧ୍ୟ ନିଜ କଠିନ ପରିଶ୍ରମ ଓ ଆତ୍ମବିଶ୍ଵାସ ଯୋଗୁଁ ଆଜି ଏହି ସ୍ଥାନରେ ପହଞ୍ଚିବା ଏକ ଉଦାହରଣ। ତାଙ୍କର ଏହି ଯାତ୍ରା ଯୁବବର୍ଗଙ୍କୁ ପ୍ରେରଣା ଯୋଗାଇବ। #NijuktiMela
Nityananda Gond18,151 次观看 • 1 年前

ପ୍ରତିଶ୍ରୁତି ହେଲା ପୂରଣ। ବିଜେପି ସରକାର ଆସିଲେ ୮୦ ବର୍ଷରୁ ଅଧିକ ଏବଂ ଶତକଡା ୮୦ କିମ୍ବା ତଦୁର୍ଦ୍ଧ ଭିନ୍ନକ୍ଷମତା ଥିବା ଲୋକଙ୍କୁ ୩୫୦୦ ଟଙ୍କା ଭତ୍ତା ଦେବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା ଏବଂ ଆମ ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଏହାକୁ ପୂରଣ କରିଛନ୍ତି ସେଥିପାଇଁ ତାଙ୍କୁ ଧନ୍ୟବାଦ ଜଣାଉଛି।
Nityananda Gond12,583 次观看 • 1 年前
没有更多内容可加载