
ଓଟିଭି
@otvkhabar • 900,891 subscribers
ଖବର ଆମର, ନିଷ୍ପତ୍ତି ଆପଣଙ୍କର We Report, You Decide FB: https://t.co/Eo3M4tUn5M INSTA: https://t.co/ShNzvnDXRQ YT: https://t.co/cXHzPNfpJM
Videos

ଗାଈ ନାହିଁ... ଦୁଗ୍ଧ ବି ନାହିଁ... ହେଲେ ପ୍ରତିଦିନ ବାହାରୁଛି କ୍ୱିଣ୍ଟାଲ୍ କ୍ୱିଣ୍ଟାଲ୍ ଛେନା। ସିମୁଳିଆର ଜାମୁଝାଡ଼ି ଓ ଅସ୍ତିଆ ଗାଁରେ ଅସ୍ୱାସ୍ଥ୍ୟକର ପରିବେଶରେ ପାଉଡରରୁ ପ୍ରସ୍ତୁତ ଛେନାକୁ ମାର୍କେଟକୁ ଛଡ଼ାଯାଉଛି #Chhena #FoodSafety #FoodHygiene #OdishaFood #MilkProducts #Odisha #Soro #OdishaTV #OTV
ଓଟିଭି49,208 Aufrufe • vor 10 Tagen

ପ୍ୟାରେଡ କରୁଥିବା ଛାତ୍ରଛାତ୍ରୀ ସମେତ ସମସ୍ତ ଡ୍ରେସରେ ପଡିଥିଲା କାଦୁଅ ଛିଟା। କାଦୁଅ ଛିଟକାରେ ସମ୍ପୂର୍ଣ୍ଣ ଡ୍ରେସ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ବାସୁଦେବପୁର ପୌରପାଳିକା ସ୍ୱାଧୀନତା ଦିବସରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ.... #OdishaNews #OdishaUpdates #IndependenceDay2026 #Parade #Rain #OdishaTV #OTV
ଓଟିଭି43,169 Aufrufe • vor 20 Tagen

ଖାକି ତଳେ ବଞ୍ଚିଛି ମାନବିକତା.. ସଡ଼କ ଦୁର୍ଘଟଣା ଆନ୍ଦୋଳିତ କରିଥିଲା ପୋଲିସ ବାବୁଙ୍କୁ.. ନିଜେ ସିମେଣ୍ଟ ବାଲି ପକାଇ ରାସ୍ତାରେ ଥିବା ବଡ଼ ବଡ଼ ଗର୍ତ୍ତକୁ ମରାମତି କଲେ ଉଦଳା ଖୁଣ୍ଟା ଥାନା ଅଧିକାରୀ ଆଦିତ୍ୟ ପ୍ରସାଦ ଜେନା, ଏଏସଆଇ ରତିକାନ୍ତ ଦାସ ଓ ନବ ନିଯୁକ୍ତ ହୋମଗାର୍ଡ.. #PoliceWithHeart #KhuntaPolice #RoadRepair #OTV
ଓଟିଭି45,130 Aufrufe • vor 26 Tagen

'ମୁଁ ଗୋଟିଏ ଜାଗାକୁ ଯାଇଥିଲି ଲେକଚରର୍ ହେବାକୁ ଇଣ୍ଟରଭ୍ୟୁ ଦେଇ। ମୋତେ କହୁଛନ୍ତି ୪ହଜାର ୫ଶହ ଟଙ୍କାରେ ଆପଣ କାମ କରିପାରିବେ ତ? ଗୋଟେ ଫାକଲ୍ଟି ମାସକୁ ୪୫୦୦ ଦରମା, ମୋ ଲେବଲ୍ କଣ?ଆଶାୟୀ ଶିକ୍ଷକ #TeacherAspirants #LecturerJobs #FacultyJobs #TeacherRecruitment #EducationNews #OdishaEducation #OdishaTV #OTV
ଓଟିଭି19,517 Aufrufe • vor 13 Tagen

#ରଥଯାତ୍ରା_୨୦୨୬ କଳା ଶ୍ରୀମୁଖକୁ ଚାହିଁ ଭାବ ବିହ୍ବଳ ହେଉଛନ୍ତି ଭକ୍ତ। ବଡ଼ଦାଣ୍ଡରେ ଆଜି ଏକାକାର ଭକ୍ତ ଭଗବାନ। ଆହାଃ କି ଅପୂର୍ବ ଏ ଦୃଶ୍ୟ… ବିଶ୍ବନିୟନ୍ତାଙ୍କୁ ଦର୍ଶନ କରି ପବିତ୍ର ଚର୍ମଚକ୍ଷୁ #RathaJatraWithOtv #Puri #RathaJatra #GhoshaYatra #GundichaJatra #LordJagannath #RathaJatra2026 #JayJagannath #OTV
ଓଟିଭି37,386 Aufrufe • vor 1 Monat