
ଓଟିଭି
@otvkhabar • 898,864 subscribers
ଖବର ଆମର, ନିଷ୍ପତ୍ତି ଆପଣଙ୍କର We Report, You Decide FB: https://t.co/Eo3M4tUUVk INSTA: https://t.co/ShNzvnEvHo YT: https://t.co/cXHzPNfXzk
Shorts
Videos

‘ଦୟାକରି ତେଲ ଦେଇଦିଅ, ମୁଁ ଗାଁକୁ ପଳେଇବି.. ସ୍ମାର୍ଟ ସିଟି ମୋର ଦରକାର ନାହିଁ.. ଏ ଭୁବନେଶ୍ୱରରେ ପେଟ୍ରୋଲ ନାହିଁ, ଗ୍ୟାସ୍ ନାହିଁ କି ଖାଇବାକୁ ନାହିଁ.. ଗାଁରେ କାଠ ଚୁଲି ଆଉ ସାଇକେଲ ଭଲ’- କିଛି ଏପରି କହିଲେ ରାଜଧାନୀରେ ପେଟ୍ରୋଲ ପାଇଁ ଲାଇନ୍ରେ ଅପେକ୍ଷା କରିଥିବା ଜଣେ ଗ୍ରାହକ #Bhubaneswar #PetrolShortage #FuelCrisis #LongQueues #OTV
ଓଟିଭି31,842 Aufrufe • vor 20 Tagen

ବାରମ୍ବାର ପରୀକ୍ଷା ପେପର୍ ଲିକ୍ ହେଉଥିଲେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ହେଉନି। ପେପର୍ ଲିକ୍ରେ ବଡ଼ ବଡ଼ ଲୋକ ରହିଛନ୍ତି। ଏଣୁ ସରକାର ଚୁପ୍ ରହୁଛନ୍ତି। ନିଟ୍ ୟୁଜି ପରୀକ୍ଷା ବାତିଲ ହେବା ପରେ ବର୍ଷିଛନ୍ତି ଫିଜିକ୍ସ ୱାଲା (ପିଡବ୍ଲୁ) ସିଇଓ ଅଲଖ ପାଣ୍ଡେ #NEETUG #PaperLeak #AlakhPandey #PhysicsWallah #OTV
ଓଟିଭି34,755 Aufrufe • vor 22 Tagen

ବିଚ୍ ରାସ୍ତାରେ କଟୁରୀରେ ହାଣିଥିଲା। ୫ ଘଣ୍ଟା ଭିତରେ ଅଭିଯୁକ୍ତ ଜଗା ସାହୁକୁ ଏନକାଉଣ୍ଟର, ଦୁଇ ଆଣ୍ଠୁରେ ବାଜିଛି ଗୁଳି। #BrahmapurEncounter #JagaSahuEncounter #BerhampurPoliceEncounter #OdishaEncounter #BauriSukunda #PoliceEncounter #JagaSahu #OdishaCrime #ViralVideoEncounter #BerhampurNews #OTV
ଓଟିଭି10,507 Aufrufe • vor 10 Tagen

ପେଟ୍ରୋଲ ପାଇଁ ଲାଗିଛି ଲମ୍ବା ଲାଇନ୍। ଧାଡ଼ି ଏତେ ଲମ୍ବା ଯେ ତେଲ ପକାଇଲା ବେଳକୁ ରାତି ପାହିଯିବ । ପଟିଆ ଛକର ଦେଖନ୍ତୁ ଏ ଦୃଶ୍ୟ... #FuelRush #PatiaChhak #PetrolPump #FuelShortage #PetrolCrisis #LongQueue #PatiaFuelRush #BhubaneswarTraffic #FuelPanic #Bhubaneswar #Odisha #OdishaTV #OTV
ଓଟିଭି13,120 Aufrufe • vor 21 Tagen

#ପାଣ୍ଡିଆନଙ୍କ_ଉପରେ_ବର୍ଷିଲେ_ହରି କାହିଁକି , କ’ଣ ପାଇଁ ମୋତେ ଟ୍ରୋଲ କରାଯାଉଛି.....ମୁଁ ଜାଣିନାହିଁ। ମୋତେ ପାଣ୍ଡିଆନଙ୍କ ଭକ୍ତ ହିଁ ଟ୍ରୋଲ କରୁଛନ୍ତି.. ଏହା ଛଡ଼ା ଦ୍ୱିତୀୟ ଲୋକ କେହି ବି ନୁହେଁ। ହାସ୍ୟ ଅଭିନେତା ତଥା ବିଜେପି ନେତା ହରିହର ମହାପାତ୍ର ଆଉ କ’ଣ କହିଛନ୍ତି ଶୁଣନ୍ତୁ। #HariharMohapatra #RatnaBhandar #SocialMediaTrolls #JagannathTemple #OTV
ଓଟିଭି12,948 Aufrufe • vor 1 Monat

ଆମେ ୫ ବର୍ଷରେ ଦେଢ ଲକ୍ଷ ନିଯୁକ୍ତି ଦେବୁ। ସରକାରକୁ ଆସିବାର ୨୨ ମାସ ମଧ୍ୟରେ ୪୪ ହଜାର ସରକାରୀ ନିଯୁକ୍ତି ଦେଇ ସାରିଲୁଣି। ଆମ ସରକାର କଥାରେ ନୁହେଁ କାମରେ ବିଶ୍ବାସ କରେ - ମୋହନ ଚରଣ ମାଝୀ। #OdishaJobs #MohanMajhi #IndiaJobs_JobFair #BhubaneswarEvent #KalingaStadium #JobCreation #GovernmentJobs #OTV
ଓଟିଭି11,845 Aufrufe • vor 1 Monat