
ଓଟିଭି
@otvkhabar • 899,992 subscribers
ଖବର ଆମର, ନିଷ୍ପତ୍ତି ଆପଣଙ୍କର We Report, You Decide FB: https://t.co/Eo3M4tUUVk INSTA: https://t.co/ShNzvnEvHo YT: https://t.co/cXHzPNfXzk
Videos

#ରଥଯାତ୍ରା_୨୦୨୬ କଳା ଶ୍ରୀମୁଖକୁ ଚାହିଁ ଭାବ ବିହ୍ବଳ ହେଉଛନ୍ତି ଭକ୍ତ। ବଡ଼ଦାଣ୍ଡରେ ଆଜି ଏକାକାର ଭକ୍ତ ଭଗବାନ। ଆହାଃ କି ଅପୂର୍ବ ଏ ଦୃଶ୍ୟ… ବିଶ୍ବନିୟନ୍ତାଙ୍କୁ ଦର୍ଶନ କରି ପବିତ୍ର ଚର୍ମଚକ୍ଷୁ #RathaJatraWithOtv #Puri #RathaJatra #GhoshaYatra #GundichaJatra #LordJagannath #RathaJatra2026 #JayJagannath #OTV
ଓଟିଭି36,377 views • 6 days ago

ସିଲ୍ ହେଲା ଓଡ଼ିଆ ଆଞ୍ଚଳିକ ଗଣମାଧ୍ୟମ ସଂସ୍ଥାର ଅଫିସ...ଭୁବନେଶ୍ୱରସ୍ଥିତ ମୁଖ୍ୟାଳୟକୁ ସିଲ୍ କଲା କ୍ୟାପିଟାଲ ଥାନା ପୋଲିସ...୬ ଘଣ୍ଟାର ରେଡ୍ ପରେ ଜଉମୁଦ ଦେଇ ସିଲ୍ କରିଛି ପୋଲିସ...ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସିଲ୍ ହେଲା ଗଣମାଧ୍ୟମ ସଂସ୍ଥାର ଅଫିସ #Bhubaneswar #CapitalPolice #OdiaMedia #MediaOfficeSealed #OTV
ଓଟିଭି13,935 views • 2 days ago

ଜୟଦେବ ବିହାର-ନନ୍ଦନକାନନ ରାସ୍ତା ୮ ଲେନ୍ ପାଇଁ କ୍ୟାବିନେଟ୍ ମଞ୍ଜୁରୀ...ବର୍ତ୍ତମାନ ଥିବା ୬ ଲେନ୍ ରାସ୍ତାକୁ ୮ ଲେନ୍ କରାଯିବ....ସାଢ଼େ ୯ କିମି ରାସ୍ତା ପାଇଁ ମୋଟ୍ ବ୍ୟୟ ଅଟକଳ ୯୪୯ କୋଟି ୩୫ ଲକ୍ଷ #JayadevBiharNandankanan #8LaneRoad #RoadUpgrade #OdishaInfrastructure #CabinetApproval #Bhubaneswar #OTV
ଓଟିଭି19,517 views • 20 days ago

#କାଲି_ଅଫିସରଙ୍କୁ_ମାଡ଼_ମାରିଥିଲେ #ଆଜି_ତାର_କାଟି_ନେଇଗଲେ ବିଦ୍ୟୁତ ବିଭାଗର ଏନଫୋର୍ସମେଣ୍ଟ ଟିମକୁ ଆକ୍ରମଣ ପରେ ବିଦ୍ୟୁତ ବିଭାଗ ପକ୍ଷରୁ ସମ୍ପୄକ୍ତ ବ୍ୟକ୍ତି ଘରୁ ବିଦ୍ୟୁତ ମିଟର ଓ ତାର ଖୋଲି ଆଣିବା ସହ ନୋଟିସ ଜାରି ହୋଇଛି। ଆଉ ଆଗାମୀ ଦିନରେ ସେ ଘରକୁ ବିଦ୍ୟୁତ ସଂଯୋଗ ଦିଆଯିବ ନାହିଁ ବୋଲି କାନ୍ଥରେ ନୋଟିସ ମରାଯାଇଛି। #Bhadrak #PowerTheft #ElectricityDepartment #BhadrakPowerTheft #ElectricityDepartment_Odisha #OTV
ଓଟିଭି21,504 views • 29 days ago

#ଚପଲ_ବହ୍ଲାରେ_ସେକି_ଦେଇଗଲେ ବାରମ୍ବାର ବିଦ୍ୟୁତ୍ ଚୋରି କରି ଲାଇନ୍ ଜାଳୁଥିଲେ, ଦୁଇ ଥର ଧରା ପଡ଼ିବା ପରେ ଫାଇନ ମଧ୍ୟ ଦେଇଥିଲେ। ଗତ ଜୁନ ୧୯ ତାରିଖରେ ତୃତୀୟ ଥର ଚୋରି କରି ହୁକ ପକାଇ ବିଦ୍ୟୁତ ଜଳାଉଥିବା ବେଳେ ବିଦ୍ୟୁତ୍ ବିଭାଗର ଏନଫୋର୍ସମେଣ୍ଟ ଟିମ ଚଢାଉ କରିବାରୁ ତାଙ୍କୁ ଗାଳି ଗୁଲଜ କରିବା ସହ ନିସ୍ତୁକ ମାଡ ମଧ୍ୟ ମାରିଲେ । ଭଦ୍ରକ ବନ୍ତ ଥାନା ଅଧୀନ ଚଣ୍ଡୀପୁରରେ ବିଦ୍ୟୁତ୍ ବିଭାଗର ଏନଫୋର୍ସମେଣ୍ଟ ଟିମର କର୍ମଚାରୀଙ୍କୁ ମାଡ ମାରିବାର ଭିଡିଓ ଭାଇରାଲ ହେଉଛି । #Bhadrak #OdishaCrime #ElectricityTheft #PowerRaid #ViralVideo #EnforcementTeam #OTV
ଓଟିଭି17,433 views • 1 month ago

ବାରମ୍ବାର ପରୀକ୍ଷା ପେପର୍ ଲିକ୍ ହେଉଥିଲେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ହେଉନି। ପେପର୍ ଲିକ୍ରେ ବଡ଼ ବଡ଼ ଲୋକ ରହିଛନ୍ତି। ଏଣୁ ସରକାର ଚୁପ୍ ରହୁଛନ୍ତି। ନିଟ୍ ୟୁଜି ପରୀକ୍ଷା ବାତିଲ ହେବା ପରେ ବର୍ଷିଛନ୍ତି ଫିଜିକ୍ସ ୱାଲା (ପିଡବ୍ଲୁ) ସିଇଓ ଅଲଖ ପାଣ୍ଡେ #NEETUG #PaperLeak #AlakhPandey #PhysicsWallah #OTV
ଓଟିଭି34,899 views • 2 months ago
1:40
Sensitive content
This media may contain sensitive content.

‘ଦୟାକରି ତେଲ ଦେଇଦିଅ, ମୁଁ ଗାଁକୁ ପଳେଇବି.. ସ୍ମାର୍ଟ ସିଟି ମୋର ଦରକାର ନାହିଁ.. ଏ ଭୁବନେଶ୍ୱରରେ ପେଟ୍ରୋଲ ନାହିଁ, ଗ୍ୟାସ୍ ନାହିଁ କି ଖାଇବାକୁ ନାହିଁ.. ଗାଁରେ କାଠ ଚୁଲି ଆଉ ସାଇକେଲ ଭଲ’- କିଛି ଏପରି କହିଲେ ରାଜଧାନୀରେ ପେଟ୍ରୋଲ ପାଇଁ ଲାଇନ୍ରେ ଅପେକ୍ଷା କରିଥିବା ଜଣେ ଗ୍ରାହକ #Bhubaneswar #PetrolShortage #FuelCrisis #LongQueues #OTV
ଓଟିଭି31,995 views • 2 months ago
