
ଓଟିଭି
@otvkhabar • 898,864 subscribers
ଖବର ଆମର, ନିଷ୍ପତ୍ତି ଆପଣଙ୍କର We Report, You Decide FB: https://t.co/Eo3M4tUUVk INSTA: https://t.co/ShNzvnEvHo YT: https://t.co/cXHzPNfXzk
Shorts
Videos

‘ଦୟାକରି ତେଲ ଦେଇଦିଅ, ମୁଁ ଗାଁକୁ ପଳେଇବି.. ସ୍ମାର୍ଟ ସିଟି ମୋର ଦରକାର ନାହିଁ.. ଏ ଭୁବନେଶ୍ୱରରେ ପେଟ୍ରୋଲ ନାହିଁ, ଗ୍ୟାସ୍ ନାହିଁ କି ଖାଇବାକୁ ନାହିଁ.. ଗାଁରେ କାଠ ଚୁଲି ଆଉ ସାଇକେଲ ଭଲ’- କିଛି ଏପରି କହିଲେ ରାଜଧାନୀରେ ପେଟ୍ରୋଲ ପାଇଁ ଲାଇନ୍ରେ ଅପେକ୍ଷା କରିଥିବା ଜଣେ ଗ୍ରାହକ #Bhubaneswar #PetrolShortage #FuelCrisis #LongQueues #OTV
ଓଟିଭି31,842 просмотров • 21 дней назад

ବାରମ୍ବାର ପରୀକ୍ଷା ପେପର୍ ଲିକ୍ ହେଉଥିଲେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ହେଉନି। ପେପର୍ ଲିକ୍ରେ ବଡ଼ ବଡ଼ ଲୋକ ରହିଛନ୍ତି। ଏଣୁ ସରକାର ଚୁପ୍ ରହୁଛନ୍ତି। ନିଟ୍ ୟୁଜି ପରୀକ୍ଷା ବାତିଲ ହେବା ପରେ ବର୍ଷିଛନ୍ତି ଫିଜିକ୍ସ ୱାଲା (ପିଡବ୍ଲୁ) ସିଇଓ ଅଲଖ ପାଣ୍ଡେ #NEETUG #PaperLeak #AlakhPandey #PhysicsWallah #OTV
ଓଟିଭି34,755 просмотров • 23 дней назад

ବିଚ୍ ରାସ୍ତାରେ କଟୁରୀରେ ହାଣିଥିଲା। ୫ ଘଣ୍ଟା ଭିତରେ ଅଭିଯୁକ୍ତ ଜଗା ସାହୁକୁ ଏନକାଉଣ୍ଟର, ଦୁଇ ଆଣ୍ଠୁରେ ବାଜିଛି ଗୁଳି। #BrahmapurEncounter #JagaSahuEncounter #BerhampurPoliceEncounter #OdishaEncounter #BauriSukunda #PoliceEncounter #JagaSahu #OdishaCrime #ViralVideoEncounter #BerhampurNews #OTV
ଓଟିଭି10,507 просмотров • 11 дней назад

ସାଧାରଣ ଲୋକଙ୍କୁ ପୁଣି ଥରେ ସରକାରୀ ଅଧିକାରୀଙ୍କ ଦୁର୍ବ୍ୟବହାର ଦେଖନ୍ତୁ ଭାଇରାଲ ଭିଡ଼ିଓ। #GovtOffice #Misbehave #ViralVideo #Odisha #OTV
ଓଟିଭି15,037 просмотров • 22 дней назад

ପେଟ୍ରୋଲ ପାଇଁ ଲାଗିଛି ଲମ୍ବା ଲାଇନ୍। ଧାଡ଼ି ଏତେ ଲମ୍ବା ଯେ ତେଲ ପକାଇଲା ବେଳକୁ ରାତି ପାହିଯିବ । ପଟିଆ ଛକର ଦେଖନ୍ତୁ ଏ ଦୃଶ୍ୟ... #FuelRush #PatiaChhak #PetrolPump #FuelShortage #PetrolCrisis #LongQueue #PatiaFuelRush #BhubaneswarTraffic #FuelPanic #Bhubaneswar #Odisha #OdishaTV #OTV
ଓଟିଭି13,120 просмотров • 21 дней назад

ଦିନରେ ଯେଉଁ ଭଳି ଭାବରେ ଶ୍ରୀମନ୍ଦିର ଦୃଶ୍ୟମାନ ହୋଇଥାଏ ସେହିଭଳି ଶ୍ରୀମନ୍ଦିର ରାତିରେ ଦେଖାଯିବ। ସେଥିପାଇଁ ୧୭ ରୁ ୧୮ କୋଟି ଖର୍ଚ୍ଚରେ ସ୍ବତନ୍ତ୍ର ଆଲୋକୀକରଣ କରାଯିବ। #OdishaHeritage #Project #Puri #TempleLighting #CulturalHeritage #ShreeMandir #Illumination #JagannathTemple#OdishaTV #OTV
ଓଟିଭି22,667 просмотров • 1 месяц назад

#ପାଣ୍ଡିଆନଙ୍କ_ଉପରେ_ବର୍ଷିଲେ_ହରି କାହିଁକି , କ’ଣ ପାଇଁ ମୋତେ ଟ୍ରୋଲ କରାଯାଉଛି.....ମୁଁ ଜାଣିନାହିଁ। ମୋତେ ପାଣ୍ଡିଆନଙ୍କ ଭକ୍ତ ହିଁ ଟ୍ରୋଲ କରୁଛନ୍ତି.. ଏହା ଛଡ଼ା ଦ୍ୱିତୀୟ ଲୋକ କେହି ବି ନୁହେଁ। ହାସ୍ୟ ଅଭିନେତା ତଥା ବିଜେପି ନେତା ହରିହର ମହାପାତ୍ର ଆଉ କ’ଣ କହିଛନ୍ତି ଶୁଣନ୍ତୁ। #HariharMohapatra #RatnaBhandar #SocialMediaTrolls #JagannathTemple #OTV
ଓଟିଭି12,948 просмотров • 1 месяц назад

ଆମେ ୫ ବର୍ଷରେ ଦେଢ ଲକ୍ଷ ନିଯୁକ୍ତି ଦେବୁ। ସରକାରକୁ ଆସିବାର ୨୨ ମାସ ମଧ୍ୟରେ ୪୪ ହଜାର ସରକାରୀ ନିଯୁକ୍ତି ଦେଇ ସାରିଲୁଣି। ଆମ ସରକାର କଥାରେ ନୁହେଁ କାମରେ ବିଶ୍ବାସ କରେ - ମୋହନ ଚରଣ ମାଝୀ। #OdishaJobs #MohanMajhi #IndiaJobs_JobFair #BhubaneswarEvent #KalingaStadium #JobCreation #GovernmentJobs #OTV
ଓଟିଭି11,914 просмотров • 1 месяц назад