
ଓଟିଭି
@otvkhabar • 899,992 subscribers
ଖବର ଆମର, ନିଷ୍ପତ୍ତି ଆପଣଙ୍କର We Report, You Decide FB: https://t.co/Eo3M4tUUVk INSTA: https://t.co/ShNzvnEvHo YT: https://t.co/cXHzPNfXzk
Videos

ଜୟଦେବ ବିହାର-ନନ୍ଦନକାନନ ରାସ୍ତା ୮ ଲେନ୍ ପାଇଁ କ୍ୟାବିନେଟ୍ ମଞ୍ଜୁରୀ...ବର୍ତ୍ତମାନ ଥିବା ୬ ଲେନ୍ ରାସ୍ତାକୁ ୮ ଲେନ୍ କରାଯିବ....ସାଢ଼େ ୯ କିମି ରାସ୍ତା ପାଇଁ ମୋଟ୍ ବ୍ୟୟ ଅଟକଳ ୯୪୯ କୋଟି ୩୫ ଲକ୍ଷ #JayadevBiharNandankanan #8LaneRoad #RoadUpgrade #OdishaInfrastructure #CabinetApproval #Bhubaneswar #OTV
ଓଟିଭି19,517 次观看 • 20 天前

#କାଲି_ଅଫିସରଙ୍କୁ_ମାଡ଼_ମାରିଥିଲେ #ଆଜି_ତାର_କାଟି_ନେଇଗଲେ ବିଦ୍ୟୁତ ବିଭାଗର ଏନଫୋର୍ସମେଣ୍ଟ ଟିମକୁ ଆକ୍ରମଣ ପରେ ବିଦ୍ୟୁତ ବିଭାଗ ପକ୍ଷରୁ ସମ୍ପୄକ୍ତ ବ୍ୟକ୍ତି ଘରୁ ବିଦ୍ୟୁତ ମିଟର ଓ ତାର ଖୋଲି ଆଣିବା ସହ ନୋଟିସ ଜାରି ହୋଇଛି। ଆଉ ଆଗାମୀ ଦିନରେ ସେ ଘରକୁ ବିଦ୍ୟୁତ ସଂଯୋଗ ଦିଆଯିବ ନାହିଁ ବୋଲି କାନ୍ଥରେ ନୋଟିସ ମରାଯାଇଛି। #Bhadrak #PowerTheft #ElectricityDepartment #BhadrakPowerTheft #ElectricityDepartment_Odisha #OTV
ଓଟିଭି21,504 次观看 • 29 天前

#ଚପଲ_ବହ୍ଲାରେ_ସେକି_ଦେଇଗଲେ ବାରମ୍ବାର ବିଦ୍ୟୁତ୍ ଚୋରି କରି ଲାଇନ୍ ଜାଳୁଥିଲେ, ଦୁଇ ଥର ଧରା ପଡ଼ିବା ପରେ ଫାଇନ ମଧ୍ୟ ଦେଇଥିଲେ। ଗତ ଜୁନ ୧୯ ତାରିଖରେ ତୃତୀୟ ଥର ଚୋରି କରି ହୁକ ପକାଇ ବିଦ୍ୟୁତ ଜଳାଉଥିବା ବେଳେ ବିଦ୍ୟୁତ୍ ବିଭାଗର ଏନଫୋର୍ସମେଣ୍ଟ ଟିମ ଚଢାଉ କରିବାରୁ ତାଙ୍କୁ ଗାଳି ଗୁଲଜ କରିବା ସହ ନିସ୍ତୁକ ମାଡ ମଧ୍ୟ ମାରିଲେ । ଭଦ୍ରକ ବନ୍ତ ଥାନା ଅଧୀନ ଚଣ୍ଡୀପୁରରେ ବିଦ୍ୟୁତ୍ ବିଭାଗର ଏନଫୋର୍ସମେଣ୍ଟ ଟିମର କର୍ମଚାରୀଙ୍କୁ ମାଡ ମାରିବାର ଭିଡିଓ ଭାଇରାଲ ହେଉଛି । #Bhadrak #OdishaCrime #ElectricityTheft #PowerRaid #ViralVideo #EnforcementTeam #OTV
ଓଟିଭି17,433 次观看 • 1 个月前
1:40
Sensitive content
This media may contain sensitive content.

‘ଦୟାକରି ତେଲ ଦେଇଦିଅ, ମୁଁ ଗାଁକୁ ପଳେଇବି.. ସ୍ମାର୍ଟ ସିଟି ମୋର ଦରକାର ନାହିଁ.. ଏ ଭୁବନେଶ୍ୱରରେ ପେଟ୍ରୋଲ ନାହିଁ, ଗ୍ୟାସ୍ ନାହିଁ କି ଖାଇବାକୁ ନାହିଁ.. ଗାଁରେ କାଠ ଚୁଲି ଆଉ ସାଇକେଲ ଭଲ’- କିଛି ଏପରି କହିଲେ ରାଜଧାନୀରେ ପେଟ୍ରୋଲ ପାଇଁ ଲାଇନ୍ରେ ଅପେକ୍ଷା କରିଥିବା ଜଣେ ଗ୍ରାହକ #Bhubaneswar #PetrolShortage #FuelCrisis #LongQueues #OTV
ଓଟିଭି31,995 次观看 • 2 个月前
