
Pravati Parida
@PravatiPOdisha • 43,775 subscribers
Deputy Chief Minister,Govt. of Odisha | MLA Nimapara Constituency | Proud Member of Bharatiya Janata Party.
Videos

ମୁଁ ଶ୍ରୀମତୀ ପ୍ରଭାତୀ ପରିଡା, ଈଶ୍ୱରଙ୍କ ନାମରେ ଶପଥ କରୁଅଛି ଯେ ....
Pravati Parida107,853 views • 2 years ago

ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଭରତପୁର ଥାନାରେ ନିର୍ଯାତନାର ଶିକାର ହୋଇଥିବା ପୀଡିତାଙ୍କୁ ଏମ୍ସରେ ଭେଟି ଘଟଣା ସମ୍ପର୍କରେ ସବୁ ଶୁଣିଲି। ଆମ ସରକାର ମହିଳାଙ୍କ ପ୍ରତି ହେଉଥିବା ଅପରାଧ ପ୍ରତି ଜିରୋ ଟଲେରାନ୍ସ ଘୋଷଣା କରିଛନ୍ତି ତେଣୁ ରିପୋର୍ଟ ତ୍ୱରିତ ଆସିବ ଏବଂ ଦୋଷୀ ଯିଏ କେହି ବି ହେଉ ଦଣ୍ଡ ନିହାତି ପାଇବ ।
Pravati Parida33,300 views • 1 year ago

ବତ୍ତର୍ମାନ ସୁଦ୍ଧା ୯୮ ଲକ୍ଷ ମହିଳା ସୁଭଦ୍ରା କିସ୍ତି ପାଇସାରିଲେଣି। ‘ମାର୍ଚ୍ଚ ୮' ପୂର୍ବରୁ କୋଟିଏ ଛୁଇଁବ ସୁଭଦ୍ରା ହିତାଧିକାରୀ ସଂଖ୍ୟା । ତେବେ ଯେଉଁମାନେ ସୁଭଦ୍ରା କିସ୍ତି ପାଇନାହାନ୍ତି ସେମାନେ ବ୍ୟାଙ୍କ ଯାଇ ଡିବିଟି ଆକ୍ଟିଭ୍ କରିନିଅନ୍ତୁ । #subhadrayojana #ଘରେଘରେସୁଭଦ୍ରା #PravatiParidaDCM #Odisha
Pravati Parida23,174 views • 1 year ago
2:07
Sensitive content
This media may contain sensitive content.

ବିବାହ ପରେ ଝିଅମାନଙ୍କ ଗୋତ୍ର ବଦଳିଯାଏ, ମାମୁଘର ବି ସାତ ପର ହୋଇଯାଏ । କିନ୍ତୁ ମାମୁ ଘର ନାଁ ନେଇ ଶାସନ କରିବାକୁ ସ୍ୱପ୍ନ ଦେଖୁଥିବା ଲୋକ 'ଦିନେ ନାଇଁ କାଳେ ନାହିଁ ଗହ୍ମା ପୁନେଇଁରେ ମାଇଁ ମାଇଁ' ଭଳି କେବଳ ନିଜ ସ୍ୱାର୍ଥ ପାଇଁ ଆସନ୍ତି । ହାତୀ ଦେବି ଘୋଡ଼ା ଦେବି କହି ଏଭଳି ଛଳନା କରୁଥିବା ଅଦିନିଆ ବନ୍ଧୁଙ୍କ ପ୍ରତି ସତର୍କ ରହିବାକୁ ନୂଆପଡ଼ାବାସୀଙ୍କୁ ଅନୁରୋଧ । #nuapadabyelection #Nuapada
Pravati Parida11,772 views • 8 months ago
1:15
Sensitive content
This media may contain sensitive content.

ସମସ୍ତ ଯୋଗ୍ୟ ହିତାଧିକାରୀ ସୁଭଦ୍ରାରେ ସହାୟତା ପାଇବା ନିମନ୍ତେ ବାୟୋମେଟ୍ରିକ ପ୍ରକ୍ରିୟାରେ e-KYC କରିବାକୁ ପଡିବ। ଯେଉଁ ହିତାଧିକାରୀ ମାନେ ସୁଭଦ୍ରା ଅଧୀନରେ e-KYC କରିନାହାନ୍ତି କିମ୍ବା OTP ମାଧ୍ୟମରେ e-KYC କରିଛନ୍ତି ଯାହାଙ୍କର ସଂଖ୍ୟା ପ୍ରାୟ ୫.୧୧ ଲକ୍ଷ ଅଛି, ସେ ସମସ୍ତ ହିତାଧିକାରୀ ମାନଙ୍କୁ ସହାୟତା ପାଇବା ନିମନ୍ତେ ବାୟୋମେଟ୍ରିକ ପ୍ରକ୍ରିୟାରେ e-KYC କରିବାକୁ ପଡିବ। ଅନେକ ହିତାଧିକାରୀ ମୋବାଇଲରେ ପୋର୍ଟାଲ ଖୋଲି Update ମାରିବା ବେଳେ ଭୁଲ ବଶତଃ ସୁଭଦ୍ରା ଯୋଜନାରୁ ଅପ୍ଟ ଆଉଟ (OPT OUT )ହୋଇ ଯାଈଛନ୍ତି। ବର୍ତମାନ ସୁଦ୍ଧା ଅନେକ ଅଭିଯୋଗ ଆମର ହସ୍ତଗତ ହୋଇଛି ତେଣୁ, ଏହି ସମସ୍ୟାକୁ ତର୍ଜମା କରାଯାଇ ବର୍ତ୍ତମାନ ପାଇଁ ଉକ୍ତ ଅପ୍ଟ ଆଉଟ (OPT OUT )ବ୍ୟବସ୍ଥାକୁ ସୁଭଦ୍ରା ପୋର୍ଟାଲରେ ବନ୍ଦ କରାଯାଇଛି ଏବଂ ଉକ୍ତ ସୁଭଦ୍ରା ହିତାଧିକାରୀ ମାନଙ୍କର ସମସ୍ୟାରର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ସହାୟତା ମିଳିବ ତେଣୁ ବ୍ୟସ୍ତ ନହୋଇ ଧର୍ଯ୍ୟ ଧରନ୍ତୁ । #subhadrayojana #Odisha
Pravati Parida19,561 views • 1 year ago

Inauguration of the Odia Restaurant Chillika at Bexleyheath, London. #LONDON
Pravati Parida17,308 views • 1 year ago

