
Pravati Parida
@PravatiPOdisha • 50,425 subscribers
Deputy Chief Minister,Govt. of Odisha | MLA Nimapada Constituency | Proud Member of Bharatiya Janata Party.
Shorts
Videos

ମୁଁ ଶ୍ରୀମତୀ ପ୍ରଭାତୀ ପରିଡା, ଈଶ୍ୱରଙ୍କ ନାମରେ ଶପଥ କରୁଅଛି ଯେ ....
Pravati Parida107,854 Aufrufe • vor 2 Jahren

ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଭରତପୁର ଥାନାରେ ନିର୍ଯାତନାର ଶିକାର ହୋଇଥିବା ପୀଡିତାଙ୍କୁ ଏମ୍ସରେ ଭେଟି ଘଟଣା ସମ୍ପର୍କରେ ସବୁ ଶୁଣିଲି। ଆମ ସରକାର ମହିଳାଙ୍କ ପ୍ରତି ହେଉଥିବା ଅପରାଧ ପ୍ରତି ଜିରୋ ଟଲେରାନ୍ସ ଘୋଷଣା କରିଛନ୍ତି ତେଣୁ ରିପୋର୍ଟ ତ୍ୱରିତ ଆସିବ ଏବଂ ଦୋଷୀ ଯିଏ କେହି ବି ହେଉ ଦଣ୍ଡ ନିହାତି ପାଇବ ।
Pravati Parida33,300 Aufrufe • vor 2 Jahren

ବତ୍ତର୍ମାନ ସୁଦ୍ଧା ୯୮ ଲକ୍ଷ ମହିଳା ସୁଭଦ୍ରା କିସ୍ତି ପାଇସାରିଲେଣି। ‘ମାର୍ଚ୍ଚ ୮' ପୂର୍ବରୁ କୋଟିଏ ଛୁଇଁବ ସୁଭଦ୍ରା ହିତାଧିକାରୀ ସଂଖ୍ୟା । ତେବେ ଯେଉଁମାନେ ସୁଭଦ୍ରା କିସ୍ତି ପାଇନାହାନ୍ତି ସେମାନେ ବ୍ୟାଙ୍କ ଯାଇ ଡିବିଟି ଆକ୍ଟିଭ୍ କରିନିଅନ୍ତୁ । #subhadrayojana #ଘରେଘରେସୁଭଦ୍ରା #PravatiParidaDCM #Odisha
Pravati Parida23,186 Aufrufe • vor 1 Jahr
2:07
Sensitive content
This media may contain sensitive content.

ଆଜି #OCAC ଟାୱାର ଠାରେ 'ସୁଭଦ୍ରା' କଲ ସେଣ୍ଟର ଉଦଘାଟନ କଲି ସୁଭଦ୍ରା ଫର୍ମ ଦାଖଲର କୌଣସି ଶେଷ ତାରିଖ ନାହିଁ। ଶେଷ ଯୋଗ୍ୟ ହିତାଧିକାରୀ ଦାଖଲ କରିବା ଯାଏଁ ଫର୍ମ ଗ୍ରହଣ ହେବ ସୁଭଦ୍ରା ଯୋଜନା ସମ୍ବନ୍ଧରେ ଅଧିକ ତଥ୍ୟ ଜାଣିବା ପାଇଁ ଆମର ଟୋଲଫ୍ରି ନଂ - ୧୪୬୭୮ କୁ ସକାଳ ୬ରୁ ରାତ୍ରି ୧୦ ଘଟିକା ମଧ୍ୟରେ ଫୋନ କରି ଅଧିକ ତଥ୍ୟ ବୁଝିପାରିବେ
Pravati Parida24,674 Aufrufe • vor 2 Jahren
1:15
Sensitive content
This media may contain sensitive content.

ସମସ୍ତ ଯୋଗ୍ୟ ହିତାଧିକାରୀ ସୁଭଦ୍ରାରେ ସହାୟତା ପାଇବା ନିମନ୍ତେ ବାୟୋମେଟ୍ରିକ ପ୍ରକ୍ରିୟାରେ e-KYC କରିବାକୁ ପଡିବ। ଯେଉଁ ହିତାଧିକାରୀ ମାନେ ସୁଭଦ୍ରା ଅଧୀନରେ e-KYC କରିନାହାନ୍ତି କିମ୍ବା OTP ମାଧ୍ୟମରେ e-KYC କରିଛନ୍ତି ଯାହାଙ୍କର ସଂଖ୍ୟା ପ୍ରାୟ ୫.୧୧ ଲକ୍ଷ ଅଛି, ସେ ସମସ୍ତ ହିତାଧିକାରୀ ମାନଙ୍କୁ ସହାୟତା ପାଇବା ନିମନ୍ତେ ବାୟୋମେଟ୍ରିକ ପ୍ରକ୍ରିୟାରେ e-KYC କରିବାକୁ ପଡିବ। ଅନେକ ହିତାଧିକାରୀ ମୋବାଇଲରେ ପୋର୍ଟାଲ ଖୋଲି Update ମାରିବା ବେଳେ ଭୁଲ ବଶତଃ ସୁଭଦ୍ରା ଯୋଜନାରୁ ଅପ୍ଟ ଆଉଟ (OPT OUT )ହୋଇ ଯାଈଛନ୍ତି। ବର୍ତମାନ ସୁଦ୍ଧା ଅନେକ ଅଭିଯୋଗ ଆମର ହସ୍ତଗତ ହୋଇଛି ତେଣୁ, ଏହି ସମସ୍ୟାକୁ ତର୍ଜମା କରାଯାଇ ବର୍ତ୍ତମାନ ପାଇଁ ଉକ୍ତ ଅପ୍ଟ ଆଉଟ (OPT OUT )ବ୍ୟବସ୍ଥାକୁ ସୁଭଦ୍ରା ପୋର୍ଟାଲରେ ବନ୍ଦ କରାଯାଇଛି ଏବଂ ଉକ୍ତ ସୁଭଦ୍ରା ହିତାଧିକାରୀ ମାନଙ୍କର ସମସ୍ୟାରର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ସହାୟତା ମିଳିବ ତେଣୁ ବ୍ୟସ୍ତ ନହୋଇ ଧର୍ଯ୍ୟ ଧରନ୍ତୁ । #subhadrayojana #Odisha
Pravati Parida19,561 Aufrufe • vor 1 Jahr