
🦋šrαdhα🦋
@princess_sradha • 19,895 subscribers
Follow back doesn't matter କିନ୍ତୁ ସମ୍ପର୍କ ଟା ଥାଉ❤️ ଇଶ୍ଵର ବିଶ୍ବାସୀ 🙏ଗର୍ବ ରେ କୁହେ ମୁଁ ଓଡ଼ିଆ🙏 ଫଟୋ ଭରା ମୋ ଟୁଇଟର ପଡିଆ🥰 #ଜୟଜଗନ୍ନାଥ 🙏
Videos

ଭିଡ଼ିଓ ରେ ଦେଖନ୍ତୁ ସେ ହୋଟେଲର କର୍ମଚାରୀ ମନା କରିବା ସତ୍ତ୍ବେ ସେମାନେ କିପରି ଡାଇନିଂ ଟେବୁଲ ଉପେର ମହାପ୍ରସାଦ ବାଢ଼ି ଗୋଡ଼ ହଲେଇ ମୋବାଇଲ ଚଲାଇ ପାଉଛନ୍ତି..ଆଉ ତହୁଁ ବଡ଼ ସେ ବ୍ରାହ୍ମଣ ମହାଶୟ ଯିଏ ମହାପ୍ରସାଦ ତାଙ୍କୁ ବାଢ଼ିକି ଦେଇଛନ୍ତି।ଆଉ ସେ ଦାଢ଼ିଆ ବାବା ସବୁ ଦେଖି ମଧ୍ଯ ଚୁପ ହୋଇ ଠିଆ ହୋଇଛନ୍ତି।ଦୋଷ କାହାକୁ ଦେବେ?
🦋šrαdhα🦋35,396 просмотров • 1 год назад
Больше нет контента для загрузки

