
Sudarsan Das
@sudarsandasINC • 3,557 subscribers
Member AICC l Chairperson @RGPRSinc Odisha | Former INC Candidate of Jaleshwar MLA constituency | Convenor Mahanadi Bachao Andolan & Agami Odisha |
Shorts
Videos

ଏହି ଭିଡ଼ିଓଟି ଦୁଇ/ଅଢେଇ ବର୍ଷ ତଳର l ଓଡିଶା ସରକାରୀ ଆଉଟ ସୋର୍ସିଙ୍ଗ କର୍ମଚାରୀ ମାନଙ୍କ ଆନ୍ଦୋଳନରେ ଯୋଗ ଦେଇଥିଲେ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ l ସେତେବେଳେ ସେ ଥିଲେ ବିଧାନସଭାରେ ବିଜେପି ଦଳର ମୁଖ୍ୟ ସଚେତକ l ଆଉଟ ସୋର୍ସିଙ୍ଗ କର୍ମଚାରୀଙ୍କ ଦାବିକୁ କେବଳ ସମର୍ଥନ କରିନଥିଲେ, ସେଗୁଡିକୁ ମୁଖସ୍ଥ କରିଛନ୍ତି ବୋଲି କହିଥିଲେ l ଏହି ଭିଡ଼ିଓଟି ତାର ପ୍ରମାଣ l ସେତେବେଳର ମୁଖ୍ୟ ସଚେତକ ଏବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ l ଏତେ କମ ଦିନ ଭିତରେ ସେ ମୁଖସ୍ଥ କରିଥିବା କଥା ଗୁଡିକୁ ଭୁଲିଗଲେ କେମିତି? Mohan Charan Majhi ଙ୍କୁ ଅନୁରୋଧ, ଆପଣ ନିଜେ କହିଥିବା କଥାକୁ ନଭୂଲି ଏହି କୁତ୍ସିତ ପ୍ରଥା କୁ ବନ୍ଦ ଜରନ୍ତୁ l ଆପଣ ସବୁ ଦିନ ମୁଖ୍ୟମନ୍ତ୍ରୀ ରହିବେ ନାହିଁ l କିନ୍ତୁ ସବୁ ଦିନ ପାଇଁ ଆପଣଙ୍କୁ ଓଡିଶା ମନେ ରଖିବ ଯଦି 70 ହଜାର କର୍ମଚାରୀଙ୍କୁ ଏହି ଗୋତି ପ୍ରଥାରୁ ମୁକ୍ତି ଦେବେ l ଭୁବନେଶ୍ୱରର ରାଜ ରାସ୍ତାରେ ସେମାନେ 9 ଦିନ ହେଲା ଖରା କାକର ରେ ବସିଛନ୍ତି l ସେମାନଙ୍କ କଥା ଟିକେ ଶୁଣନ୍ତୁ l ସେମାନଙ୍କୁ ଡାକି ତାଙ୍କ ସହିତ କଥା ହୁଅନ୍ତୁ l ସେମାନଙ୍କୁ ହେୟ ମଣନ୍ତୁ ନାହିଁ l
Sudarsan Das13,587 Aufrufe • vor 6 Monaten
Keine weiteren Inhalte verfügbar