
Swayam Prakash
@swayam4Odisha • 34,448 subscribers
Social Media Cell @bjd_odisha याचना नहीं, अब रण होगा... ବିଜୟକୁ ନେଇ ଉଲ୍ଲସିତ ହୁଅନି, ପରାଜୟ ବିବ୍ରତ କରିବନି #କର୍ମଯୋଗ
Shorts
Videos

ମୁଁ ମୋ ସଚିବ ପାଣ୍ଡିଆନ ବାବୁଙ୍କୁ ଆପଣଙ୍କ ସୁଖ ଦୁଃଖ ବୁଝିବାକୁ ପଠାଇଛି : Naveen Patnaik
Swayam Prakash50,543 Aufrufe • vor 3 Jahren

ଓଡିଶାକୁ ଆଗୁଆ ଜିଲ୍ଲା ଭାବେ ପରିଣତ କରିବାକୁ କାର୍ଯ୍ୟ କରୁଛନ୍ତି ମୁଖ୍ୟମନ୍ତ୍ରୀ ମହୋଦୟ
Swayam Prakash14,556 Aufrufe • vor 1 Jahr

ଦେଶରେ ରୋଜଗାର ଦେବାରେ #Odisha ଆଗରେ। ମିଶନ ଶକ୍ତି ଜରିଆରେ ମହିଳା ସଶକ୍ତୀକରଣ, MGNREGAରେ ସର୍ବାଧିକ କାର୍ଯ୍ୟ, 'ମୁକ୍ତା'ରେ ସହରାଂଚଳରେ କର୍ମନିଯୁକ୍ତି, ଦକ୍ଷ ମାନବ ସମ୍ବଳ, ଦ୍ରୁତ ଶିଳ୍ପାୟନ, ୫-ଟି ଜରିଆରେ ସ୍ୱଛତାର ସହ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ନିଯୁକ୍ତି ପ୍ରକ୍ରିୟା ଯୋଗୁଁ ରାଜ୍ୟରେ ବେକାରୀ ଦ୍ରୁତ ଗତିରେ ହ୍ରାସ ପାଉଛି ।
Swayam Prakash29,884 Aufrufe • vor 3 Jahren

- ବିଜେପିକୁ କାର୍ତ୍ତିକ ପାଣ୍ଡିଆନଙ୍କ ତୀବ୍ର କଟାକ୍ଷ - ୧୦ ବର୍ଷ କ୍ଷମତାରେ ଥିଲେ, ଚାଷୀ ମନେ ପଡୁ ନଥିଲେ, MSP ମନେ ପଡୁ ନଥିଲା, ଭତ୍ତା ମନେ ପଡୁ ନଥିଲା, ନିର୍ବାଚନ ଆସିଲେ ଚାଷୀ ମନେ ପଡନ୍ତି, ବୁଢାବୁଢୀ ମନେ ପଡନ୍ତି - ଚାହିଁ ଥିଲେ ଭତ୍ତା ୩୦୦ ରୁ ୩୦୦୦ ଟଙ୍କା କରିପାରିଥାନ୍ତେ - MSP ଦୁଇ ଗୁଣ କରିପାରିଥାନ୍ତେ, ନିର୍ବାଚନ ଆସିଲେ ଏବେ ମନେ ପଡୁଛି, ଓଡିଶା ଲୋକଙ୍କୁ ବୋକା ଭାବନ୍ତୁ ନାହିଁ - ୨ କୋଟି ଚାକିରୀ କୁଆଡେ ଗଲା, ଦରଦାମ ଆକାଶ ଛୁଆଁ, ଲଗାମ ନାହିଁ - ମୁଖ୍ୟମନ୍ତ୍ରୀ ଯାହା କହନ୍ତି, ତା’ ଠାରୁ ଅଧିକ କରି ଦେଖାନ୍ତି #NaveenOdisha #JodiSankha
Swayam Prakash19,738 Aufrufe • vor 2 Jahren

ଓଡିଶାକୁ ବଦନାମ କରିବାକୁ, #FakeNews କୁ ମାଧ୍ୟମ କରିଛନ୍ତି ରାଜ୍ୟ ବିଜେପିର ନେତା। #BJPagainstOdisha
Swayam Prakash21,716 Aufrufe • vor 3 Jahren
Keine weiteren Inhalte verfügbar