Swayam Prakash's banner
Swayam Prakash's profile picture

Swayam Prakash

@swayam4Odisha34,448 subscribers

Social Media Cell @bjd_odisha याचना नहीं, अब रण होगा... ବିଜୟକୁ ନେଇ ଉଲ୍ଲସିତ ହୁଅନି, ପରାଜୟ ବିବ୍ରତ କରିବନି #କର୍ମଯୋଗ

Shorts

ଏଥର ଯୋଡି ଶଙ୍ଖ, ଗୋଟେ MLA ପାଇଁ ଗୋଟେ MP ପାଇଁ। #NaveenOdisha

81,348 次观看

ସେବା ଏକ ସ୍ୱତଃସ୍ଫୃତ ସ୍ପୃହା, ଏକ ଅନ୍ତର୍ନିହିତ ଶକ୍ତି। ଯାହା ଲୋକଙ୍କ ପାଇଁ ସଦା ଉତ୍ସର୍ଗୀକୃତ। ସେବା ପାଇଁ ଦରକାର ନାହିଁ ପଦପଦବୀ କି ଲୋଡାନାହିଁ କ୍ଷମତା। ସେହି ସମର୍ପଣର ସମୃଦ୍ଧଶାଳୀ ବ୍ୟବସ୍ଥା ଗଠନରେ ଭି.କେ. ପାଣ୍ଡିଆନ ଏକ ସାଧନା। ସର୍ବଶ୍ରେଷ୍ଠ ଓଡିଶା ଗଠନ ପାଇଁ ଆପଣଙ୍କ ସଂକଳ୍ପକୁ ମହାପ୍ରଭୁ ଜଗନ୍ନାଥ ସାକାର କରନ୍ତୁ। #JayJagannath🙏

68,979 次观看

ସତ ସବୁବେଳେ ସତ। ଯେଉଁମାନେ ଭିଡିଓକୁ ଏଡିଟ କରି ମିଛ ପ୍ରଚାର କରୁଛନ୍ତି ଆଉ ଯେଉଁମାନେ ଶୋଚନୀୟ ପରାଜୟ ଭୟରେ #FakeVideo ଧରି ଅପପ୍ରଚାର ଚଳାଇଛନ୍ତି, ମହାପ୍ରଭୁ ଶ୍ରୀ ଜଗନ୍ନାଥ ସେମାନଙ୍କୁ ସଦବୁଦ୍ଧି ଦିଅନ୍ତୁ। ଏହି ଭିଡିଓ ଦେଖିଲା ପରେ ଯଦି ସେମାନେ କ୍ଷମା ମାଗୁନାହାନ୍ତି ଜାଣିବେ, ସେମାନଙ୍କର ଅସଲ ମାନସିକତା କଣ ଜୟ ଜଗନ୍ନାଥ 🙏

37,227 次观看

ମୁକେଶ ମହାଲିଙ୍ଗ ମହୋଦୟ ହେଉଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ, ଗୃହକୁ ସୁରୁଖୁରୁରେ ଚଳାଇବାରେ ମନ୍ତ୍ରୀ ମହାଶୟଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ହେଲେ ଗୃହରେ ବିଶୃଙ୍ଖଳା ସୃଷ୍ଟି ପାଇଁ ଯେଉଁଭଳି ସେ ନିଜ ଦଳର ବିଧାୟକଙ୍କୁ ଉସୁକାଇଲେ ଏବଂ ଯେଉଁଭଳି ଶବ୍ଦ ଉଚ୍ଚାରଣ କଲେ ଲାଗୁଛି ସେ ସଂସଦୀୟ ପରମ୍ପରା ଓ ଏହାର ଗରିମା ଭୁଲିଗଲେଣି।

26,481 次观看

କେତେ ଆଉ ତଳକୁ ଖସିବ ବିଜେପି। ମୈଦାନରେ ଲଢ଼ିବା ପାଇଁ ଯାହାର ସାହାସ ନଥିବ, ସେଇମାନେ ହିଁ ଏଭଳି ଅପପ୍ରଚାର କରନ୍ତି। ମହାପ୍ରଭୁ ଜଗନ୍ନାଥ ଏମାନଙ୍କୁ ସଦବୁଦ୍ଧି ଦିଅନ୍ତୁ। #NaveenOdisha

10,738 次观看

Videos

没有更多内容可加载