#barabaticuttack

ଆଉଟ୍ ସୋର୍ସିଂ ପୋଷ୍ଟ ଗୁଡ଼ିକରେ ନିଯୁକ୍ତି, ପେ ସ୍କେଲ, ସମାନ କାମ ପାଇଁ ସମାନ ଦରମା ପରି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ଆଗରୁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ଏପର୍ଯ୍ୟନ୍ତ ପୂରଣ କରାଯାଇ ନାହିଁ। ଏହାକୁ ନେଇ ଗୃହରେ ସରକାରଙ୍କୁ ପ୍ରଶ୍ନ କରିଥିଲି। #outsourcing #payscale #equalwork #recruitment #barabaticuttack #sofiafirdous
Sofia Firdous61,650 次观看 • 1 年前

ପବିତ୍ର ମହାଶିବରାତ୍ରି ଉପଲକ୍ଷେ କଟକର ବିଭିନ୍ନ ଶିବାଳୟ ଠାରେ ଆୟୋଜିତ ଜାଗର ମହୋତ୍ସବ ତଥା ସାଂସ୍କୃତିକ କାର୍ଯକ୍ରମରେ ଯୋଗ ଦେଇଥିଲି। କାର୍ଯ୍ୟକ୍ରମରେ ଭୋଳାନାଥଙ୍କ ଆଶୀର୍ବାଦ ସହ ଜଗତ କଲ୍ୟାଣ କାମନା କରିଥିଲି। #mahashivratri #bholenath #events #culturalprograms #culture #odisha #cuttack #barabaticuttack #sofiafirdous
Sofia Firdous22,239 次观看 • 1 年前

୮ ବର୍ଷ ପୂର୍ବରୁ ଜିଏସଟିକୁ କମ୍ କରିବା ସହ ଜିଏସଟିରେ ସଂସ୍କାର ଆଣିବା ପାଇଁ ସ୍ୱର ଉଠାଇ ଆସିଛନ୍ତି କଂଗ୍ରେସର ସର୍ବୋଚ୍ଚ ନେତୃତ୍ଵ ଶ୍ରୀ ରାହୁଲ୍ ଗାନ୍ଧୀଜୀ। ଯାହାକୁ ବୁଝିବାକୁ ସରକାରଙ୍କୁ ୮ ବର୍ଷ ଲାଗିଗଲା। ଏବେ ଯେଉଁ ସବୁ କରଦାତା ଅତ୍ୟଧିକ ଟ୍ୟାକ୍ସ ଦେଇଛନ୍ତି ତାହାକୁ ସରକାର ଫେରସ୍ତ କରିବେ କି? #GST #odisha #barabaticuttack #sofiafirdous
Sofia Firdous15,156 次观看 • 11 个月前

କଟକ ତଥା ଓଡ଼ିଆ ମାଟିର ଗର୍ବ ରୂପା ତାରକସି କାମ। ଏହି ଶିଳ୍ପର ଉନ୍ନତି ହେଲେ ରୋଜଗାର ସହ ରାଜ୍ୟ ବାହାରେ ମଧ୍ୟ ଏହାର ପ୍ରଶଂସା ସାଉଁଟିବେ ଓଡ଼ିଆ କାରିଗର। ରାଜ୍ୟ ବଜେଟରେ ଏହି ଶିଳ୍ପ ପ୍ରତି ଧ୍ୟାନ ଦିଆ ଯାଇନି, କିନ୍ତୁ ସରକାର ଏ ଦିଗରେ ଧ୍ୟାନ ଦେବାକୁ ଗୃହରେ ଅନୁରୋଧ କରିଥିଲି। #silverfiligree #barabaticuttack #sofiafirdous
Sofia Firdous14,069 次观看 • 2 年前
没有更多内容可加载