#kanaknews

ମନ୍ତ୍ରୀଙ୍କ ବିରୋଧରେ ବଡ଼ ଅଭିଯୋଗ #Odisha #KanakNews #Dhenkanal
Kanak News21,792 görüntüleme • 15 gün önce

#ରାହୁଲ_ବେଲ୍_ବଣ୍ଡ୍ରେ_ଅଛନ୍ତି_ସେ_କଣ_କହିବେ ? କଂଗ୍ରେସ ଆକ୍ଷେପ କରିବାର ସୀମା ଉଲ୍ଲଙ୍ଘନ କରେ । ପ୍ରଧାନମନ୍ତ୍ରୀଙ୍କୁ ଅପଶବ୍ଦ ପ୍ରୟୋଗ କରିଛନ୍ତି । ଶିକ୍ଷାମନ୍ତ୍ରୀଙ୍କୁ ରାହୁଲ ଗାନ୍ଧୀ କ୍ରିମିନାଲ କହୁଛନ୍ତି । ଆମ ସାଂସଦଙ୍କୁ ଧକ୍କା ମାରିଥିଲେ, ସେ କଣ କହିବେ : ମନ୍ତ୍ରୀ #Odisha #KanakNews #ragulgandhi
Kanak News29,527 görüntüleme • 23 gün önce

ପୂର୍ବତନ ମୁଖ୍ୟମନ୍ତ୍ରୀ ୧୫ ବର୍ଷ ଏକୁଟିଆ ଶାସନ କରିଛନ୍ତି । ବିଜେଡି ସରକାରକୁ ଦୁର୍ନୀତି ଗ୍ରାସ କରିକି ରଖିଥିଲା । ସବୁ ସ୍କାମ୍ ସେବେ ହୋଇଥିଲା । ତାଙ୍କ ଭୁଲ୍ ସୁଧାରିବାକୁ ଆମକୁ ବର୍ଷେ ଲାଗିଗଲା : ପୃଥ୍ୱୀରାଜ ହରିଚନ୍ଦନ, ଆଇନ ମନ୍ତ୍ରୀ #NaveenPatnaik #Odisha #Politics #KanakNews #PrithivirajHarichandan
Kanak News32,550 görüntüleme • 27 gün önce

#୫_ଟଙ୍କାରେ_ଶାଢ଼ି ଦ୍ରୌପଦୀ ଯୋଜନାରେ ମହିଳାଙ୍କୁ ମିଳୁଛି ଶାଢ଼ି । ତାହା ପୁଣି ମାତ୍ର ୫ ଟଙ୍କାରେ #Balasore #Odisha #KanakNews
Kanak News22,880 görüntüleme • 21 gün önce

ଥାର୍ଡପାର୍ଟି ଇନସ୍ୟୁରାନ୍ସ କଣ ବୁଝାଇଦେଲେ ମନ୍ତ୍ରୀ #OdishaMinister #Odisha #KanakNews
Kanak News17,107 görüntüleme • 20 gün önce