#missionshakti

Celebrating the 7th Anniversary of #MissionShakti! The successful Anti-satellite test is a technological milestone that showcased India’s growing prowess in the fourth dimension of modern warfare, while strengthening the nation’s strategic deterrence in space and marking a significant step towards Aatmanirbharta in defence. #MissionShakti #SpaceSecurity #ASAT
DRDO41,520 views • 4 months ago

गर मुमकिन,तो मिलकर हाथ बढ़ाओं #बेटी_बचाओं #बेटी_पढ़ाओं #NationalWomensDay के अवसर पर #महोबा_महोत्सव में मेरे द्वारा #नारी_सम्मान को समर्पित स्वरचित कविता🙏🏻 #Mahoba #Charkhari #Dmmahoba #womenempowerment #women #राष्ट्रीय_महिला_दिवस #महिला_शक्ति #MissionShakti #NariShakti #poetry
Shweta Pandey PCS91,318 views • 3 years ago

ମିଶନ ଶକ୍ତି ମା'ମାନେ ସାଜୁଛନ୍ତି ନୂଆ ଓଡ଼ିଶାର ପରିଚୟ। ବିଭିନ୍ନ ପ୍ରକାର କାର୍ଯ୍ୟ ସମ୍ପାଦନ ସୁଚାରୁ ଭାବେ କରି ସେମାନେ ଉଦାହରଣ ସୃଷ୍ଟି କରୁଛନ୍ତି। ୭୦ ଲକ୍ଷ ସଶକ୍ତ ମା'ମାନଙ୍କୁ ନେଇ Mission Shakti ଏବେ ମହାଶକ୍ତିରେ ପରିଣତ ହୋଇଛି। ମା'ମାନଙ୍କ ହାତରେ ଓଡ଼ିଶା ପ୍ରଗତିର ଧାରା ଆହୁରି ତ୍ୱରାନ୍ୱିତ ହେଉଛି। #MissionShakti
Naveen Patnaik30,154 views • 3 years ago

ରାଜ୍ୟରେ ଉଦ୍ଘାଟିତ ପ୍ରଥମ 'ଆଦର୍ଶ ମହିଳା ଭେଣ୍ଡିଂ ଜୋନ୍' ମା'ମାନଙ୍କର ଅର୍ଥନୈତିକ ବିକାଶରେ ଆଣିବ ପରିବର୍ତ୍ତନ। ୪୨ଟି ଦୋକାନ ଘର ଥିବା ଏହି ଭେଣ୍ଡିଂଜୋନରେ ବ୍ୟବସାୟ ପାଇଁ ଅତ୍ୟାଧୁନିକ ସୁବିଧା ବ୍ୟବସ୍ଥା ରହିଛି। ମିଶନ ଶକ୍ତି ମହିଳା ତୁଲାଇବେ ଏହାର ପରିଚାଳନା ଦ୍ବାୟିତ୍ୱ। ମା'ମାନେ ଆହୁରି ହେବେ ଆତ୍ମନିର୍ଭରଶୀଳ। #MissionShakti
CMO Odisha19,447 views • 3 years ago
No more content to load



