#odishaonthemove

The maiden direct flight from Dubai to #Bhubaneswar is welcomed at B.P.I Airport, Bhubaneswar with customary water cannons. Direct connectivity with Dubai, which is one of the biggest aviation hubs will open up a direct gateway to the world for the people of #Odisha. #OdishaOnTheMove
CMO Odisha51,199 views • 3 years ago

ନୂଆ ସମ୍ଭାବନା, ନୂଆ ଆତ୍ମବିଶ୍ଵାସର ସହ ଆଗକୁ ବଢ଼ିବେ ଛାତ୍ରଛାତ୍ରୀ। ‘ନବୀନ ଓଡ଼ିଶା ମ୍ୟାଜିକ୍ କାର୍ଡ’ ଛାତ୍ରଛାତ୍ରୀଙ୍କ ପାଇଁ ସୃଷ୍ଟି କରିବ ନୂଆ ସୁଯୋଗ। ଏହି କାର୍ଡ ପାଇଁ ଛାତ୍ରଛାତ୍ରୀ ରେ ପଞ୍ଜିକରଣ କରନ୍ତୁ। ସଶକ୍ତ ଯୁବଶକ୍ତି, ସଶକ୍ତ ଓଡ଼ିଶା ଗଠନରେ ଭାଗିଦାର ହୁଅନ୍ତୁ। #OdishaOnTheMove #NabinOdisha #5T #NuaO
CMO Odisha30,592 views • 2 years ago

The direct flight services between #Bhubaneswar & #Dubai being sponsored by #Odisha is providing seamless connectivity to Odias. The move will open up a new gateway for Odias to the world & have multiplier effect on investment in IT, manufacturing & tourism. #OdishaOnTheMove
CMO Odisha30,526 views • 3 years ago

ରାଜ୍ୟର ଯୁବବର୍ଗଙ୍କୁ ସ୍ୱାବଲମ୍ବୀ କରି ସ୍ଵତନ୍ତ୍ର ଯୁବ ଉଦ୍ୟୋଗୀ ରୂପେ ଗଢିବା ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଛି #ସ୍ୱୟମ୍ ଯୋଜନା ଏହି ଯୋଜନାରେ ଆବେଦନକାରୀ କିପରି ଆବେଦନ କରିବେ, ଆସନ୍ତୁ ଜାଣିବା। ଯୋଜନା ସମ୍ବନ୍ଧୀୟ ବିସ୍ତୃତ ସୂଚନା ରେ ଉପଲବ୍ଧ। #Swayam #OdishaOnTheMove #NabinOdisha
Panchayati Raj and Drinking Water Department11,241 views • 2 years ago

