#outsourcing

ଆଉଟ୍ ସୋର୍ସିଂ ପୋଷ୍ଟ ଗୁଡ଼ିକରେ ନିଯୁକ୍ତି, ପେ ସ୍କେଲ, ସମାନ କାମ ପାଇଁ ସମାନ ଦରମା ପରି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ଆଗରୁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ଏପର୍ଯ୍ୟନ୍ତ ପୂରଣ କରାଯାଇ ନାହିଁ। ଏହାକୁ ନେଇ ଗୃହରେ ସରକାରଙ୍କୁ ପ୍ରଶ୍ନ କରିଥିଲି। #outsourcing #payscale #equalwork #recruitment #barabaticuttack #sofiafirdous
Sofia Firdous61,650 görüntüleme • 1 yıl önce

ବିଗତ ସରକାରରେ ଆଉଟସୋର୍ସିଂକୁ ନେଇ ଯେଉଁ ଆନ୍ଦୋଳନ ଉଠିଥିଲା ତାହା ବର୍ତ୍ତମାନର ସରକାରରେ ମଧ୍ୟ ବଳବତ୍ତର ରହିଛି। ଏବେ ବି ରାଜରାସ୍ତାରେ ସ୍ଥାୟୀ ନିଯୁକ୍ତିକୁ ନେଇ ଆଉଟସୋର୍ସିଂ ସ୍ୱରରେ କମ୍ପୁଛି ଓଡ଼ିଶା। ଏହି ପ୍ରଥାକୁ ସମ୍ପୂର୍ଣ ହଟାଇ ସ୍ଥାୟୀ ନିଯୁକ୍ତି ଦେବାକୁ ଗୃହରେ ଦାବି ରଖିଥିଲି। #outsourcing #employment #odisha #barabaticuttack #sofiafirdous
Sofia Firdous14,953 görüntüleme • 5 ay önce
Daha fazla içerik yok.
