#subarnapur

ଡ୍ରମ ଭିତରେ ମହାପ୍ରଭୁ ଜଗନ୍ନାଥ I ଆପଣ ମାନଙ୍କୁ ଅବିଶ୍ୱାସ ଲାଗୁଥିଲେ ବି ଘଟଣାଟି ସତ I ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ଗୁଳାପଡାରେ I #Subarnapur #LordJagannath #BinikaNews #LordJagannath #UnusualSight #MysteryInWater #OdishaViralNews #OdishaTV #OTV
ଓଟିଭି17,671 просмотров • 1 месяц назад

#ଘର_ଅଗଣାରେ_ବ୍ରହ୍ମକମଳ ଘର ଅଗଣାରେ ଫୁଟିଲା ବ୍ରହ୍ମ କମଳ। ପରିବାରରେ ଖୁସିର ମାହୋଲ । ମହାପ୍ରଭୁଙ୍କ ଅତିପ୍ରୀୟ ବ୍ରହ୍ମକମଳ ହିମାଳୟରେ ଦେଖିବାକୁ ମିଳିଥାଏ। ସୁବର୍ଣ୍ଣପୁର ବୀରମହାରାଜପୁର ମୁଖ୍ୟ ଛକରେ ରହୁଥିବା ବରିଷ୍ଠ ସାମ୍ବାଦିକ ବାସୁଦେବ ପଣ୍ଡାଙ୍କ ଘର ଅଗଣାରେ ଫୁଟିଛି ୪ଟି ବ୍ରହ୍ମ କମଳ । ##BrahmaKamal #Subarnapur #OTV
ଓଟିଭି11,135 просмотров • 1 год назад
Больше нет контента для загрузки
