#subarnapur

#ଘର_ଅଗଣାରେ_ବ୍ରହ୍ମକମଳ ଘର ଅଗଣାରେ ଫୁଟିଲା ବ୍ରହ୍ମ କମଳ। ପରିବାରରେ ଖୁସିର ମାହୋଲ । ମହାପ୍ରଭୁଙ୍କ ଅତିପ୍ରୀୟ ବ୍ରହ୍ମକମଳ ହିମାଳୟରେ ଦେଖିବାକୁ ମିଳିଥାଏ। ସୁବର୍ଣ୍ଣପୁର ବୀରମହାରାଜପୁର ମୁଖ୍ୟ ଛକରେ ରହୁଥିବା ବରିଷ୍ଠ ସାମ୍ବାଦିକ ବାସୁଦେବ ପଣ୍ଡାଙ୍କ ଘର ଅଗଣାରେ ଫୁଟିଛି ୪ଟି ବ୍ରହ୍ମ କମଳ । ##BrahmaKamal #Subarnapur #OTV
ଓଟିଭି11,135 görüntüleme • 1 yıl önce
Daha fazla içerik yok.

