#subhadra
0:59
Sensitive content
This media may contain sensitive content.

ଏବେ ସୁଦ୍ଧା ‘ସୁଭଦ୍ରା’ରେ ୧କୋଟି ୮ ଲକ୍ଷ ମହିଳାଙ୍କ ଆବେଦନ। ମାର୍ଚ୍ଚ ୩୧ରେ ଆବେଦନ ପ୍ରକ୍ରିୟାକୁ ବନ୍ଦ କରି ଘରକୁ ଘର ଯାଇ ସର୍ଭେ ହେବ। ସୁଭଦ୍ରାରୁ ବଞ୍ଚିତ ହିତାଧିକାରୀଙ୍କୁ ଖୋଜାଯିବ ଏବଂ ସର୍ଭେ ପରେ ସୁଭଦ୍ରା ସହାୟତାରୁ ବଞ୍ଚିତ ହୋଇଥିବା ହିତାଧିକାରୀଙ୍କୁ ରକ୍ଷା ବନ୍ଧନରେ ୩ଟି କିସ୍ତି ମିଳିବ। #subhadrayojana #subhadra #ଘରେଘରେସୁଭଦ୍ରା #DCMPravatiParida
Pravati Parida10,561 просмотров • 1 год назад
Больше нет контента для загрузки

