Loading video...

Video Failed to Load

Go Home

#RD_ଛାତ୍ରୀଙ୍କୁ_ତାଗିଦ୍_ନୋଟିସ୍ ବିଜେଡି ରାଲିରେ ସାମିଲ ହୋଇଥିବା ରମାଦେବୀ ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କୁ ନୋଟିସ। ଛାତ୍ରୀମାନଙ୍କୁ ନୋଟିସ୍ କରି ତାଗିଦ୍ କରିଛନ୍ତି ପିଜି କାଉନସିଲ୍ ମୁଖ୍ୟ। #RamaDeviWomenUniversity #Bhubneswar #Odisha #OTV

10 Comments

Jitendra kumar Sahoo's profile picture
Jitendra kumar Sahoo1 year ago

Student hv all rights to join any movement , also we did in our days . Zero “O “ tv don’t politicise it and it may affect there career . Don’t be a biased one , be a respectful Chanel .jai Jagannatha 🙏

proud Odia 💟's profile picture
proud Odia 💟1 year ago

Why student will only suffer @suryabanshibjp bhai.. Why no legal action against principal, who allowed them to attend rallies.. According to source that principal is very close to Mangraj babu... Zero tolerance for this type of audacity dear @SamalManmohan7 bhai 🙏🙏

ଓଡ଼ିଶା ଜନତାଙ୍କ ସ୍ବର's profile picture
ଓଡ଼ିଶା ଜନତାଙ୍କ ସ୍ବର1 year ago

ଏଟା ବୋଧେ ଭିନ୍ନ। ହୋ ଯାହା ତମ ଇଚ୍ଛା ।

ASAP's profile picture
ASAP1 year ago

ABVP bodhe Student re count hau nahanti ,e bsdk news channel kanhiki dekhucha re ,BJP ra mouth piece eta ,odisha re ta nahi au liberal news channel, #Democracy in Danger.

Soumyaranjanswain's profile picture
Soumyaranjanswain1 year ago

କଳା ପାହାଡ଼ ଶାସନ , ଏଠି ସରକାର୍ ବିରୋଧ ରେ ଯିଏ ଆସିଲା ସେ ସରକାରଙ୍କ ଆକ୍ରୋଶ ର ଶିକାର ହେଲା

DEBI PRASAD TRIPATHY's profile picture
DEBI PRASAD TRIPATHY1 year ago

#Boycott_OTV

Santosh Behera's profile picture
Santosh Behera1 year ago

Ame chanhile government change karidebu

Abhijeet Mahapatra's profile picture
Abhijeet Mahapatra1 year ago

🤔🤔🤔🤔.... No freedom 😭

RAJESH KUMAR SWAIN's profile picture
RAJESH KUMAR SWAIN1 year ago

Bjp govt clg re election kariba Indirectly party involve Hebe Besi tk politics hauchi

BYANGA KABI BAIDHAR MAJHI's profile picture
BYANGA KABI BAIDHAR MAJHI1 year ago

ପ୍ରଥମେ ସତର୍କ କରାଗଲା.ସ୍ବାଗତଯୋଗ୍ଯ ପଦକ୍ଷପ

Related Videos

ଜନଜାତି ଭାଇଭଉଣୀଙ୍କ ଶ୍ରେଷ୍ଠ ବନ୍ଧୁ ବିଜେଡି। ବିଜୁ ଜନତା ଦଳର ସରକାରରେ ଆରମ୍ଭ ହୋଇଥିବା ଯୁଗାନ୍ତକାରୀ କାର୍ଯ୍ୟକ୍ରମ ଜନଜାତିଙ୍କ ଜୀବନରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି। ଶଙ୍ଖଭବନରେ ଆୟୋଜିତ ବିଶ୍ୱ ଆଦିମ ଜନଜାତି ଦିବସ ପାଳନ କାର୍ଯ୍ୟକ୍ରମରେ ସାମିଲ ହୋଇ ସଭିଙ୍କୁ ଶୁଭେଚ୍ଛା ଜଣାଇଲି। ଆଦିବାସୀ ଭାଇଭଉଣୀମାନଙ୍କ ଅଧିକାର ଓ ସେମାନଙ୍କ ସଂସ୍କୃତିର ସୁରକ୍ଷା ପାଇଁ ବିଜେଡି ସବୁବେଳ ସେମାନଙ୍କ ସହ ଦୃଢ଼ ଭାବରେ ରହି ଆସିଛି। ବିଜେଡି ସରକାର ସମୟରେ ଆରମ୍ଭ ହୋଇଥିବା 'ସ୍ୱତନ୍ତ୍ର ଉନ୍ନୟନ ପରିଷଦ' ଆଦିବାସୀ କଳା ଓ ସଂସ୍କୃତିର ସୁରକ୍ଷା ପାଇଁ ଥିଲା ଏକ ଅନନ୍ୟ ପଦକ୍ଷେପ। ବିଜେଡି ସରକାରରେ ପଞ୍ଚାୟତକୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଅଧିକାର ପ୍ରଦାନ କରିବା ହେଉ କି ରାଜ୍ୟରେ ହଜାର ହଜାର ହଷ୍ଟେଲ ନିର୍ମାଣ, ଉଚ୍ଚ ଶିକ୍ଷା ପାଇଁ 'ଅନ୍ଵେଷା' କାର୍ଯ୍ୟକ୍ରମ, ଜଙ୍ଗଲ ଜମି ଅଧିକାର ଆଦି ଜନଜାତି ଭାଇଭଉଣୀଙ୍କୁ ବିକାଶ ସହ ଯୋଡ଼ି ପାରିଥିଲା। ଜନଜାତି ଭାଇଭଉଣୀମାନଙ୍କୁ ସଶକ୍ତ କରି ସମ୍ମାନର ସହ ସେମାନଙ୍କ ନିଜ ମାଟିରେ ବାସ କରିବାର ସୁଯୋଗ ସୃଷ୍ଟି କରିବା ଥିଲା ବିଜେଡି ସରକାରର ନୀତି। ଜନଜାତି ଭାଇଭଉଣୀମାନଙ୍କ ସଶକ୍ତିକରଣ କେବଳ ଏକ ପ୍ରତିଶ୍ରୁତି ନ ଥିଲା, ବିଜେଡି ସରକାରର ସବୁ ଜନଜାତି ବିକାଶ କାର୍ଯ୍ୟକ୍ରମର ଏହା ଥିଲା କେନ୍ଦ୍ର ବିନ୍ଦୁ। ଓଡ଼ିଶାର ୧୬୯ଟି ଜନଜାତି ଗୋଷ୍ଠୀକୁ ST ତାଲିକାରେ ସାମିଲ କରିବା ନେଇ ଆମର ଲଢ଼େଇ ଜାରି ରହିବ। ଜନଜାତି ଭାଇଭଉଣୀଙ୍କ ଜ୍ଞାନକୁ ସମ୍ମାନ ଦେବା ସହ ସେମାନଙ୍କ ସଂସ୍କୃତିର ସୁରକ୍ଷା ଦିଗରେ ଆସନ୍ତୁ ଦୃଢ଼ତାର ସହ ଆଗକୁ ବଢ଼ିବା। #IndigenousPeoplesDay #BJDWithOdisha

Naveen Patnaik

24,928 views • 1 month ago