Video wird geladen...
Video konnte nicht geladen werden
ଆଧୁନିକ ସାଧବ ପୁଅ ମାନେ ବାଣିଜ୍ୟ କରିବାକୁ ଯିବା ପୂର୍ବରୁ ବୁଡିଗଲା ଡ଼ଙ୍ଗା 🤔🙄🙆♀️ #KartikaPurnima
53,112 Aufrufe • vor 1 Jahr •via X (Twitter)
10 Kommentare

Alok Ranjan Dalaivor 1 Jahr
ସଂସ୍କୁତି ଓ ପରମ୍ପରା କୁ ପ୍ରଦର୍ଶନ କରିବା ଏବଂ ମନେ ରଖିବା ଉଦେଶ୍ୟ ପ୍ରଶଂଶନୀୟ ଅଟେ! ଡ଼ଙ୍ଗା ବୁଡ଼ି ବା ପୂର୍ବରୁ ଦୃଶ୍ୟଟି କୁ ବି ଆପଣ ଏଠି ସୁନ୍ଦର ଭାବରେ ଜଣାଇ ପାରିଥାନ୍ତେ ! ଆଧୁନିକତା ସହ ଚିନ୍ତା ଧାରା ରେ ବୀ ବହୁତ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି ନୂତନ ପୀଢ଼ି ରେ.

Surbhivor 1 Jahr
ଆଗରୁ କଣ ଏମିତି ଏତେ ଛୋଟ ଡଙ୍ଗାରେ ଏତେ ଲୋକ ଯାଉଥିଲେ ସଜ ସାଜ ହେଇ, ନା ଓଡ଼ିଶା ରୁ ଖାଦ୍ୟ ଶସ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ନେଇ ଯାଇଥିଲେ !! ଦେଖେଇ ହବା, ଫଟୋ ଭିଡ଼ିଓ ନବା ରେ ସବୁ ଏମିତି ହଉଛି ।

arabinda karvor 1 Jahr
ଚିକେନ ଚାଉମିନ ଓ ଚିକେନ ଏଗ ରୋଲ ଖାଇ ଅବସ୍ଥା ଅଛି କି ଆଉ ଶିଆଳ ପାଇଁ 1 ବର୍ଷ ଓ ବାଘ ମିନିମମ ଛ ମାସ ର ଦାନା, ଡ଼ଙ୍ଗା କଣ ଜାହାଜ ବି ଡୁବିଯିବ.

Rashmivor 1 Jahr
ଆଉ ଜଣେ ସାଧବ ଶ୍ରୀଲଙ୍କା ଆଡକୁ ପଳେଇଲେଣି

Ramahari Paridavor 1 Jahr
ଭାଉଜ ମାନେ ଭଲକି ବନ୍ଦାପନା କରିନଥିଲେ😁

S_Kvor 1 Jahr
😂

sudhansu sekhar nayakvor 1 Jahr
ବାଣିଜ୍ୟ ତ ଦୂରର କଥା ଡ଼ଙ୍ଗା ଚଲେଇବା ଏମାନଂକୁ ଜଣା ନାହିଁ 😄😄

Sanu17vor 1 Jahr
ଚାଲିଗଲେ ନାଁ

Badal @Nayakvor 1 Jahr
😄😄😄😄 କେଉଁଠି ଏଇଟା ଘଟିଛି

Biswajitvor 1 Jahr
Hhaha

