Sanghamitra panda's banner
Sanghamitra panda's profile picture

Sanghamitra panda

@sanghamitra_jr21,792 subscribers

PR Professional 🏢 Ex- BJBIAN📚Debate Champion🏆 MA | MBA | Public Affairs 🎓 Odisha women Achievers award 2021 🎖️ସଂଘର୍ଷର ଅନ୍ୟନାମ ସଂଘମିତ୍ରା 🤞ଜୟ ଜଗନ୍ନାଥ 🙏

Shorts

ବାତ୍ୟା ପୂର୍ବରୁ ଭୁବନେଶ୍ୱର ବାଣୀବିହାର ଠାରୁ ଜୟଦେଵବିହାର ଷ୍ଟ୍ରିଟ ଲାଇଟର ଅବସ୍ଥା ଏଭଳି 🤔 BMC Sulochana Das

33,554 Aufrufe

ରାକ୍ଷସ ଦାଦା ନିଜ ପୁତୁରାକୁ ଚପଲରେ ବାଡ଼ଉଥିବା ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ,ଯାହା ସୂଚନା ରହିଛି ପିଲାଟିର ବାପା ନାହାନ୍ତି ମା ମଧ୍ୟ ମାନସିକ ଭାବରେ ଅସୁସ୍ଥ,ଏ ଦୃଶ୍ୟ ହିଁ ବଖାଣୁଛି ଆମ ସମାଜ ସତରେ କେତେ ତଳକୁ ଖସି ଗଲାଣି,ମାନବିକତାର ମୂଲ୍ୟବୋଧ ଶବ୍ଦଟି ଅମଣିଷ ମାନେ କେମିତି ବା ବୁଝିବେ,ଏଭଳି ବ୍ୟକ୍ତିଙ୍କ ପାଇଁ କଠୋର ଦଣ୍ଡ ଆବଶ୍ୟକ |

20,904 Aufrufe

Poor quality food served in Indian Railways, Duronto Express Train No. 12281, BBSR to Delhi. IRCTC promised to serve khichdi to the passengers but served burnt rice and dal without drinking water. Ashwini Vaishnaw IRCTC Ministry of Railways Central Railway East Coast Railway

27,238 Aufrufe

ଥାନା ଭିତରେ ହ୍ୟୁମାନ ସାଗରଙ୍କୁ ଗୀତ ବୋଲିବା ପାଇଁ କହୁଥିବା ସେ ମହାନ ସାମ୍ବାଦିକ ଜଣଙ୍କ କିଏ ଜାଣିଥିଲେ ଜଣେଇବାକୁ ଅନୁରୋଧ 🤔 ଛି ଧନ୍ୟ ତମେ ଆଉ ତମ ସାମ୍ବାଦିକତା 😅

26,793 Aufrufe

କେନ୍ଦ୍ରାପଡା ସାଂସଦ ତଥା ସୁପରଷ୍ଟାର Anubhav Mohanty ଙ୍କ ବାପା ଅଭୟ ମହାନ୍ତି ଙ୍କ ଦେହାନ୍ତ ଖବର ଶୁଣି ମୁଁ ମର୍ମାହତ ବ୍ଯଥିତ। ମହାପ୍ରଭୁ ଏହି କଠିନ ସମୟରେ ତାଙ୍କର ସଂପୂର୍ଣ୍ଣ ପରିବାର କୁ ଦାରୁଣ ଦୁଃଖ ସମୟରେ ଧର୍ଯ୍ୟ ଆଉ ସାହସ ଦିଅନ୍ତୁ। #ଅଶ୍ରୁଳ_ଶ୍ରଦ୍ଧାଞ୍ଜଳି 🙏

19,011 Aufrufe

ମା କୁ ବୁଝିବା ପାଇଁ 60 ମିନିଟ୍ ଲାଗିଥାଏ, କିନ୍ତୁ ବାପା ଙ୍କୁ ବୁଝିବା ପାଇଁ 60 ବର୍ଷ ଲାଗିଯାଏ ତଥାପି ବାପାଙ୍କୁ ବୁଝି ହୁଏନି... #ବାପାବି_ମହାନ 🙏

13,894 Aufrufe

Videos