正在加载视频...
视频加载失败
ଆପଣଙ୍କ ମତା ମତ କଣ 🙋🏼♂️... ବଦଳିବା ଆବଶ୍ୟକ ନାଁ ନୁହଁ ?... Dharmendra Pradhan BJP Odisha
10 条评论

@dpradhanbjp @BJP4Odisha ବଦଳେଇକି whatsapp University ନାଁ ଦେଇ ଦିଅ , ଅନ୍ଧ ଭକ୍ତ କେବଳ ପଢନ୍ତୁ

@dpradhanbjp @BJP4Odisha ସ୍ବାଧିନତା ପର ଠାରୁ ଯାହା ଓଡ଼ିଶାରେ ହେଇ ନଥିଲା ୨୦୨୪ ରେ ସେ ସବୁ ଆରମ୍ଭ ହେଲା ହିନ୍ଦୁ ମୁସଲମାନ ନାମ ପରିବର୍ତ୍ତନ ଗୋରକ୍ଷା ଦଙ୍ଗା ଆଗରୁ ଯାହା ଓଡ଼ିଶା ହେଇ ଥିଲା ଆଗାମୀ ପାଞ୍ଚ ବର୍ଷରେ ଉତ୍ତର ପ୍ରଦେଶ କି ସିକିମ୍, ଗୁଜରାଟ ନିଶ୍ଚୟ ହେଇ ଯିବ।

@dpradhanbjp @BJP4Odisha ମେଣ୍ଢାଗିହା ତ ବାପ ଅଛି ନା ନାହିଁ 🤣 ଯଦି ନାହିଁ ତାହେଲେ ତ ବାପ ନାମ ବି ଚେଞ୍ଜ କରିଦେ 🤣

@dpradhanbjp @BJP4Odisha Mendhagiha tu aga nije to atma ku pochar

@dpradhanbjp @BJP4Odisha ରେଭେନ୍ସା କଲେଜ କାହାର ପୈତୃକ ସମ୍ପତ୍ତି ନୁହେଁ , ଏହା ଭାରତ ଇତିହାସରେ ଏକ ଅବିସ୍ମରଣୀୟ ଅଧ୍ୟାୟ ! ତେଣୁ ଏହାକୁ ଛୁଇଁବା ଅଧିକାର କାହାର ନାହିଁ । ମୁନ୍ସୀ ପ୍ରେମଚନ୍ଦ କହିଥିଲେ ତୁମେ ଯେଉଁ ସମ୍ପତ୍ତି କମେଇ ନାହଁ ସେଇ ସମ୍ପତ୍ତି ନେଇ ମାମଲତକାର ହୁଅ ନାହିଁ !

@dpradhanbjp @BJP4Odisha Dear @socialTalks96 ଭାଇ, ବିଶ୍ଵ ବିଜୟୀ ଅଶୋକଙ୍କୁ ଜାଣିଥିବେ ନିଶ୍ଚୟ, ଦୟା ନଦୀ, ଧଉଳି ପାହାଡ କଥା ମନେ ପଡୁଥିବ ତ ନିଶ୍ଚୟ। ତେବେ ଓଡ଼ିଆ ହିସାବରେ ଦେଖିବାକୁ ଗଲେ ସ୍ଵାଧୀନ ଭାରତରେ ଓ ଓଡ଼ିଶାରେ ଅଶୋକଚକ୍ର ର ମଧ୍ୟ ଆବଶ୍ୟକତା ନାହିଁ! କିଛି ଗୋଟେ କରିବେ ଏବେର ଧରମାଙ୍କୁ କହି 🙏 ध्यान भटकाना ही मुख्य उद्देश्य है.

@dpradhanbjp @BJP4Odisha ଯଦି ଆମେ ନାମ ପରିବର୍ତ୍ତନ କରିବା ପରିବର୍ତ୍ତେ ଶିକ୍ଷାର ଗୁଣାତ୍ମକ ମାନ ବିଷୟରେ ଆଲୋଚନା କରିପାରିବା ତାହାଲେ ଭଲ ହେବ | ଓଡିଶାର ସମସ୍ତ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକଙ୍କର ଅଭାବ ରହିଛି, ଯାହାକୁ ତୁରନ୍ତ ପୁର୍ଣ କରିବା ଦରକାର | ଧ୍ୟାନ ଦିଆଯିବ ଦରକାର |

@dpradhanbjp @BJP4Odisha ଆଗ ତୋ ନାଁ ଚେଞ୍ଜ କରିକି DALAL TALKS ରଖେ

@dpradhanbjp @BJP4Odisha •ଶିକ୍ଷା ମନ୍ତ୍ରୀ ଙ୍କ ନା ବଦଳିବା ଦରକାର... •ନା ଶିକ୍ଷା ମନ୍ତ୍ରୀ ବଦଳିବା ଦରକାର... ଆଉ ଏ ସଂଘି ବାବୁଙ୍କ କଥାକୁ ମୁଣ୍ଡରେ ପରାନ୍ତୁ ନାହିଁ 🙏🏽 ନିଜର ମତାମତ ରଖନ୍ତୁ 🤟

@dpradhanbjp @BJP4Odisha ଲାଗୁଛି ୫ବର୍ଷ ରେ ଓଡିଶା ନା ବି ବଦଳାଇ ଦେବେ
