Loading video...
Video Failed to Load
ଓଡିଶାକୁ ଆଉ କେତେ ଲୁଟିବ ପାଣ୍ଡୁ
13,582 views • 2 years ago •via X (Twitter)
9 Comments

Asish Nanda2 years ago
ବିଜୁ ଜନତା ଦଳ କୁ ଗଢି ଲା କିଏ। ଦିନରାତି ଏକ କରି ବିଜୁଜନତା ଦଳ ପାଇଁ କାମ କଲେ କିଏ। ଆଉ ଏଠି ଫାଇଦା ଉଠାଉଛନ୍ତି କିଏ l ପାଣ୍ଡୁ ଓଡ଼ିଶାକୁ ଖୋଲ କରିବାରେ ଲାଗିଚି। ଏ ଓଡ଼ିଶା ବସି ଜାଣିପାରୁ ନାହାନ୍ତି।

R R Samal2 years ago
ବଜା ତାଳି. ସିଏ ଏମିତି ଲୁଟୁଥାଉ , ଆପଣମାନେ Twitter ରେ ଥାନ୍ତୁ.

debashish sahoo2 years ago
Mana bharuni tathaapi salaara....

BIJOY M2 years ago
Till they understand the truth 😉

Devi prasana Mishra2 years ago
ଆମ ଲୋକ ମନେ ଯେତେବେଳେ ଯାଏ ନା ବୁଝିଛନ୍ତି

Mr Samal2 years ago
😁🤣

Voice of Odisha2 years ago
Wakeup to Reality ... always

MANOJ KUMAR PANDA2 years ago
ଦେଖୁଚ କଣ , ଏଥର ମାଡ଼ିବସ

Prasanta Dash2 years ago
💝💝💝👍👍👍
