正在加载视频...
视频加载失败
#ଓଡ଼ିଶାର_12th_Fail ଦ୍ବାଦଶ ଶ୍ରେଣୀରେ ଫେଲ୍ ହେବା ପରେ ଅଧାରେ ପାଠ ଛାଡ଼ିଥିବା ପିଲା ଯେ OCS ପରୀକ୍ଷାରେ ପାସ୍ କରିପାରିବେ ତାହା ଭାବିବା ବି ଆଶ୍ଚର୍ଯ୍ୟର କଥା। IPS ମନୋଜ ମିଶ୍ରଙ୍କ ଜୀବନକୁ ନେଇ ହିନ୍ଦୀ ଫିଲ୍ମ 12TH FAIL ପରି ଓଡ଼ିଶାର ଏ ବ୍ୟକ୍ତଙ୍କ କାହାଣୀଟି ବି ମଧ୍ୟ ଆପଣଙ୍କୁ ତାଜୁବ କରିଦେବ। #12thFail #OCS #Ganjam #OTV
10 条评论

Finally, OTV has correctly referred to the OCS Examination, instead of broadly labeling it as OAS, as is commonly done by media outlets. It was also noted by @bagha_mamu . Generally, media houses report that candidates have achieved "OAS,"

IPS ମନୋଜ ମିଶ୍ରଙ୍କ ଜୀବନକୁ ନେଇ ହିନ୍ଦୀ ଫିଲ୍ମ 12TH FAIL ପରି ଓଡ଼ିଶାର ଏ ବ୍ୟକ୍ତଙ୍କ କାହାଣୀଟି ବି ମଧ୍ୟ ଆପଣଙ୍କୁ ତାଜୁବ କରିଦେବ। IPS ମନୋଜ ମିଶ୍ର କିଏ? ଆମେ ଶୁଣିଛୁ IPS ମନୋଜ କୁମାର ଶର୍ମା।

ଜେଉ ବ୍ଯକ୍ତି ର ଲକ୍ଷ୍ଯ ଜଦି ଠିକ୍ ଅଛି ଜେମିତି ହଉ ପହଞ୍ଚିବା ଲକ୍ଷ୍ଯ ସ୍ତଲକୁ।

He is a student of our school

Congratulations 🎉🎉🎉 bro

12TH FAIL ଫିଲ୍ମ IPS ମନୋଜ କୁମାର ଶର୍ମା ଙ୍କ ଉପରେ ହୋଇଥିଲା , ମନୋଜ ମିଶ୍ର ନୁହେଁ ! ଓଟିଭି , ଖବର ପରିବେଷଣ ବେଳେ ସଠିକତା ଯାଞ୍ଚ କରି ଖବର ଲେଖନ୍ତୁ । ଏମିତି ଭୁଲ୍ ଭାଲ ଲେଖନ୍ତୁ ନାହିଁ !

ବିଶେଷକରି ଗ୍ରାମାଞ୍ଚଳରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏଭଳି ବାର୍ତ୍ତା ଏକ ସକାରାତ୍ମକ ପ୍ରଭାବ ପକେଇବ ଏବଂ ଏହା ନୂତନ ପିଢ଼ି ପାଇଁ ପ୍ରେରଣା ଯୋଗେଇବ....

Very inspiring

Heartfelt congratulations

@INCIndia @adgpi @BJP4India @randomsena @IDF @PawanKalyan @RSSorg @BajrangDalOrg @SuvenduWB @TigerRajaSingh @ManishKasyapsob @BhaiPreetSingh @annamalai_k @BhimArmyChief @ARanganathan72 @AshwiniUpadhyay @BhaiPreetSingh @ABVPVoice @MamataOfficial @yourBabulal @myogiadityanath


