Video wird geladen...
Video konnte nicht geladen werden
‘#ଓଡ଼ିଶାରେ_ମିଶି_ଭୁଲ୍_କରିଦେଲୁ’ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ବିବାଦୀୟ ବୟାନ । କହିଲେ, ଓଡ଼ିଶାରେ ମିଶି ଭୁଲ୍ କରିଦେଲୁ, ଅଲଗା ହେବା ପାଇଁ ହେବ ଆନ୍ଦୋଳନ #KanakNews #JayanarayanMishra #Odisha
60,714 Aufrufe • vor 1 Jahr •via X (Twitter)
11 Kommentare

ଉପକୂଳ ଓଡ଼ିଶା ଭାରତ ରେ ମିସିବା ଏକ ବିରାଟକାୟ ଭୁଲ ... ସେ ଭୁଲକୁ ୨୦୩୬ ଭିତରେ ସୁଧାର କରାଯିବ.... ଆମର ଦାବି ଉପକୂଳ ଓଡ଼ିଶା ଭାରତରୁ ଅଲଗା ହୋଇ ଏକ ନୂତନ ଦେଶରେ ପରିଣତ ହଉ ... ପଶ୍ଚିମ ଓଡ଼ିଶା ଅଲଗା ହେଇଗଲେ ଆମର ଦାବି ଆହୁରି ମଜବୁତ ହେଇଯିବ !! ବନ୍ଦେ ଉତ୍କଳ ଜନନୀ!! ଜୟ ଜଗନ୍ନାଥ

Their agenda is crystal clear: 'divide and rule.' They once spread hatred in the shadows, but now, with power in their hands, they do it openly and shamelessly.

you deserve a break, check this out

@MohanMOdisha @narendramodi @JPNadda @AmitShah Bjp should take immediate action against him,how could a mla from ruling party says this kind of rubbish. This comment is against 4.5crore Odia people. He should be punished.

କର୍ମଫଳ ଭୋଗିବାକୁ ପଡିବ । ଫୁଲ ରୂପୀ କିଳାକୁ ହୁଇସିଲ୍ ମାରି ଡାକିଛ ଏବେ 🍑 ରେ ପସୁଛି, ସହିଯାଅ ଚୁପଚାପ ।

Sanghi mg sale, bala Odia Ashmita tekiba tame mane

This guy is making sure @BJP4Odisha loses next election.

This is Odia Asmita by @BJP4Odisha @CMO_Odisha @MohanMOdisha

They Successfully divided the nation, Now they want to divide the State. People are the ones responsible for electing these clowns. 0 Talks on dev and non stop talk on Hindu Muslim,Caste and now dividing our state.

ଯେଉଁ ପଶ୍ଚିମଓଡିଶା ପାଇଁ ନବୀନବାବୁ ବିକାଶ କରି ଚାଲିଥିଲେ, ଆଜି ସେହି ପଶ୍ଚିମଓଡିଶା ଅଲଗା ହେବାକୁ ଚାହୁଁଛି...ବେଲଜ୍ୟାମାନେ କିଛି ବୁଝିପାରୁଛନ୍ତି ତ ?

He has said the right thing. Other districts are not getting anything. Money is coming to few districts only.
