正在加载视频...
视频加载失败
ଗରିବ କଲ୍ୟାଣ, ପର୍ଯ୍ୟଟନର ବିକାଶ, ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା, ଯୁବବର୍ଗଙ୍କୁ ନିଯୁକ୍ତି ପ୍ରଦାନ କରିବା, ସ୍ବାସ୍ଥ୍ୟସେବା ରେ ସୁଧାର ପାଇଁ ସବୁ ଜିଲ୍ଲାରେ ମେଡ଼ିକାଲ୍ କଲେଜ ଖୋଲି ୩୦୦୦ ଡାକ୍ତର ପଦବୀ ସୃଷ୍ଟି କରିବା ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ପାଇଁ ଆମ ସରକାର କାର୍ଯ୍ୟରତ।
10 条评论

@MohanMOdisha @CMO_Odisha @BJP4Odisha @BJP4India @dpradhanbjp ଓଡ଼ିଶାକୁ ମିଳିଲା ବାବାଜୀ କା ଠୂଲୁ | ଆଜି ଓଡ଼ିଶା ପାଈଁ କେନ୍ଦ୍ରରେ ମୋଦି ସରକାର | infrastructure ଭଲ ନାହିଁ | tourist ଆସିବେ କଣ ପାଈଁ?

@MohanMOdisha @CMO_Odisha @BJP4Odisha @BJP4India @dpradhanbjp ସାର୍ ବିଶେଷ କରି ଆମ ମୟୂରଭଞ୍ଜ ଜିଲ୍ଲା ବିକାଶ ଦିଗରେ ବହୁ ପଛରେ । ଦୟାକରି ଗୁରୁତ୍ୱ ସହ ଧ୍ୟାନ ଦେବା ଆବଶ୍ୟକ। ଯଥା ଶିକ୍ଷା ସ୍ୱାସ୍ଥ୍ୟ ବାସଗୃହ ଗମନାଗମନ ରେଳପଥ ବିମାନପଥ ସ୍ଥଳପଥ ଓ ବେକାର ବେରଜଗାର ପର୍ଯ୍ୟଟନ ଶିଳ୍ପ କଳକାରଖାନା ଇତ୍ୟାଦି । ଏବଂ ପରିବର୍ତ୍ତନ ପାଇଁ ବିଜେଡିର ଚେର ଉପାଡ଼ି ଡବଲ ଇଞ୍ଜିନ ସରକାର କୁ ଆପଣାର କରିଛୁ।

@MohanMOdisha @CMO_Odisha @BJP4Odisha @BJP4India @dpradhanbjp 15 ବର୍ଷ ହେବ ଆୟୁଷ ର ଗୋଟେ ମଧ୍ୟ ପୋଷ୍ଟ ନୂଆ creat ହୋଇନାହିଁ। ଦୟା କରି ସେ ଦିଗ ରେ ଧ୍ୟାନ ଦିଅନ୍ତୁ ସାର୍ @vaidyakaya @Ayurveda_AK @ashishmoda9 @AMSA__Odisha @ODAyushstudents @BasudevSa16 @SahooShaktiswar @DrNayak95

@MohanMOdisha @CMO_Odisha @BJP4Odisha @BJP4India @dpradhanbjp ନବୀନ ପଟ୍ଟନାୟକଙ୍କ ପାଦ ଧୂଳି କୁ ସମାନ ନ ହେବା ଲୋକ ନବୀନ ପଟ୍ଟନାୟକଙ୍କ ଗିରଫ ଦାବି କରୁଛି😏

@MohanMOdisha @CMO_Odisha @BJP4Odisha @BJP4India @dpradhanbjp Please do something for Odisha.Why you are shouting loudly

@MohanMOdisha @CMO_Odisha @BJP4Odisha @BJP4India @dpradhanbjp ସାର୍ Medical College ଭିତରେ AYUSH MEDICAL COLLEGE ଯାଉଛି କି ନାହିଁ। ଦୀର୍ଘ 50ବର୍ଷ ହେବ ନୂଆ AYUSH MEDICAL COLLEGE ଖୋଲିନାହିଁ।

@MohanMOdisha @CMO_Odisha @BJP4Odisha @BJP4India @dpradhanbjp ଧନ୍ୟବାଦ ବିଜେପି ସରକାରଙ୍କୁ.... ଆଗକୁ ଚାଲନ୍ତୁ... କୁକୁର ଭୁକିଲେ କଣ ମିଳିବ... 24 ବର୍ଷ ର.....

@MohanMOdisha @CMO_Odisha @BJP4Odisha @BJP4India @dpradhanbjp Sir Health re Ayush system v ase Au apankar Govt ku anurodh Ayush ku abahela karantu nahi Amaku sujog diantu ame nischaya odisha basi ra swasthya upare dhyan dabu

@MohanMOdisha @CMO_Odisha @BJP4Odisha @BJP4India @dpradhanbjp We request you to work upon ayush infrastructure development. In odisha,the condition of ayush system is pathetic till date.

@MohanMOdisha @CMO_Odisha @BJP4Odisha @BJP4India @dpradhanbjp ଗଣତନ୍ତ୍ର ରେ ରାଜା କେହି ନୁହଁ... ଭୁଲ ଥିଲେ ଜେଲ ଠିକ... ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବି ଆଜି ଜେଲ ରେ ଅଛି
