正在加载视频...

视频加载失败

ସମ୍ବଲ୍‌ପୁରୀ ଦିନ୍ ଉପଲକ୍ଷେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଶୁଭେଚ୍ଛା ବାର୍ତ୍ତା:

46,783 次观看 • 2 年前 •via X (Twitter)

10 条评论

Sukla_Ji_Family 的头像
Sukla_Ji_Family2 年前

@MohanMOdisha OSSSC FORESTGUARD, Forester,LSI ପଦବୀ ପାଇଁ ୩ମାସ ପୂର୍ବରୁ ପରୀକ୍ଷା ସରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ Result ଆସିଲାନି,ଗୋଟେ ପୋଷ୍ଟ ପାଇଁ ୨ ବର୍ଷ Time ଲାଗୁଚି। ଏତେ Slow Process ହେଲେ ପିଲାମାନଙ୍କ Mental Health ବି ଖରାପ ହେଉଛି। ଆପଣ ଏଥିପ୍ରତି Urgent Step ନେବେ ବୋଲି ଆଶା। #osssc #forestguard @MohanMOdisha

Simran Desai 的头像
Simran Desai2 年前

@MohanMOdisha ବାଃ ଏମିତି AI VIDEO ବନେଇକି ନିଜକୁ ନିଜେ ଟ୍ରୋଲ ହେଉଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ😁😁😁😁😁😁

Arpita Nayak 的头像
Arpita Nayak2 年前

@MohanMOdisha ଏ AI VIDEO ଟି ପଣ୍ଡା ବାବୁ ବନେଇକି ଦେଉଛନ୍ତି ଲାଗୁଛି

Main Lukha Hoon (Modiji Ka FauxPax) 的头像
Main Lukha Hoon (Modiji Ka FauxPax)2 年前

@MohanMOdisha Naveen Patnaik ବୁଢ଼ା ହେଇଗଲେଣି! ସିଏ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଯୋଗ୍ୟ! ଗୋଟେ ୧:୧୭ ଭିଡିଓ ପାଇଁ ୩୦+ ଟେକ କିଏ ନିଏ? ସମ୍ବଲପୁରୀ କହି ପାରୁନାହାନ୍ତି, ଖାଲି ପଶ୍ଚିମ ଓଡ଼ିଶା ଲୋକଙ୍କୁ ଭୂଆଁ ବୁଲାଉଛନ୍ତି! ଲୋକ ତାଙ୍କୁ ବଦଳିଦେବା କଥା.... ଓଃ wait!!...

Premananda Reddy 的头像
Premananda Reddy2 年前

@MohanMOdisha

alok barik 的头像
alok barik2 年前

@MohanMOdisha Respect CM sir, please pay attention to this🙏🙏🙏. @MohanMOdisha @KVSinghDeo1 @PravatiPOdisha @CMO_Odisha @SecyChief @kanak_news @otvnews @NandighoshaTV

Dikshya Pradhan 的头像
Dikshya Pradhan2 年前

@MohanMOdisha "First AI video from Mohan's team? Guess even robots can't resist Sambalpuri Day! 😂"

Kishor Kumar Kalta 的头像
Kishor Kumar Kalta2 年前

@MohanMOdisha Sambalpuri Vasa ku Vasa ra manyata kv miliba? 3 din Nuakhai chhuti kv declared heba ? Sambalpuri film industry kv gathan heba? Widc ra hq kv western odisha ku asiba ? Highcourt bench kv western odisha re heba ?

Dikshya Pradhan 的头像
Dikshya Pradhan2 年前

@MohanMOdisha "Mohan Sarkar's AI video for Sambalpuri Day? Even robots need a dose of Odisha's culture! 😂"

SWADHIN BEHERA 的头像
SWADHIN BEHERA2 年前

@MohanMOdisha ମହାଶୟ Osssc କୁ ବନ୍ଦ୍ କରିଦିଅନ୍ତୁ ଆମ ପକେଟ୍ ରୁ ଟଙ୍କା ନେଇ ସେବା ସେମାନେ ଆଉ କାହାକୁ ଦେଉଛନ୍ତି ଆମକୁ ତ ଦେଉ ନାହାନ୍ତି ତେବେ କାହିଁକି ସେ ଅଫିସ ରହିଛି ଦୟା କରି ପ୍ରହସନ କରୁଥିବା ସମସ୍ତକର୍ମଚାରୀ କୁ ନିଲମ୍ବିତ କରନ୍ତୁ ଯଥା ଶୀଘ୍ର ନହେଲେ ଆମେ ମାନ୍ୟବରଉଚ୍ଚନ୍ୟାଳୟ ଙ୍କ ଦ୍ବାରସ୍ଥ ହେବୁ କି ସେମାନେ ସମୟ ର ଦୁରୁପଯୋଗ କରୁଛନ୍ତି।

相关视频