Video wird geladen...
Video konnte nicht geladen werden
ଦ୍ଵିତୀୟ ବିଶ୍ୱ ଯୁଦ୍ଧ ସମୟରେ, ଆମ ମାଟିର ବୀରପୁତ୍ର, ଝଡ଼ର ଇଗଲ ଭାବେ ନିଜ ବୀରତ୍ୱ ଏବଂ ସାହାସିକତାର ପରିଚୟ ଦେଇଥିଲେ ବିଜୁ ପଟ୍ଟନାୟକ। ଯାହାକୁ ଆଜି ସମ୍ମାନିତ କରିବାକୁ ଯାଉଛି ଋଷ। ଏହା ହିଁ ତ ଆମ ଅସ୍ମିତାର ପରିଚୟ। #ବିଜୁ_ବାବୁ_ଅମର_ରହେ
32,581 Aufrufe • vor 1 Jahr •via X (Twitter)
9 Kommentare

Yes his father is an ironman.. son is useless man

bjd ra parichaya kebala biju babu . aau kichi nahi

Au nahire odisha re tuma dala sankha ra crezzzz..

- Come Around

Biju Patnaik is really deserves " Bharat Ratna" but yet to be decided by the Central Government. Irrespective of different political egoistic culture, all Odisha people needs to demand for such award at an early date 🌹🌹

Biju babu odisha ra garba, bira putra and bara putra. Biju babu sabu dina pain mane rahibe kintu bjd nuhen

କାହା ପାଇଁ କୋଉ ଦେଶ ତରଫରୁ କୋଉ ସରକାର ପାଇଁ ଲଢ଼ିଥିଲେ?

ଓଡ଼ିଶାର ସୁଯୋଗ୍ୟ ସନ୍ତାନ 🙏ବିଜୁ ପଟ୍ଟନାୟକ, ଅମର ରହେ। ଜୟ ହିନ୍ଦ୍🇮🇳🙏

Before time or after time both are totally different situations
Ähnliche Videos
Sensitive content
ଆଜି ରାତିରେ, ୧୫ ରୁ ୨୦ ଜଣ ମଦ୍ୟପ ଗୁଣ୍ଡା — ଟଙ୍କା ନେଇ ରାଜ୍ୟସଭାରେ ଓଡ଼ିଶାକୁ ବିକ୍ରି କରିଥିବା BJD ବିଧାୟକଙ୍କ ସିଧା ନିର୍ଦ୍ଦେଶରେ — ଭୁବନେଶ୍ୱର ସହର ମଧ୍ୟଭାଗରେ ମୋ ପରିବାର ରହୁଥିବା ଘରକୁ ଜବରଦସ୍ତ ଭାବେ ପ୍ରବେଶ କଲେ। ଆମ ସୁରକ୍ଷା କର୍ମୀଙ୍କ ମୁଣ୍ଡରେ ବନ୍ଧୁକ ରଖି ଧମକ ଦିଆଗଲା। ଘର କର୍ମଚାରୀଙ୍କୁ ଅଶ୍ଳୀଳ ଗାଳି ଦେଇ ନିର୍ଦ୍ଦୟ ଭାବେ ମାଡ଼ ମାରିଲେ। ମୋ ପରିବାର ସେହି ମୁହୂର୍ତ୍ତରେ ଘର ଭିତରେ ଥିଲେ। ଏହା କେବଳ ଆକ୍ରମଣ ନୁହେଁ — ଏହା ସଶସ୍ତ୍ର ଆତଙ୍କ। ଆମେ ସମସ୍ତେ ଦେଖିଛୁ — ରାଜ୍ୟସଭା ନିର୍ବାଚନ ବେଳେ ଓଡ଼ିଶା ବିଧାନସଭା ଭିତରେ କ’ଣ ଘଟିଥିଲା। ସଭାଗୃହରେ ହୋଇଥିବା ସେ ବିଶ୍ୱାସଘାତ ବର୍ତ୍ତମାନ ବନ୍ଧୁକ ହାତରେ ଆମ ଘର ଦୁଆର ପର୍ଯ୍ୟନ୍ତ ପହଞ୍ଚିଲାଣି। ଆଜି ମୋ ଘର। କାଲି ଆପଣଙ୍କ ଘର ହୋଇପାରେ। ଯେଉଁ BJD ବିଧାୟକ ଜନତାଙ୍କ ବିଶ୍ୱାସ ଓ ନିଜ ଦଳକୁ ଟଙ୍କା ଲାଗି ବିକ୍ରି କଲେ — ସେ ବ୍ୟକ୍ତି ଏବେ ସଶସ୍ତ୍ର ଗୁଣ୍ଡା ପଠାଇ ସତ୍ୟର ସ୍ୱରକୁ ଦବାଇବାକୁ ଚାହୁଁଛନ୍ତି। ଏ ଉଭୟ ଅପକର୍ମ ଇତିହାସ କ୍ଷମା କରିବ ନାହିଁ। ମୁଁ CM Mohan Charan Majhi ଓ DGP, Odisha ସ୍ପଷ୍ଟ ଭାଷାରେ କହୁଛି — ରାଜଧାନୀ ସହରରେ ଖୋଲାଖୋଲି ବନ୍ଧୁକ ଦେଖାଇ ଆତଙ୍କ ସୃଷ୍ଟି ହେଉଛି। ଏ ଆପଣଙ୍କ ଶାସନ କାଳ। ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ଦୋଷୀଙ୍କୁ ଗିରଫ କରନ୍ତୁ। ଯଦି ମୋ ସହ ଏହା ହୁଏ — ତ ଏ ରାଜ୍ୟର ସାଧାରଣ ଓଡ଼ିଆ ମଣିଷ କେଉଁଠି ଆଶ୍ରୟ ପାଇବ?
Pratap Jena
35,197 Aufrufe • vor 5 Monaten
