Video wird geladen...
Video konnte nicht geladen werden
ଯେତେବେଳେ ଆମ ରାଜ୍ୟ ଭାଷାଭିତ୍ତିକ ରାଜ୍ୟ ଭାବେ ଶତବାର୍ଷିକୀ ପୂରଣ କରୁଥିବ ସେହି ସମୟରେ ତା'ର ମୁଖ୍ୟଧାର ଶିକ୍ଷକ ହେବେ ।
10,147 Aufrufe • vor 1 Jahr •via X (Twitter)
8 Kommentare

ସାର୍.. 11100 ଦରମା ପାଉଥିବା ଶିକ୍ଷକ ନା 50000 ପାଉଥିବା ଶିକ୍ଷକ?

Shame of odisha do u know how much they will get only 9.5k per month...Declare UGC NET result @NTA_Exams @mamidala90 ..the worst education minister in the history of india

ବେକାର କଥା କହୁଛ କିଛି ଓଡ଼ିଶା ପାଇଁ କର

12000 re apana chali paribe ki

ଠିଆ ରେ ଠିଆ ରେ ଧନ୍ୟବାଦ ଦେଶର ଅକ୍ରୁତଜ୍ଞ ଶିକ୍ଷାମଂତ୍ରୀ ପାଇଁ

ମହାଶୟ ଆପଣ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଭାବେ କଣ କରିଛନ୍ତି ଓଡିଶା ପାଇଁ? ତାପରେ ଆପଣଙ୍କ କେନ୍ଦ୍ର ଶିକ୍ଷା ବିଭାଗ ର ବାର୍ଷିକ ବଜେଟ କାହିଁକି କମାଇଛନ୍ତି? UGC ବଜେଟ କାହିଁକି କମ ହୋଇଛି? ଆପଣ ମାନଙ୍କୁ ଭାରତର ଶିକ୍ଷିତ ବଢ଼ାଇବାକୁ ଚାଁହାନ୍ତି ନା ନାଇଁ? ଅନୁଷ୍ଠାନ ମାନଙ୍କ Infrastructure ବୃଦ୍ଧି କୁ କାହିଁକି କମ କରିଛନ୍ତି?

auu jete bele loka asiki paschim odisha re kahibe 300 unit dabu baliki next tanku v mukhya dhara ku nei jia haba

Stop your false propaganda
